Sign in
Sign in
Recover your password.
A password will be e-mailed to you.
Browsing Category
ସ୍ପେସିଆଲ
ରାଜନୈତିକ ଇନିଂସରେ ପଡିବ ପୂର୍ଣ୍ଣଚ୍ଛେଦ, କଂଗ୍ରେସ ମହାଅଧିବେଶନରେ ସୋନିଆଙ୍କ ଇଶାରା
ନୂଆଦିଲ୍ଲୀ: ଭାରତ ଯୋଡୋ ଯାତ୍ରା ସହିତ ନିଜ ରାଜନୈତିକ ଇନିଂସରେ ପଡିବ ପୂର୍ଣ୍ଣଚ୍ଛେଦ । ଛତିଶଗଡ଼ କଂଗ୍ରେସ ମହାଅଧିବେଶନରୁ କଂଗ୍ରେସ ନେତା ତଥା ୟୁପିଏ ଚେୟରମ୍ୟାନ ସୋନିଆ ଗାନ୍ଧୀ ଦେଇଛନ୍ତି ଏପରି ଇଶାରା । ଭାରତ ଯୋଡୋ ଯାତ୍ରା ଏକ ଟର୍ଣ୍ଣିଂ ପଏଣ୍ଟ ଆଣିଛି । ଭାରତୀୟମାନେ ସଦଭାବନା,…
ରାଜୁ ପାଲ ହତ୍ୟାକାଣ୍ଡର ସାକ୍ଷୀ ଉମେଶ ଓ ସୁରକ୍ଷାକର୍ମୀଙ୍କୁ ଯୋଜନାବଦ୍ଧ ହତ୍ୟା
ପ୍ରୟାଗରାଜ: ରାଜୁ ପାଲ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଉମେଶ ପାଲ ଏବଂ ତାଙ୍କ ଦେହରକ୍ଷୀ ସନ୍ଦୀପଙ୍କୁ ଉତ୍ତରପ୍ରଦେଶର ବିଚ୍ ରାସ୍ତାରେ ହତ୍ୟାକରାଯାଇଛି । ହତ୍ୟାକାଣ୍ଡକୁ ଯେଉଁଭଳି ରୂପ ଦିଆଯାଇଛି, ସେଥିରୁ ଏହା ସ୍ପଷ୍ଟ ଯେ ଏଥିପାଇଁ ଫୁଲପ୍ରୁଫ ପ୍ଲାନିଂ କରାଯାଇଥିଲା । ଏହା ମଧ୍ୟ କୁହାଯାଉଛି…
ଚଳିତ ବଜେଟ୍ ଭାରତବର୍ଷରେ ମଡେଲ ବଜେଟ୍: ପ୍ରଶାନ୍ତ ମୁଦୁଲି
ଭୁବନେଶ୍ୱର: ଏଥର ବଜେଟ୍ ଏକ ଐତିହାସିକ ବଜେଟ୍ । ଆମ ବଜେଟ୍ ଭାରତବର୍ଷରେ ମଡେଲ ବଜେଟ୍ । ଜିଡିପି ସର୍ବଭାରତୀୟ ସ୍ତରରେ ଆଖିଦୃଶିଆ ସ୍ତରରେ ପହଞ୍ଚିଛି । ବଜେଟରେ ସବୁବର୍ଗକୁ ପ୍ରଧାନ୍ୟ ଦିଆଯାଇଛି । ବିଶେଷକରି କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବହୁ ବ୍ୟବସ୍ଥା କରାଯାଇଛି । ଚାଷୀମାନେ…
ନେଉଳପୁରଠାରେ ଘଟିଥିବା ସଡ଼କ ଦୁର୍ଘଟଣାକୁ ନେଇ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଯାଜପୁର ଜିଲ୍ଲା ନେଉଳପୁରଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପୂର୍ବରୁ ଦୁର୍ଘଟଣାଗସ୍ତ ହୋଇଥିବା ଟ୍ରକକୁ ଧକ୍କା ଦେଲା ଆଇଚର୍ । ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଛି । ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ମୃତକ ମାନେ ପଶ୍ଚିମବଙ୍ଗର ହୋଇଥିବା ସୂଚନା ମିଳିଛି…
ଲୋକଙ୍କ ପାଖରେ ପହଞ୍ଚିବ ବଜେଟ, ବିଧାୟକ-ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ପରାମର୍ଶ
ଭୁବନେଶ୍ୱର: ଲୋକଙ୍କ ପାଖରେ ପହଞ୍ଚିବ ବଜେଟ । ପ୍ରତି ବ୍ଲକକୁ ଯାଇ ବଜେଟ ସମ୍ପର୍କରେ ଲୋକଙ୍କୁ ବୁଝାଇବେ ବିଧାୟକ ଓ ମନ୍ତ୍ରୀ । ବିଧାନସଭାରେ ବଜେଟ ଉପସ୍ଥାପନ ପରେ ସବୁ ବିଧାୟକ, ମନ୍ତ୍ରୀଙ୍କ ସହିତ ଆଲୋଚନା କରି ଏପରି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତବର୍ଷ…
ବଢୁଛି ତାପମାତ୍ରା, ସ୍ବାଭାବିକ ଠାରୁ ୪ରୁ ୬ଡିଗ୍ରୀ ଉପରେ ପାରଦ
ଭୁବନେଶ୍ୱର: ବଢୁଛି ତାପମାତ୍ରା, ସ୍ବାଭାବିକ ଠାରୁ ୪ରୁ ୬ଡିଗ୍ରୀ ଉପରେ ପାରଦ । ଦିନ ଯେତେ ଶୀଘ୍ର ତାତୁଛି ରାତି ସେତେ ଶୀଘ୍ର ଥଣ୍ଡା ହେଉଛି । ରାଜ୍ୟରେ ସୃଷ୍ଟି ହୋଇଥିବା ଗୁରୁଚାପ ବଳୟ ପ୍ରଭାବରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ହେଉଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଦିନ ତମାମ…
ସରକାରୀ ବିଶ୍ୱ ବିଦ୍ୟାଳୟରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉତ୍କର୍ଷ କେନ୍ଦ୍ର ଖୋଲିବାକୁ ପ୍ରସ୍ତାବ
ଭୁବନେଶ୍ୱର: ସରକାରୀ ବିଶ୍ବ ବିଦ୍ୟାଳୟରେ ଆର୍ଟିଫିସିଲ ଇଣ୍ଟେଲିଜେନ୍ସ ଓ ରୋବୋଟିକ୍ସ ଉତ୍କର୍ଷ କେନ୍ଦ୍ର ଖୋଲିବାକୁ ପ୍ରସ୍ତାବ । ଉଚ୍ଚ ଶିକ୍ଷା ବିଭାଗକୁ ପ୍ରସ୍ତାବ ଦେଇଛି IIT ଭୁବନେଶ୍ବର । ସ୍ନାତକ ଡିଗ୍ରୀଧାରୀ ଛାତ୍ରଛାତ୍ରୀଙ୍କୁ ଟ୍ରେନିଂ ମାଧ୍ୟମରେ ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ…
ଭାରତ ବିପକ୍ଷ ଦିନିକିଆ ପାଇଁ ଅଷ୍ଟ୍ରେଲିଆ ସ୍କ୍ୱାଡ୍, ଫେରିଲେ ମ୍ୟାକ୍ସୱେଲ ଓ ମିଚେଲ ମାର୍ଶ
ନୂଆଦିଲ୍ଲୀ : ଭାରତ ବିପକ୍ଷ ୩ଟିକିଆ ଦିନିକିଆ ସିରିଜ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ୧୬ ଜଣିଆ ସ୍କ୍ୱାଡ ଘୋଷଣା କରିଛି । ଆହତ ସମସ୍ୟା ଯୋଗୁ ଦୀର୍ଘ ଦିନ ହେଲା ଅଷ୍ଟ୍ରେଲିଆ ସ୍କ୍ୱାଡ୍ରୁ ବାଦ୍ ପଡ଼ିଥିବା ଦୁଇ ଷ୍ଟାର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଓ ମିଚେଲ ମାର୍ଶ କମବ୍ୟାକ କରିଛନ୍ତି ।…
ସେୟାର ମୂଲ୍ୟ ହ୍ରାସ: ବଢୁଛି ଆଦାନୀଙ୍କ ସମସ୍ୟା
ନୂଆଦିଲ୍ଲୀ : ଭାରତୀୟ ଉଦ୍ୟୋଗପତି ଗୌତମ ଆଦାନୀଙ୍କ ସମସ୍ୟା କମ ହେବାର ନାଁ ନେଉନି । ଗତ ଜାନୁୟାରୀ ୨୪ ତାରିଖ ଦିନ ଆମେରିକୀୟ ରିସର୍ଚ୍ ଫାର୍ମ ହିଣ୍ଡନବର୍ଗଙ୍କ ରିପୋର୍ଟ ପ୍ରକାଶ ପାଇଥିଲା । ସେବେଠାରୁ ଆଦାନୀଙ୍କ ସମୂହ ଲଗାତାର କ୍ଷତିର ସମ୍ମୁଖୀନ ହେଉଛନ୍ତି । କଥା କେବଳ ଏତିକିରେ ଅଟକି…
ଟପ୍ ୫ ଅଲରାଉଣ୍ଡରରେ ୩ ଖେଳାଳି, ଟେଷ୍ଟ ରାଙ୍କିଙ୍ଗରେ ଉଠିଲା ଇଣ୍ଡିଆ
ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଦ୍ୱାରା ବୁଧବାର ଘୋଷିତ ସଦ୍ୟତମ ଟେଷ୍ଟ ମାନ୍ୟତାରେ ଭାରତୀୟ ଖେଳାଳିଙ୍କ ଜଲୱା ଦେଖିବାକୁ ମିଳିଛି । ଦଳର ତିନି ଖେଳାଳି ଅଲରାଉଣ୍ଡର ମାନ୍ୟତାରେ ଶୀର୍ଷ ୫ରେ ପହଞ୍ଚିଥିବା ବେଳେ ବୋଲିଂ ମାନ୍ୟତାରେ ବି ଭାରତୀୟ ଖେଳାଳି କମାଲ୍…