Browsing Category

ରାଜ୍ୟ

କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୨,୦୫୯ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୨,୦୫୯ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୭୮ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ …

ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ମାଲକାନଗିରି:  ମାଲକାନଗିରି ଜିଲ୍ଲାର ତରଲାକୋଟା ନିକଟରେ ଘଟିଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅ।ହତ ହୋଇଛନ୍ତି । ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତରଲାକୋଟା ଛକ ନିକଟରେ ଏକ…

ଭୋଜିକୁ ଯାଇ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ

ବଲାଙ୍ଗିର:  ଭୋଜିକୁ ଯାଇ ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ଆଜି ସକାଳେ ଠାବ କରାଯାଇଛି । ମୃତକଙ୍କ ନାମ ଗଣ୍ଡପତି ବଚ୍ଛା । ତାଙ୍କ ଘର ଭାଲୁମୁଣ୍ଡା ପଚାଂୟତ ଅନ୍ତର୍ଗତ ଗଞ୍ଜାବାହାଲ ଗ୍ରାମରେ । ଭାଲୁମୁଣ୍ଡା-ବେଲପଡ଼ା ରାସ୍ତାରେ ଏକ ଗଛ ନିକଟରେ ତାଙ୍କ ମୃତଦେହ ଠାବ କରାଯାଇଛି । ସୂଚନା…

କାରରୁ ୧ କ୍ୱିଂଟାଲ ଗଞ୍ଜେଇ ଜବତ: ଜଣେ ଗିରଫ

ନବରଙ୍ଗପୁର: କାରରୁ ୧ କ୍ୱିଂଟାଲ ଗଞ୍ଜେଇ ଜବତ ହୋଇଛି । ପୋଲିସ ଘଟଣାରେ ଜଣକୁ ଗିରଫ କରିଛି । ମଇଦଲପୁର ଅଂଚଳରେ ଗାଡି ଯାଂଚ୍ ବେଳେ କାର୍ ରେ ଗଞ୍ଜେଇ ଥିବା ପୋଲିସ ଜାଣିବାକୁ ପାଇଥିଲା । କାର୍ ସହ ଗଞ୍ଜେଇକୁ ଜବତ କରିଥିଲା । ଜୟପୁରରୁ ପାଟଣା ଚାଲାଣ ବେଳେ ପୋଲିସ ଏହାକୁ ଧରିବାରେ ସଫଳ…

ସାନିଟାଇଜ୍ ହେଲା ଶ୍ରୀମନ୍ଦିର, ଦର୍ଶନ ବନ୍ଦ : ଆସନ୍ତା କାଲିଠୁ ଦର୍ଶନ ସ୍ବାଭାବିକ୍

ପୁରୀ:  ଶ୍ରୀମନ୍ଦିର ଭିତର ଓ ବାହାର ଆଜି ସାନିଟାଇଜ୍ କରାଯାଇଛି । ଏଥିଯୋଗୁଁ ସାଧାରଣ ଦର୍ଶନ ଆଜି ଦିନକ ପାଇଁ ବନ୍ଦ ରହିଛି । ତେବେ ଶ୍ରୀମନ୍ଦିରରେ ଠାକୁରଙ୍କ ନୀତିକାନ୍ତି ଯଥାବିଧି ଜାରୀ ରହିଛି । ସେବାୟତ ମାନେ ଧାର୍ଯ୍ୟ ସମୟ ଅନୁଯାୟୀ ନୀତିକାନ୍ତି ସମାପନ କରୁଛନ୍ତି । ଗତ ୨୧ ତାରିଖ ଠାରୁ…

ଜେଲ୍ ରେ ବିଚାରାଧିନ କଏଦୀଙ୍କ ମୃତ୍ୟୁ

ପୁରୀ:  ପୁରୀ ଜେଲ୍ ରେ ଜଣେ ବିଚାରାଧିନ କଏଦୀଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାମ ଶ୍ରୀଧର ଦାସ । ସେ ଅସୁସ୍ଥ ଅନୁଭବ କରିବାରୁ ଜେଲ୍ କର୍ତୃପକ୍ଷ ତାଙ୍କୁ ପୁରୀ ମେଡ଼ିକାଲରେ ଭର୍ତି କରିଥିଲେ । ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏକ ଘରୋଇ ଗଣ୍ଡଗୋଳ ମାମଲାରେ ସେ ଗିରଫ ହୋଇ…

ଜାତୀୟ କୀର୍ତିରାଜି କର୍ତୃପକ୍ଷଙ୍କ ଅଧିନିୟମ ପ୍ରସଙ୍ଗ: ଅଧିନିୟମକୁ ତର୍ଜମା କରାଯାଉଛି, ସୀମିତ ସମୟ ମଧ୍ୟରେ ମତାମତ…

ପୁରୀ: ଜାତୀୟ କୀର୍ତିରାଜି କର୍ତୃପକ୍ଷଙ୍କ ଅଧିନିୟମ ପ୍ରସଙ୍ଗକୁ ନେଇ ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ରଖି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ, ଅଧିନିୟମକୁ ତର୍ଜମା କରାଯାଉଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପିକେଡ଼ିଏ କର୍ତୃପକ୍ଷଙ୍କ ମତାମତ…

ଯୁବତୀଙ୍କୁ ସଲପ ତାଡ଼ି ପିଆଇ ଗଣଦୁଷ୍କର୍ମ ଅଭିଯୋଗ: ଦୁଇ ଗିରଫ

କନ୍ଧମାଳରୀ:  ଯୁବତୀଙ୍କୁ ସଲପ ତାଡ଼ି (ନିଶା ପାନୀୟ) ଦେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଯୁବତୀଙ୍କ ଘର କୋଟଗଡ଼ ଥାନା ଅନ୍ତର୍ଗତ ପକାରୀ ପଚାଂୟତର ପିଦୁଡ଼ିମିଲା ଗ୍ରାମରେ । କୋଟଗଡ଼ ଥାନାରେ ଏନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଏତଲା ପରେ ପୋଲିସ ଘଟଣାରେ ଜଡ଼ିତ ଦୁଇ ଅଭିଯୁକ୍ତଙ୍କୁ…

ଓଡ଼ିଶୀ,କଥକ ଏବଂ ଛଉ ନୃତ୍ୟରେ ମନ୍ତ୍ରମୁଗ୍ଧ ଦର୍ଶକ- ଧଉଳୀ କଳିଙ୍ଗ ମହୋତ୍ସବ ଆରମ୍ଭ

ଧଉଳୀ:ଐତିହାସିକ ଧଉଳୀର ପାଦଦେଶରେ ରାଜ୍ୟ ପର୍ଯ୍ୟଟନ ବିଭାଗ,ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଏବଂ ଆର୍ଟ ଭିଜନ୍‍ ଦ୍ୱାରା ଆୟୋଜିତ ୧୭ତମ ଧଉଳୀ କଳିଙ୍ଗ ମହୋତ୍ସବର ଆଜି ଥିଲା ଉଦ୍‍ଘାଟନ ସଂଧ୍ୟା । ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦୀରେ ଯେଉଁ ସ୍ଥାନରୁ ସମ୍ରାଟ ଅଶୋକ ଶାନ୍ତିର ବାର୍ତ୍ତା ପ୍ରଚାର କରିଥିଲେ…

ବୁଗୁଡ଼ାରେ ୧୧୦ ଜଣରୁ ୧୦୮ ଜଣଙ୍କୁ ଟୀକା

ବୁଗୁଡା: ବୁଗୁଡ଼ାରେ ଦ୍ଵିତୀୟ ପର୍ଯ୍ୟାୟ କୋଭିଡ ଟିକାଦାନର ପ୍ରଥମ ଦିନ ଫେବୃଆରୀ ୬ ତାରିଖ ଦିନ ୧୧୦ ଜଣଙ୍କୁ ଟୀକା ଦେବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ୧୦୮ ଜଣ ଟୀକା ନେଇଛନ୍ତି। ବୁଗୁଡା ତହସିଲ, ବୁଗୁଡା ବ୍ଲକ ଓ ବୁଗୁଡା ପୋଲିସ ଥାନା ର ଅଧିକାରୀ ଓ କର୍ମଚାରୀ ମିଶାଇ ୧୧୦ ଜଣଙ୍କୁ…