Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗୋଟିଏ ଦିନରେ ୯୭ କରୋନା ଆକ୍ରାନ୍ତ ଚିହ୍ନଟ
-ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୫୪୬୬
ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୯୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୫୪୬୬ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ…
ଚୌରୀଚୌରାର ଶହୀଦମାନଙ୍କୁ ଯଥାର୍ଥ ମାନ୍ୟତା ମିଳିନାହିଁ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଚୌରୀଚୌରାର ଶହୀଦମାନଙ୍କୁ ଇତିହାସର ପୃଷ୍ଠାରେ ଯଥାର୍ଥ ମାନ୍ୟତା ମିଳି ନ ଥିବା ନେଇ ପ୍ରଧାନମନ୍ତ୍ରୀ କ୍ଷୋଭପ୍ରକାଶ କରିଛନ୍ତି । ଲୋକଲୋଚନ ଅନ୍ତରାଳରେ ରହିଯାଇଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୀବନୀକୁ ପ୍ରକାଶ କରାଗଲେ ତାହାହିଁ ସେମାନଙ୍କ ପ୍ରତି ହେବ ପ୍ରକୃଷ୍ଟ…
ଗୁଜରାଟ ଉଚ୍ଚ ନ୍ୟାୟାଳୟର ହୀରକ ଜୟନ୍ତୀ ସମାରୋହକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୬, ୨୦୨୧ ସକାଳ ୧୦.୩୦ ସମୟରେ ଗୁଜରାଟ ଉଚ୍ଚ ନ୍ୟାୟାଳୟର ହୀରକ ଜୟନ୍ତୀ ସମାରୋହକୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କରିବେ । ଉଚ୍ଚ ନ୍ୟାୟାଳୟ ପ୍ରତିଷ୍ଠାର ଷାଠିଏ ବର୍ଷ ପୂରଣ ହେବା ଅବସରରେ ସେ ଏକ ସ୍ମାରକୀ ଡାକ ଟିକଟ…
ସେଣ୍ଟ୍ରାଲ ଭିଷ୍ଟା ଏଭିନ୍ୟୁର ନୂଆରୂପ ପାଇଁ ଭୂମିପୂଜନ
ନୂଆଦିଲ୍ଲୀ: ନୂଆଦିଲ୍ଳୀସ୍ଥିତ ଇଣ୍ଡିଆ ଗେ୍ଟଠାରେ ‘ସେଣ୍ଟ୍ରାଲ ଭିଷ୍ଟା ଏ ଏଭିନ୍ୟୁ’ର ନବୀକରଣ ନିମନ୍ତେ ଆଜି ଗୃହ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ ଭୂମିପୂଜନ କରିଛନ୍ତି । ଏହି ଭୂମିପୂଜନ ସହିତ ସେଣ୍ଟ୍ରାଲ ଭିଷ୍ଟା ଏଭିନ୍ୟୁର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି ।…
କରୋନାରେ ବିଶ୍ୱବ୍ୟାପୀ ଆକ୍ରାନ୍ତଙ୍କ ସଂଖ୍ୟା ସଢ଼େ ୧୦ କୋଟି ଟପିଲା
ନୂଆଦିଲ୍ଲୀ: କରୋନାରେ ସମଗ୍ର ବିଶ୍ୱରେ ସାଢ଼େ ୧୦ କୋଟରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଛନ୍ତି । ବିଶ୍ୱରେ ମୃତକଙ୍କ ସଂଖ୍ୟା ୨୩ ଲକ୍ଷ ନିକଟତର ହୋଇଛି । ମୋଟ ୧୦ କୋଟି ୫୩ ଲକ୍ଷ ୯୨ ହଜାର ୨୬୬ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୨ ଲକ୍ଷ ୯୨ ହଜାର ୫୦୮ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।…
ଆଗ ଧାଡିର କର୍ମଚାରୀ ମାନଙ୍କୁ କରୋନା ଟୀକାକରଣ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ରାୟଗଡ: ରାୟଗତ ଜିଲ୍ଲାରେ କାର୍ଯ୍ୟରତ ଆଗଧାତୀର । ସରକାରୀ କର୍ମଚାରୀ ମାନଙ୍କୁ କରୋନା ଟୀକା ଦେବା ନିମନ୍ତେ ଗତ ତା.୩.୨.୨୦୨୧ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସଦଭାବନା ସଭା ଗୃହରେ ଅନୁଷ୍ଠିତ ହୋଇଥିବା…
ଟେଣ୍ଡର ପ୍ରକ୍ରିୟାରେ ଜାଲ୍ କାଗଜପତ୍ର ଦାଖଲ ଅଭିଯୋଗ: ପୁଣି ଆଉ ଜଣେ ଠିକାଦାରଙ୍କ ନାମରେ ଏତଲା
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗରେ ଟେଣ୍ଡର ହାତେଇବା ପାଇଁ କେତେକ ଠିକାଦାରଙ୍କ ପକ୍ଷରୁ ଜାଲ୍ କାଗଜପତ୍ର ଦାଖଲ କରାଯିବାକୁ ନେଇ ହୋଇଥିବା ଅଭିଯୋଗର ସତ୍ୟତାକୁ ତନଖି କରିବା ପରେ ଆଜି ପୁଣି ଜଣେ ଠିକାଦାର ରବିନ୍ଦ୍ର ସାହୁଙ୍କ ବିରୁଦ୍ଧରେ ସମ୍ପୃକ୍ତ ବିଭାଗ ପକ୍ଷରୁ…
ଟ୍ରାକ୍ଟର ଓ ପିକଅପ୍ ଭ୍ୟାନ୍ ରୁ ୩୩୯ କେଜି ଗଞ୍ଜେଇ ଜବତ
ଜୟପୁର: ଗତକାଲି ରାତିରେ ପାଟ୍ରୋଲିଂ ବେଳେ ଲମତାପୁଟ ପୋଲିସ ଜୋଡ୍ରି ଗାଁ ନିକଟରୁ ଟ୍ରାକ୍ଟର ଓ ଅନ୍ୟ ଏକ ପିକଅପ୍ ଭ୍ୟାନ୍ ରୁ ୩୩୯ କେଜି ଗଞ୍ଜେଇ ଜବତ କରିଛି । ତେବେ ଉଭୟ ଗାଡ଼ିର ଡ଼୍ରାଇଭର ଘଟଣାସ୍ଥଳରୁ ଚମ୍ପଟ୍ ମାରିଛନ୍ତି । ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ ତଦନ୍ତ ଜାରୀ ରଖିଛି ପୋଲିସ ।
ପୋଲିସକୁ ମନ୍ଦିର ଭିତରେ ଭରି ତାଲା ମାରିଲେ ଚାଷି
ନୂଆପଡା: ନୂଆପଡା ଅପରଜୋଙ୍କ ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ତଳ ମୁଣ୍ଡ ଓ ଉପରମୁଣ୍ଡ ବିବାଦ ଥମିବାର ନା ଧରୁନାହିଁ । ଆଜି ଉପେରମୁଣ୍ଡ ଚାଷି ପି ସି ଆର ଗାଡିରେ ପାଟ୍ରୋଲିଂ କରୁଥିବା ଜଣେ ଏସଆଇଙ୍କ ସମେତ ତିନି ବନ୍ଧୁକଧାରୀ ଯବାନ,ଓ ଡ୍ରାଇଭରଙ୍କୁ ସାରାବଙ୍ଗ ଗ୍ରାମର ଏକ ମନ୍ଦିର ଭିତରେ ଭରି…
ଜିଲ୍ଲାରେ ଆରମ୍ଭ ହେଲା “ଶିଶୁ ସମ୍ପର୍କ ଯାତ୍ରା”
ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ନିକଟସ୍ଥ ବ୍ରାହ୍ମଣ ସୀତାପୁର ଠାରେ ଜିଲ୍ଲା ଶିଶୁ କଲ୍ୟାଣ ସମିତି ତରଫରୁ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ "ଶିଶୁ ସମ୍ପର୍କ ଯାତ୍ରା"ର ଆୟୋଜନ କରାଯାଇଥିଲା। ଏହି ଯାତ୍ରାରେ କିଶୋର ନ୍ୟାୟ ବୋଡ଼ର୍ର ସଦସ୍ୟା ଶ୍ରୀମତି ଭାଗ୍ୟଲକ୍ଷ୍ମୀ ନାୟକ…