କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗରେ ଟେଣ୍ଡର ହାତେଇବା ପାଇଁ କେତେକ ଠିକାଦାରଙ୍କ ପକ୍ଷରୁ ଜାଲ୍ କାଗଜପତ୍ର ଦାଖଲ କରାଯିବାକୁ ନେଇ ହୋଇଥିବା ଅଭିଯୋଗର ସତ୍ୟତାକୁ ତନଖି କରିବା ପରେ ଆଜି ପୁଣି ଜଣେ ଠିକାଦାର ରବିନ୍ଦ୍ର ସାହୁଙ୍କ ବିରୁଦ୍ଧରେ ସମ୍ପୃକ୍ତ ବିଭାଗ ପକ୍ଷରୁ ଟାଉନ୍ ଥାନାରେ ଏତଲା ହୋଇଛି । ପୂର୍ବରୁ ଅନୁରୂପ ଜାଲ୍ କାଗଜପତ୍ର ଦାଖଲ କରିବା ଘଟଣାରେ ଦୁଇ ଜଣଙ୍କ ବିରୋଧରେ ସୁପରିଟେଣ୍ଡେଂଟ ଇଞ୍ଜିନିୟରଙ୍କ ପକ୍ଷରୁ ଥାନାରେ ଏତଲା ଦାୟର୍ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.