ସିଆରପିଏଫ ବାଟାଲିଅନ ଯବାନଙ୍କ ମଧ୍ୟରେ ଗଣ୍ଡଗୋଳ ଗୁଳିମାଡରେ ଜଣେ ମୃତ, ଦୁଇ ଯବାନ ଗୁରୁତର: ଗୁରୁତର ଦୁଇ ଯବାନ ରାୟପୁର ସ୍ଥାନାନ୍ତରିତ

161

ମାଲକାନଗିରି: ଛତିଶଗଡ଼ ଜଗଦଳପୁର ସିଆରପିଏଫ ବାଟାଲିଅନ ଯବାନଙ୍କ ମଧ୍ୟରେ ଗଣ୍ଡଗୋଳ ।  ସଂଘର୍ଷରୁ ଗୁଳିମାଡରେ ଜଣେ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଦୁଇ ଯବାନଙ୍କୁ ଚିକିତ୍ସା ନିମନ୍ତେ ରାୟପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Leave A Reply

Your email address will not be published.