Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
‘ଟେଷ୍ଟରୁ ରୋହିତ-କୋହଲିଙ୍କ ଅବସର ଲଜ୍ୟାଜନକ
ନୂଆଦିଲ୍ଲୀ,: ରେଡ୍ ବଲ କ୍ରିକେଟରୁ ଅବସର ନେଇଛନ୍ତି ବିରାଟ କୋହଲି ଓ ରୋହିତ ଶର୍ମା । ଦୁଇ ବରିଷ୍ଠ ଖେଳାଳିଙ୍କ ବିନା ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ ଟିମ୍ ଇଣ୍ଡିଆ । ଶୁବମନ ଗିଲଙ୍କ ନେତୃତ୍ୱରେ ଇଂଲଣ୍ଡରେ ପହଞ୍ଚି ସାରିଛନ୍ତି ଭାରତ । ତେବେ ରୋହିତ ଓ କୋହଲିଙ୍କ…
ଇଂଲଣ୍ଡରେ ଅଭ୍ୟାସ ଆରମ୍ଭ କଲା ଭାରତୀୟ କ୍ରିକେଟ ଦଳ
ନୂଆଦିଲ୍ଲୀ,: ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡରେ ଅଭ୍ୟାସ ଆରମ୍ଭ କରିଛି । ପ୍ରଥମ ଦିନରେ ଅଧିନାୟକ ଶୁଭମନ ଗିଲ, ଉପ-ଅଧିନାୟକ ରିଷଭ ପନ୍ତଙ୍କ ସମେତ ସମସ୍ତ ଖେଳାଳି ବହୁତ ଝାଳ ବୁହାଇଛନ୍ତି । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଜୁନ୍ ୨୦ ତାରିଖରୁ ହେଡିଂଲି କ୍ରିକେଟ୍ ଗ୍ରାଉଣ୍ଡରେ…
ସରିଲା କ୍ରିକେଟର ରିଙ୍କୁ ସିଂଙ୍କ ନିର୍ବନ୍ଧ; ପ୍ରିୟା ସରୋଜଙ୍କୁ ପିନ୍ଧାଇଲେ ମୁଦି
ଲକ୍ଷ୍ନୌ, : ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଭାରତୀୟ କ୍ରିକେଟର ରିଙ୍କୁ ସିଂ । ସମାଜବାଦୀ ପାର୍ଟି ସାଂସଦ ପ୍ରିୟା ସରୋଜଙ୍କ ସହ ରିଙ୍କୁ ସିଂଙ୍କ ନିର୍ବନ୍ଧ ସରିଛି । ଲକ୍ଷ୍ନୌର ଏକ ପଞ୍ଚତାରକା ହୋଟେଲରେ ରିଙ୍ଗ୍ ସେରିମନି ଅନୁଷ୍ଠିତ ହୋଇଛି । ନିର୍ବନ୍ଧ ବେଳର ଫଟୋ ସୋସିଆଲ ମିଡିଆରେ…
ଅମିତାଭ ବଚ୍ଚନ ଜଣେ ବହୁତ ଭଲ ଏବଂ ନମ୍ର ବ୍ୟକ୍ତ
ମୁମ୍ବାଇ,: ବଲିଉଡର ଶେହନ୍ସା ବିଗ୍ ବି ଅମିତାଭ ବଚ୍ଚନଙ୍କୁ କିଏ ବା ନ ଜଣେ । ସେ ୨୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି । ଦର୍ଶକଙ୍କ ସହିତ ତାଙ୍କ ସହକଳାକାରଙ୍କୁ ମଧ୍ୟ ତାଙ୍କ ପାଇଁ ପାଗଳ କରିଛନ୍ତି । ଏହାରି ମଧ୍ୟରେ ‘କଳକି ୨୮୯୮ ଏଡି\' ଅଭିନେତ୍ରୀ ଶୋଭନା ବିଗ୍ ବିଙ୍କ ବିଷୟରେ କହି…
ବର୍ଷାରେ ଭିଜିବ ରଜ! ଆସୁଛି ଲଘୁଚାପ
ଭୁବନେଶ୍ୱର, : ଆସୁଛି ଲଘୁଚାପ । ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି ସମ୍ଭାବନା ଦେଖା ଦେଇଛି । ରବିବାର ଦକ୍ଷିଣ ପୂର୍ବ ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ୧୩ ତାରିଖ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ୟଥେଷ୍ଟ ସମ୍ଭାବନା…
ମାଟିତଳେ ଚାଲିବ ଭୁବନେଶ୍ୱର ମେଟ୍ରୋ
ଭୁବନେଶ୍ୱର, : ଭୁବନେଶ୍ୱରରେ ବହୁ ପ୍ରତୀକ୍ଷିତ ମେଟ୍ରୋ ରେଳ ପ୍ରକଳ୍ପ ସମ୍ପର୍କରେ ଏକ ବଡ ନିଷ୍ପତ୍ତି ହୋଇଛି । ଓଡ଼ିଶା ସରକାର ସ୍ପଷ୍ଟ କରିଛନ୍ତି ଯେ ରାଜଧାନୀ ସହରରେ ଇଲେଭେଟେଡ ମେଟ୍ରୋ ରେଳ ବ୍ୟବସ୍ଥା ନୁହେଁ, ବରଂ ପ୍ରଶାସନ ବର୍ତ୍ତମାନ ଏକ ମାଟିତଳେ ମେଟ୍ରୋ ରେଳ ନେଟୱାର୍କ ପ୍ରବର୍ତ୍ତନ…
ଗତ ୭ ବର୍ଷରେ ୨୨୬ ମିଲିୟନ ଭାରତୀୟ ଦାରିଦ୍ର୍ୟରୁ ମୁକ୍ତ: ବିଶ୍ୱ ବ୍ୟାଙ୍କ ରିପୋଟ
ନୂଆଦିଲ୍ଲୀ,: ଭାରତ ଗତ ୭ ବର୍ଷ ମଧ୍ୟରେ ଦାରିଦ୍ର୍ୟ ର୍ନିମୂଳନ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ବିଶ୍ୱ ବ୍ୟାଙ୍କର ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ୨୦୧୫- ୧୬ ରୁ ୨୦୨୨-୨୩ ମଧ୍ୟରେ ପ୍ରାୟ ୨୨୬ ମିଲିୟନ ଭାରତୀୟ ଅତି ଦାରିଦ୍ର୍ୟରୁ ମକ୍ତି ପାଇଛନ୍ତି । ଏହି ଅଭୂତପୂର୍ବ…
ଗୋଟିଏ ବର୍ଷରେ ୫୦% ବଢିଛି ସୁନା ଦର
ନୂଆଦିଲ୍ଲୀ,: ସୁନାରେ ନିବେଶ କରୁଥିବା ଲୋକଙ୍କ ପାଇଁ ଏହା ଏକ ଭଲ ସମୟ କାରଣ ଏକ ସୁରକ୍ଷିତ ସମ୍ପତ୍ତି ଭାବରେ ଏହାର ଚାହିଦା ନିରନ୍ତର ବୃଦ୍ଧି ପାଉଛିୟ ପ୍ରତିବର୍ଷ ସୁନା ଦର ଦ୍ରୁତ ଗତିରେ ବଢିଚାଲିଛି । ସୁନରେ ନିବେଶ କରୁଥିବା ଲୋକଙ୍କ ପାଇଁ ଏହା ଏକ ଭଲ ସମୟ କାରଣ ଏକ ସୁରକ୍ଷିତ ସମ୍ପତ୍ତି…
ଶିଳ୍ପପତି ଓ ଉଦ୍ୟୋଗୀମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
ଭୁବନେଶ୍ୱର, ୮ା୬ : ବିଜେପି ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ବିଭିନ୍ନ ଶିଳ୍ପପତି ଓ ଉଦ୍ୟୋଗୀମାନଙ୍କ ସହ ଆଲୋଚନା କରିଛନ୍ତି । ଓଡ଼ିଶାର ଉନ୍ନତିରେ ଅଂଶୀଦାର ଥିବାରୁ ମୁଖ୍ୟମନ୍ତ୍ରୀ ଶିଳ୍ପପତି ଓ ଉଦ୍ୟୋଗୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଓଡ଼ିଶା…
ମହିଳାଙ୍କ ବିକାଶ ଠାରୁ କୈନ୍ଦ୍ରିକ ବିକାଶ ଦିଗରେ ଅଗ୍ରସର ହେଉଛି ଭାରତ
ନୂଆଦିଲ୍ଲୀ, ୮ା୬ : ଅନେକ ପିଢ଼ି ଧରି, ଭାରତୀୟ ମହିଳାମାନେ ନାନା ପ୍ରତିବନ୍ଧକକୁ ସାମ୍ନା କରି ଆସୁଥିଲେ । ସେମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟସେବା, ନିଯୁକ୍ତି ଏବଂ ନିଷ୍ପତ୍ତି ନେବାରେ ସୀମିତ ସୁଯୋଗ ମିଳୁଥିଲା । ବିଶେଷ କରି ଗ୍ରାମୀଣ ଏବଂ ଅବହେଳିତ ସମ୍ପ୍ରଦାୟରେ ଏହାର ଅଧିକ ପ୍ରଭାବ…