Browsing Category

ରାଜ୍ୟ

ପରୀ ଘଟଣାରେ ତଦନ୍ତ କରିବେ ଆଇଜି ଅରୁଣ ବୋଥ୍ରା

ଭୁବନେଶ୍ୱର : ପରୀ ହତ୍ୟା ଘଟଣାର ତଦନ୍ତ ପାଇଁ SIT ଗଠନ କଲେ ରାଜ୍ୟ ସରକାର। SIT ମୁଖ୍ୟ ଭାବେ ଆଇଜି ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ। ଟିମ୍‌ରେ କ୍ରାଇମବ୍ରାଞ୍ଚ ଏସ୍‌ପି ଆର.କେ ଦୋରା, ASP ଆର୍‌.ସି. ଥମ୍ବ, ଇନ୍ସପେକ୍ଟର ନରେନ୍ଦ୍ର ବେହେରା, କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ମମତାରାଣୀ ପଣ୍ଡା…

ଟ୍ରକ ଚାପାରେ ମହିଳା ମୃତ, ୬ଘଣ୍ଟା ଧରି ରାସ୍ତା ଅବରୋଧ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ଅନ୍ତର୍ଗତ ପି.ସଇଲଙ୍ଗ ଗ୍ରାମ ଛକ ଠାରେ ଏକ ୧୪ ଚକିଆ ସିମେଣ୍ଟ ବଝୋଇ ଟ୍ରକ କୌଣସି କାରଣରୁ ଜଣେ ମହିଳାଙ୍କ ଉପରେ ମାଡି ଯାଇଥିବାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ମୃତକ ମହିଳା ଜଣକ ହେଲେ ପି.ସଇଲଙ୍ଗ ଗ୍ରାମର ସୁଧମତୀ ପାଣୀ ।…

ରାଜ୍ୟରେ ୫୫୦ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୫୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୭୭୮୯ରେ ପହଞ୍ଚିଛି । ଏନେଇ ରାଜ୍ୟ…

୨୪ ଘଣ୍ଟା ପରେ ନିଖୋଜ ବ୍ୟକ୍ତିଙ୍କ ଶବ ପାଣିରୁ ଉଦ୍ଧାର

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବଡଖଣି ଗ୍ରାମ ନିକଟସ୍ଥ ଚେକଡେମ ରୁ ୨୪ଘଣ୍ଟା ପରେ ଏକ ମୃତ ଦେହ ଉଦ୍ଧାର ହୋଇଛି । ମୃତକ କାଳୁ ଚରଣ ମଲିକ (୫୪) ଗତକାଲି ଗାଧୋଇବାକୁ ଯାଇ କୌଣସି କାରଣରୁ ପାଣିରେ ବୁଡି ଯାଇଥିଲେ । ନିକଟସ୍ଥ ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଖବର…

ପୁଣି ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର : ବିଧାନସଭା ନିକଟରେ ପୁଣି ଆତ୍ମାହୁତି ଉଦ୍ୟମ । ବିଧାନସଭା ପଛପଟେ ଇଡକଲ ରାସ୍ତାରେ କିରୋସିନ ଢ଼ାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି କୁଜଙ୍ଗ ଅଂଚଳର ମା ସୁଲୋଚନା ଦାସ ଓ ପୁଅ ସୁବ୍ରୋତ ଦାସ । ଉଭୟଙ୍କୁ ସୁରକ୍ଷାକର୍ମୀ ଉଦ୍ଧାର କରିଛନ୍ତି । ପୁଅ ହତ୍ୟାର ନ୍ୟାୟ ନପାଇ ଦୁହେଁ…

ଝାରସୁଗୁଡ଼ା ଜିଲ୍ଲାରେ ନକଲି ନୋଟ କାରବାର: ୩ ଗିରଫ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବନହରପାଲି ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ଏହି ଥାନା ଅନ୍ତର୍ଗତ ବନ୍ଧବାହାଲଠାରେ କିଛି ନକଲି ନୋଟ ବ୍ୟବହାରକାରୀଙ୍କ ଠାରୁ ଏହାର ଖିଅ ଜଣାପଡ଼ିଥିବା ବେଳେ ପୁଲିସ ସମ୍ବଲପୁର ଜିଲ୍ଲାରୁ ଏହି କାରବାରରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ନେଇ…

ନୀତୀଶ ପାଇଁ ବିଜେପି ପାଶୱାନ ଆସନରେ ରାଜ୍ୟସଭା ପାଇଁ ସୁଶୀଲ ମୋଦୀଙ୍କୁ ଚୟନ କରିଛି

ପାଟନା / ନୂଆଦିଲ୍ଲୀ: ବିହାରରେ ଦଳର ଜଣାଶୁଣା ଚେହେରାକୁ ଶୀଘ୍ର ପୁନ ହବିଲ୍ ଥଇଥାନ କରିବା ପାଇଁ ବିଜେପି ଶୁକ୍ରବାର ଦିନ ବିହାରର ପୂର୍ବତନ ଡେପୁଟି ସିଏମ ସୁଶୀଲ କୁମାର ମୋଦୀଙ୍କୁ ରାଜ୍ୟର ଏକ ରାଜ୍ୟସଭା ଆସନରେ ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ନାମିତ କରିଛି। ଏକ ଆଶ୍ଚର୍ଯ୍ୟଜନକ…

ନର୍ଲା ନାବାଳକ ମୃତ୍ୟୁ ଘଟଣା: ସିଡିଏମଓ ପାଖରେ ଫେରାଦ ହେଲା ଛାତ୍ର ବିଜେଡି

ନର୍ଲା : ଗତ ୨୬ତାରିଖରେ ନର୍ଲା ଜୟନ୍ତୀ ନଗର ପଡାର କୈବଲ୍ୟ ସେନାପତିଙ୍କ ୧୨ବର୍ଷ ର ପୁଅ ମନୋଜ ସେନାପତି ଚିକିତ୍ସା ଅବହେଳାରୁ ମୃତ୍ୟୁ ବରଣ କରିଥିବା ଅଭିଯୋଗ ଆଣି ପରିବାର ଓ ଗାଁ ଲୋକେ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଶବ ରଖି ରାସ୍ତାରୋକ କରିଥିଲେ । ସେହି ଘଟଣାକୁ ନେଇ…

ଘାଟିରୁ ଓଲଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ରାୟଗଡ ବ୍ଲକରେ ଏକ ବିପଦପୂର୍ଣ୍ଣ ଓ ବୁଲାଣିଆ ଘାଟି ରାସ୍ତାରୁ ଏକ ସିମେଣ୍ଟ ବୋଝେଇ ଟ୍ରକ ଗତକାଲି ସଂଧ୍ୟାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏଥିରେ ଟ୍ରକ ଡ୍ରାଇଭର ଓ ହେଲପର ସାମାନ୍ୟ ଆହତ ହୋଇଥିଲେ ମଧ୍ୟ ଅଳ୍ପକେ ବର୍ତ୍ତିଯାଇଥିଲେ । ଘଟଣାରୁ ପ୍ରକାଶ,…