Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କୋଟିପତି ଆରଆଇଙ୍କ ଘରେ ଭିଜିଲାନ୍ସ ଚଢ଼ଉ
ପୁରୀ: ଆଜି ସକାଳୁ ଭୁବନେଶ୍ୱର ଭିଜିଲାନ୍ସ ଟିମ ପୁରୀର ବହୁ ଚର୍ଚ୍ଚିତ କୋଟିପତି ଆର. ଆଇ. ବସନ୍ତ କୁମାର ମହାନ୍ତିଙ୍କ ଘର ସମେତ ଅନ୍ୟାନ୍ୟ ସ୍ଥାନରେ ଏକକାଳୀନ ଚଢ଼ଉ କରିଛନ୍ତି ।
ଶ୍ରୀ ମହାନ୍ତି ନିକଟରେ ଅବସର ନେବା ପରେ ବାଲୁଖଣ୍ଡ ଆରଆଇ ଅଫିସରେ କାମ କରୁଥିଲେ । ପୁରୀର ବହୁ ଆଇନଜୀବୀ,…
ଭିଜିଲାନ୍ସ ଜାଲରେ ହେମଗିରି ସିଏଚସି ସ୍ୱାସ୍ଥ୍ୟାଧିକାରୀ
ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ପଡିଛନ୍ତି ହେମଗିରି ସିଏଚସିର ସ୍ୱାସ୍ଥ୍ୟାଧିକାରୀ ଶ୍ରଦ୍ଧାକର ଗଡ଼ତିଆ । ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ଛୁଟି ମଞ୍ଜୁର ପାଇଁ ୫ ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ଅଧିକାରୀ ମାନଙ୍କ ହାତରେ ଧରାପଡିଛନ୍ତି । ଏନେଇ ଭିଜିଲାନସ ପକ୍ଷରୁ ଅଧିକ ତଦନ୍ତ ଜାରୀ…
ସମୁଦ୍ରରେ ଭାସିଯାଇ ଜଣେ ନିଖୋଜ
ପୁରୀ: ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଆଜି ଭାସିଯାଇଥିଲେ ୭ ପର୍ଯ୍ୟଟକ । ୬ ଜଣଙ୍କୁ ସ୍ଥାନୀୟ ନୋଳିଆ ଉଦ୍ଧାର କରିଥିବା ବେଳେ ଜଣେ ନିଖୋଜ ଅଛନ୍ତି । ସାମୁଦ୍ରିକ ଥାନା ପୋଲିସ ପକ୍ଷରୁ ତାଙ୍କୁ ଖୋଜାଖୋଜି ଜାରୀ ରହିଛି । ନିଖୋଜ ଯୁବକ ଝାଡ଼ଖଣ୍ଡର ଦୀପକ କୁମାର । ସମସ୍ତ ପର୍ଯ୍ୟଟକ ଝାଡ଼ଖଣ୍ଡ…
ସିଆରପିଏଫ ବାଟାଲିଅନ ଯବାନଙ୍କ ମଧ୍ୟରେ ଗଣ୍ଡଗୋଳ ଗୁଳିମାଡରେ ଜଣେ ମୃତ, ଦୁଇ ଯବାନ ଗୁରୁତର: ଗୁରୁତର ଦୁଇ ଯବାନ ରାୟପୁର…
ମାଲକାନଗିରି: ଛତିଶଗଡ଼ ଜଗଦଳପୁର ସିଆରପିଏଫ ବାଟାଲିଅନ ଯବାନଙ୍କ ମଧ୍ୟରେ ଗଣ୍ଡଗୋଳ । ସଂଘର୍ଷରୁ ଗୁଳିମାଡରେ ଜଣେ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଦୁଇ ଯବାନଙ୍କୁ ଚିକିତ୍ସା ନିମନ୍ତେ ରାୟପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
ଦୁର୍ନୀତି ଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଜାରି
-ଆଉ ୯ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର
-ସଂଖ୍ୟା ପହଞ୍ଚିଲା ୧୧୩
ଭୁବନେଶ୍ବର: ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କର କଠୋର ଆଭିମୁଖ୍ୟ ଜାରି ରହିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ …
ପୁଣି ମଣିଷଖିଆ ଘାଟିରେ ୪୦ଫୁଟ ତଳକୁ ଓଲଟିଲା ଅଟୋ ୩ଶିଶୁଙ୍କ ସମେତ ୮ ଆହତ,ଜଣେ ମୃତ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ବିପଦପୁର୍ଣ୍ଣ ମଣିଷଖିଆ ଘାଟିରେ ଗତକାଲି ସଂଧ୍ୟାରେ ପୁଣି ଏକ ଦୁର୍ଘଟଣା ଘଟିଛି । ଏଥିରେ ଏକ ଅଟୋ ୪୦ଫୁଟ ତଳକୁ ଖସି ପଡିବା ଯୋଗୁଁ ୮ଜଣ ଗୁରୁତର ହୋଇ ପାରଳାଖେମୁଣ୍ଡି ଡାକ୍ତରଖାନାରେ ଗତକାଲି ରାତ୍ରରୁ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ହେଲେ…
ବହୁ ଚେଷ୍ଟା ସତ୍ତ୍ୱେ ବଞ୍ଚି ପାରିଲେନି ସନ୍ତୋଷି
ବୁଗୁଡା: ସାମାନ୍ୟ ବଚଷା। ବିତିଥିଲା ୧୦ ଦିନ। ତଥାପି କକା ଧନୁ ନାୟକର ମନ ଜଳୁଥିଲା ପ୍ରତିହିଂସାରେ। ବଣପଲ୍ଲୀ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ନିଜର ବଡ ଭାଇ ରଙ୍କନିଧିଙ୍କ ଝିଅ ସନ୍ତୋଷି ନାୟକ(୧୧) ନିଜର କ୍ଷେତକୁ କୌଣସି କାମରେ ଯାଇ ଫେରୁଥିବା ବେଳେ ନରହନ୍ତା କକା ଧନୁ ହାବୁଡ଼ରେ…
ସଂସଦର ମୂଲ୍ୟବାନ ସମୟର ସୁବିନିଯୋଗ କରିବା ନିମନ୍ତେ ପ୍ରୟାସ କରାଯିବା ଆବଶ୍ୟକ –ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ସଂସଦର ମୂଲ୍ୟବାନ ସମୟର ସୁବିନିଯୋଗ କରିବା ନିମନ୍ତେ ପ୍ରୟାସ କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମତ ପୋଷଣ କରିଛନ୍ତି ।
ସେ କହିଛନ୍ତି ଯେ ଚଳିତ…
ଜାତୀୟ ପତାକା ଏବଂ ଗଣତନ୍ତ୍ର ଦିବସ ପରି ପବିତ୍ର ଦିନର ଅପମାନ ଦୁର୍ଭାଗ୍ୟଜନକ: ରାଷ୍ଟ୍ରପତି
ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ସମାବେଶରେ ହୋଇଥିବା ବିଶୃଙ୍ଖଳାକୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଜାତୀୟ ପତାକା ତଥା ଗଣତନ୍ତ୍ର ଦିବସ ଭଳି ପବିତ୍ର ଦିନର ଅପମାନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସେ କହିଛନ୍ତି ଯେ ଯେଉଁ…
ବଜ୍ରକାପ୍ତା ଉଦ୍ଧାର ପାଇଁ ଯାଇଥିବା ବନ କର୍ମଚାରିଙ୍କୁ ଆକ୍ରମଣ, ୮ ଆହତ
ମାଲକାନଗିରି: ବଜ୍ରକାପ୍ତା ଉଦ୍ଧାର ବେଳେ ବନ ବିଭାଗ କର୍ମଚାରୀଙ୍କୁ ସଙ୍ଘବଦ୍ଧ ଆକ୍ରମଣ । ମାଲକାନଗିରି ଜିଲ୍ଲା ନାମକୋଣ୍ଡା ଗାଁ ରେ ଜଣେ ବ୍ୟକ୍ତିଙ୍କ ଧାନ ଖଳାରେ ବଜ୍ରକାପ୍ତାକୁ ରଖାଯାଇଥିବା ଖବର ପାଇ ମାଲକାନଗିରି ରେଞ୍ଜରଙ୍କ ନେତୃତ୍ତ୍ବରେ ୧ ୫ ଜଣ କର୍ମଚାରୀ ନାମକୋଣ୍ଡା ଗାଁକୁ…