Browsing Category

ରାଜ୍ୟ

କରୋନାରେ ସମଗ୍ର ବିଶ୍ୱରେ ୧୦ କୋଟି ୬୩ ଲକ୍ଷ ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନାରେ ସମଗ୍ର ବିଶ୍ୱରେ  ୧୦ କୋଟି ୬୩ ଲକ୍ଷ ୨୫ ହଜାର ୬୮୮ ଲୋକ ସଂକ୍ରମିତ ହୋଇସାରିଛନ୍ତି ।   ସେହିପରି ୨୩ ଲକ୍ଷ ୧୮ ହଜାର ୮୪୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା  ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରେ  ୭ କୋଟି ୮୧ ଲକ୍ଷ ୧୦ ହଜାର ୯୬୭ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି…

ଆଇନର ଶାସନ ଆମ ସଭ୍ୟତା ଓ ସାମାଜିକ ଢାଞ୍ଚାର ଭିତ୍ତି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ହାଇକୋର୍ଟ ପ୍ରତିଷ୍ଠାର ହୀରକ ଜୟନ୍ତୀ ଉତ୍ସବରେ ଭିଡିଓ କନ୍ଫ୍ରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ଉଦ୍ବୋୀଧନ ଦେଇଛନ୍ତି । ଏହି ଅବସରରେ ଗୁଜରାଟ ହାଇକୋର୍ଟ ପ୍ରତିଷ୍ଠାର 60 ବର୍ଷ ପୂର୍ତ୍ତି ଅବସରରେ ସେ ଏକ ସ୍ମାରକ ଡାକଟିକଟ ମଧ୍ୟ…

୨୦ କୋଟିରୁ ଅଧିକ କରୋନା ନମୁନା ପରୀକ୍ଷା ଭାରତ ପାଇଁ ଏକ ରେକର୍ଡ

ନୂଆଦିଲ୍ଲୀ:  କୋଭିଡ-୧୯ ନମୁନା ପରୀକ୍ଷା କ୍ଷେତ୍ରରେ ଭାରତ ଏକ ଉଲ୍ଲେଖନୀୟ ରେକର୍ଡ କରିପାରିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭,୪୦,୭୯୪ ନମୁନା ପରୀକ୍ଷା ହୋଇଥିବା ବେଳେ ମୋଟ ନମୁନା ପରୀକ୍ଷା ୨୦ କୋଟି(୨୦,୦୬,୭୨,୫୮୯)ର ମାଇଲଖୁଣ୍ଟ ଅତିକ୍ରମ କରିପାରିଛି । ନମୁନା ପରୀକ୍ଷାର ଏହି…

ପ୍ରଧାନମନ୍ତ୍ରୀଙ୍କ ଆଜି ଆସାମ ଓ ପଶ୍ଚିମବଙ୍ଗ ଗସ୍ତ

-ପଶ୍ଚିମବଙ୍ଗରେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ଓ ଭିତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ -ଆସାମରେ ‘ଆସୋମ ମାଲା’ର ଶୁଭାରମ୍ଭ କରିବା ସହିତ ଦୁଇଟି ହସ୍ପିଟାଲ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ: …

ଗୋଟିଏ ଦିନରେ ୮୨ କରୋନା ଆକ୍ରାନ୍ତ ଚିହ୍ନଟ

-ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୫୪୬୬ ଭୁବନେଶ୍ୱର:  ରାଜ୍ୟରେ ଗୋଟିଏ ଦିନରେ ୮୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୫୫୪୮ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ…

ଗଞ୍ଜାମ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ: ଟୀକା ନେଲେ ଜିଲ୍ଲାପାଳ ଓ ପୋଲିସ ଅଧିକାରୀ

ଗଞ୍ଜାମ:  ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ କାର୍ଯ୍ୟରେ ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ଜିଲ୍ଲା ପୋଲିସ ଅଧିକାରୀ ମାନେ କୋଭିଡ଼୍ ଟୀକା ନେଇଛନ୍ତି । ଟୀକା ନେବା ପରେ ଅଧ ଘଂଟାଏ ଅବଜରଭେସନରେ ରହିବା ପରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦେଖା ଦେଇନାହିଁ । ଏଣୁ ଜିଲ୍ଲାର…

ପୁଣି ଝାରପଡ଼ା ଜେଲ୍ କୁ ଫେରିଲେ ବିଧାୟକ ପ୍ରଦୀପ

ଗଞ୍ଜାମ:  ଗୋପାଳପୁର ବିଧାୟକ ଡଃ. ପ୍ରଦୀପ ପାଣିଗ୍ରାହୀଙ୍କୁ ଗତ ଗୁରୁବାର ଦିନ ଭୁବନେଶ୍ୱର ଝାରପଡ଼ା ଜେଲ୍ ରୁ ବ୍ରହ୍ମପୁର ଆଣି ଏସଡ଼ିଜେଏମ କୋର୍ଟରେ ହାଜର କରିଥିଲା ବ୍ରହ୍ମପୁର ପୋଲିସ । ସେଠାରୁ ତିନି ଦିନିଆ ରିମାଣ୍ଡରେ ନେଇ ଟାଟା କମ୍ପାନୀରେ ଚାକିରୀ କରାଇ ଦେବା ନାମରେ ଟଙ୍କା ଆଦାୟକୁ…

ମାହାଙ୍ଗା ଡ଼ବଲ ମର୍ଡ଼ର ଘଟଣାର ମୁଖ୍ୟ ଅଭିଯୁକ୍ତ ମୃତ : ଦୁର୍ଘଟଣା ନା ଯୋଜନାବଦ୍ଧ ହତ୍ୟା, ସନ୍ଦେହଘେରରେ

କଟକ/ଟାଙ୍ଗି: କଟକ ଜିଲ୍ଲା ସାଲେପୁରର ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ଘଟିଛି । ପ୍ରାଥମିକ ତଦନ୍ତ ପରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ପୋଲିସ…

ବିବାହ ଭୋଜି ଖାଇ ୪୦୦ ରୁ ଉର୍ଦ୍ଧ୍ୱ ଅସୁସ୍ଥ : କଣାସରେ ବ୍ୟାପିଲା ଝାଡ଼ାବାନ୍ତି

କଣାସ:  ପୁରୀ ଜିଲ୍ଲା କଣାସ ଥାନା କଣାସ ଗ୍ରାମପଚାଂୟତ ଅନ୍ତର୍ଗତ ସହନା ଗ୍ରାମରେ ବିବାହ ଭୋଜି ଖାଇ ଝାଡ଼ାବାନ୍ତିରେ ୪୦୦ ରୁ ଉର୍ଦ୍ଧ୍ୱ ଲୋକ ଅସୁସ୍ଥ ହୋଇପଡିଛନ୍ତି । ଅସୁସ୍ଥ ମାନଙ୍କୁ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଡ଼େଲାଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଗୁରୁତର ଅସୁସ୍ଥ ମାନଙ୍କୁ ପୁରୀ ଓ…

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଛନ୍ଦ ଚରଣ ପ୍ରଧାନଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଛନ୍ଦ ଚରଣ ପ୍ରଧାନଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ - ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଛନ୍ଦ ଚରଣ ପ୍ରଧାନଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ତାଙ୍କ ଅମର…