Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସେପ୍ଟେମ୍ବର ୧୦ ରୁ ଏସିଆ କପ୍ କ୍ରିକେଟ୍!
ନୂଆଦିଲ୍ଲୀ, : ଗତ ଏପ୍ରିଲରେ ଜମ୍ମୁ କାଶ୍ମୀରରେ ହୋଇଥିବା ପହଲଗାମ ଆତଙ୍କୀ ଆକ୍ରମଣରେ ୨୬ ନୀରିହ ଜୀବନ ଯାଇଥିଲା । ଏହାପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଆହୁରି ବଢିଥିଲା । ଏହା ପରେ ଆସନ୍ତା ଏସିଆ କପ୍ରେ ଖେଳାଯିବାକୁ ନେଇ ଅନିଶ୍ଚିନ୍ତତା ଦେଖିବାକୁ ମିଳିଥିଲା । ବଡ଼ କଥା ହେଉଛି…
“ସଲାକାର’ରେ ଗୁଇନ୍ଦାଗିରି କରିବେ ମୌନି
ନୂଆଦିଲ୍ଲୀ : ବଲିଉଡ୍ ଅଭିନେତ୍ରୀ ମୌନି ରାୟ ଭୂତନୀ' ପରେ ପୁଣି ଦମ୍ଦାର ଅନ୍ଦାଜରେ କମ୍ବ୍ୟାକ୍ କରିବାକୁ ଯାଉଛନ୍ତି । ତାଙ୍କୁ ଖୁବ୍ ଶୀଘ୍ର ଏକ ସ୍ପାଏ ଥ୍ରିଲର ଫିଲ୍ମ "ସଲାକାର'ରେ ଦେଖିବାକୁ ମିଳିବ । ସେଥିରେ ସେ ଗୁଇନ୍ଦାଗିରି କରୁଥିବା ନଜର ଆସିବେ । ଫିଲ୍ମଟି ଜାତୀୟ ସୁରକ୍ଷା…
ନକଲି ସସ୍ କାରଖାନାରେ ଚଢାଉ
ବ୍ରହ୍ମପୁର,: ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ପିଚିପିଚିଆ ନଗରରେ ଥିବା ଏକ ସସ୍ କାରଖାନାରେ ପୁଲିସ ପକ୍ଷରୁ ଚଢଉ କରାଯାଇଛି । ସେଠାରୁ ବିପୁଳ ପରିମାଣର କଞ୍ଚାମାଲ ଜବତ ହୋଇଥିବା ବେଳେ ପୁଲିସ ଉକ୍ତ କାରଖାନାରେ କାର୍ଯ୍ୟରତ ୨ ଜଣ କର୍ମ·ରୀଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।…
ଭାରତ-ଆମେରିକା ମଧ୍ୟରେ ଖୁବଶୀଘ୍ର ହୋଇପାରେ ବାଣିଜ୍ୟ ଚୁକ୍ତି : ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ, : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତ ସହିତ ବାଣିଜ୍ୟ ଚୁକ୍ତି ବିଷୟରେ ଏକ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି ଯେ, ଭାରତ ସହିତ ଏକ ବାଣିଜ୍ୟ ଚୁକ୍ତି ଖୁବ୍ ଶୀଘ୍ର ସ୍ୱାକ୍ଷରିତ ହେବାକୁ ଯାଉଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ପ୍ରସଙ୍ଗରେ…
ବନ୍ୟା ପରିସ୍ଥିତି ନେଇ ସରକାର ସତର୍କ ଅଛନ୍ତି : ସୁରେଶ ପୂଜାରୀ
ଭୁବନେଶ୍ୱର, : ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ଆଶ୍ୱାସନା ଦେଇଛନ୍ତି ଯେ, ରାଜ୍ୟର ଉତ୍ତର ଭାଗରେ, ବିଶେଷକରି ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାରେ ବନ୍ୟା ପରିସ୍ଥିତି ପରିଚାଳନା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ସକ୍ରିୟ ଭାବରେ କାର୍ଯ୍ୟ…
ପୋଲିସ ଗୁଳିରେ ୨ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ
ଭୁବନେଶ୍ୱର, : ମାଓବାଦୀ ଦମନ ଅଭିଯାନ କ୍ଷେତ୍ରରେ କନ୍ଧମାଳ ଜିଲ୍ଲା ପୋଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି । ଏହି ଅଭିଯାନରେ ୨ ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଘଟଣାସ୍ଥଳରୁ ଗୋଟିଏ ରାଇଫଲ, ରିଭଲଭର, ଜୀବନ୍ତ ଗୁଳି, ୱାକି ଟକି, ବ୍ୟାଟେରୀ ଏବଂ ଅନ୍ୟାନ୍ୟ ମାଓ ସାମଗ୍ରୀ…
୨୦୨୬ ଏପ୍ରିଲ ୧ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା
ନୂଆଦିଲ୍ଲୀ, : ବହୁପ୍ରତୀକ୍ଷିତ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବାର ତାରିଖ ଘୋଷଣା କରାଯାଇଛି । ଏଥର ଜନଗଣନା ଦୁଇଟି ପର୍ଯ୍ୟାୟରେ ହେବ । ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆ ମୁତାବକ, ଆସନ୍ତା ବର୍ଷ ଅର୍ଥାତ ୨୦୨୬ ଏପ୍ରିଲ ୧ରୁ ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ଲୋକଙ୍କଠାରୁ…
ଜୁଲାଇ ୨ରୁ ପାଞ୍ଚ ଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ରୁ ୯ ଜୁଲାଇ ପର୍ଯ୍ୟନ୍ତ ପାଞ୍ଚ ଦେଶ ଗସ୍ତରେ ରହିବେ । ଏଥିରେ ଘାନା, ତିନିଦାଦ ଏବଂ ଟୋବୈଗୋ, ଆର୍ଜେଣ୍ଟିନା, ବ୍ରାଜିଲ ଏବଂ ନାମୀବିୟାର ଗସ୍ତରେ ସାମିଲ ହେବେ । ଏହି ସମୟରେ ସେ ବ୍ରାଜିଲରେ ୬-୭ ଜୁଲାଇକୁ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀରେ…
ମନରେ ପଶୁଙ୍କ କଲ୍ୟାଣ ଭାବନାର ସହ କାର୍ଯ୍ୟ କର : ରାଷ୍ଟ୍ରପତି ମୁର୍ମୁ
ବରେଲି,: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦିନ ଉତ୍ତର ପ୍ରଦେଶର ବରେଲୀରେ ଥିବା ଭାରତୀୟ ପଶୁ ଚିକିତ୍ସା ଅନୁସନ୍ଧାନ ସଂସ୍ଥାନର ସମାବର୍ତ୍ତନ ସମାରୋହରେ ସାମିଲ ହୋଇଛନ୍ତି । ଏହି ଅବସରରେ ସେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପଦକ ଓ ଉପାଧି ଦେଇ ସମ୍ମାନିତ କରିଥିଲେ । ସମାବର୍ତ୍ତନ…
କୋଶଲା ମାଳୀ ପଟେଲ ସମାଜ ପକ୍ଷରୁ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା ସମାରୋହ ଉତ୍ସଵ
ଧର୍ମଗଡ : କଳାହାଣ୍ଡି ଜିଲ୍ଲା କୋଶଲା ମାଳୀ ପଟେଲ ସମାଜ ର ଏକ ସାଧାରଣ ସଭା ଧର୍ମଗଡ ବ୍ଲକ ତରାପୁର କୋଶଲା ମାଳୀ ସମାଜ ଭବନ ଠାରେ ସମାଜର ସଭାପତି ସମ୍ପତି ପଟେଲ ଙ୍କ ସଭାପତିତ୍ବରେ ଆୟୋଜିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ନୂଆପଡ଼ା ଜିଲ୍ଲା କୋଶଲା ମାଳୀ ସମାଜ ସଭାପତି ପ୍ରମୋଦ କୁମାର…