Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୨,୮୯୯ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୨,୮୯୯ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୦୭ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୭,୯୦,୧୮୩ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା…
ଗୋଟିଏ ଦିନରେ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୫୩୬୯
ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୮୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୫୩୬୯ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୩୩୨୪୯୯ ରୋଗୀ ସୁସ୍ଥ ହୋଇ ସାରିଥିବା…
ଋଷିକୂଲ୍ୟା ସଡ଼କ ପୋଲର ଖମ୍ବ ଦୁର୍ବଳ ଅବସ୍ଥାରେ
ଗଞ୍ଜାମ: ଗଞ୍ଜାମ ସହର ସନ୍ନିକଟ ଋଷିକୂଲ୍ୟା ନଦୀ ଉପରେ ରହିଥିବା ସଡ଼କ ପୋଲର ଖମ୍ବ ଗୁଡିକ କ୍ରମଶଃ ଦୁର୍ବଳ ହୋଇପଡୁଥିବା ଦେଖିବାକୁ ମିଳିଛି । ପ୍ରତିବର୍ଷ ଆସୁଥିବା ବନ୍ୟାଜଳ, ଲୁଣା ପବନ ଓ ପୋଲ ଉପରେ ପ୍ରତ୍ୟେହ ଭାରି ଯାନବାହାନ ଯିବା ଆସିବା କରୁଥିବାରୁ ଖମ୍ବ ଗୁଡିକ ଦୁର୍ବଳ ହେଉଥିବା ଅନୁମାନ…
ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କର ପରିଚୟ ମିଳି ପାରି ନାହିଁ ।
ମିଳିଥିବା ସୂଚନା ଅନୁସାରେ ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ନିକଟରୁ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ…
କୁଳବୃଦ୍ଧ ମଧୁସୂଦନଙ୍କ ଆଜି ୮୭ତମ ଶ୍ରାଦ୍ଧ ବାର୍ଷିକ, ଚଳଚଞ୍ଚଳ ଜନ୍ମ ପୀଠ ସତ୍ୟଭମାପୁର
ସାଲେପୁର: ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର କର୍ଣ୍ଣଧାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଆଜି ହେଉଛି ୮୭ ତମ ଶ୍ରାଦ୍ଧ ବାର୍ଷିକ । କଟକ ଜିଲ୍ଲା ସଲେପୁର ବ୍ଲକ ଅନ୍ତର୍ଗତ ସତ୍ୟଭାମପୁର ଗ୍ରାମରେ ୧୮୪୮ମସିହା ଏପ୍ରିଲ ୨୮ ତାରିଖରେ ମଧୁବାବୁ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା…
କୋଭିଡ-୧୯ ମହାମାରୀ ସତ୍ତ୍ବେ ୩.୪ ପ୍ରତିଶତ ଅଭିବୃଦ୍ଧି ହାର ସହିତ ଭାରତୀୟ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିଛି କୃଷି…
ନୂଆଦିଲ୍ଲୀ: କୃଷି କ୍ଷେତ୍ର ଉଲ୍ଲେଖନୀୟ ସହନଶୀଳତା ପ୍ରଦର୍ଶନ କରିଛି। ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ସଂସଦରେ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରର ଗତିବିଧି ବର୍ଷ ୨୦୨୦-୨୧ରେ…
ସହଯୋଗ ପାଇଁ ଏରୋ ଇଣ୍ଡିଆ ଏକ ଚମତ୍କାର ପ୍ଲାଟଫର୍ମ, କହିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ପ୍ରତିରକ୍ଷା ଏବଂ ଏରୋସ୍ପେସରେ ଭାରତର ଅସୀମିତ କ୍ଷମତା ରହିଛି । ଏହି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଏରୋ ଇଣ୍ଡିଆ ଏକ ଚମତ୍କାର ମଞ୍ଚ । ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, "ପ୍ରତିରକ୍ଷା ଏବଂ ଏରୋସ୍ପେସରେ ଭାରତର…
ପାର୍ଶଲ ଭ୍ୟାନ୍ ଧକ୍କାରେ ଦୁଇ ହାତୀଙ୍କ ଜୀବନ ଗଲା
ରାଉରକେଲା: ରାଉରକେଲା ନିକଟବର୍ତୀ ମହୀପାଣି ନିକଟରେ ଗତରାତିରେ ଏକ ରେଳବାଇ ପାର୍ଶଲ ଭ୍ୟାନ ରେଳ ଲାଇନ ଦେଇ ମହୀପାଣି ଅତିକ୍ରମ କରୁଥିବା ବେଳେ ସେହିଠାରେ ରେଳ ଧାରଣା ପାରି ହେଉଥିବା ହାତୀ ପଲଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୨ ମାଈ ହାତୀଙ୍କର ଜୀବନ ଯାଇଛି । ରାତି ପ୍ରାୟ ୧ରୁ ୨ଟା ମଧ୍ୟରେ…
୧୮ ଦିନରେ କୋଭିଡ-୧୯ ଟିକାକରଣକୁ ୪ ନିୟୁତରେ ପହଞ୍ଚାଇବାରେ ଭାରତ ବିଶ୍ୱରେ ଦ୍ରୁତତମ ଦେଶ
ନୂଆଦିଲ୍ଲୀ: ବିଶ୍ୱସ୍ତରରେ ମହାମାରୀ ସ୍ଥିତି ଲାଗି ରହିଥିବା ବେଳେ ଏହା ବିରୋଧରେ ଲଢ଼େଇ କ୍ଷେତ୍ରରେ ଭାରତ ଗୋଟିଏ ପରେ ଗୋଟିଏ ମାଇଲ ଖୁଣ୍ଟ ଅତିକ୍ରମ କରିବାରେ ଲାଗିଛି ।ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା କ୍ରମରେ ଭାରତ କୋଭିଡ-୧୯ ଟିକାକରଣକୁ ୪ ନିୟୁତରେ ପହଞ୍ଚାଇବାରେ ଭାରତ ଦ୍ରୁତତମ ଦେଶ ।ଭାରତ…
ସହର ଭିତରକୁ ଆସିଲା ବନ୍ୟ ପ୍ରାଣୀ ସମ୍ବର
ପୋଲସରା: ଏକ ବନ୍ୟ ପ୍ରାଣୀ ସମ୍ବର ଆସି ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ଜଣଙ୍କ ଘର ଭିତରକୁ ଚାଲି ଯାଇଥିଲା । ଏହାକୁ ଉଦ୍ଧାର କରିବା ପାଇଁ ଜଙ୍ଗଲ ବିଭାଗ କର୍ମଚାରୀ ମାନେ ବହୁ ଚେଷ୍ଟା ପରେ ସମ୍ବରକୁ ଧରିଥିଲେ । ଅପରାହ୍ନ ସମୟରେ ଏକ ସମ୍ବର ଜଙ୍ଗଲରୁ ଆସି ପୋଲସରା ଏନଏସି ରାଣିପଡା ବଡ…