ସହକାରୀ ବନ ସଂରକ୍ଷକ ଓ ଫରେଷ୍ଟରଙ୍କୁ ବାଧ୍ୟତାମୂଳକ ଅବସର

160

ଭୁବନେଶ୍ୱର: ଜଙ୍ଗଲ ଓ ପରିବେଶ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବୁଧବାର ଦିନ ବାଲେଶ୍ୱର ବନ୍ୟପ୍ରାଣୀ ଡିଭିଜନ୍ ଅନ୍ତର୍ଗତ କୁଳଡିହା ବନ୍ୟପ୍ରାଣୀ ରେଂଜର ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ଲକ୍ଷ୍ମଣ ପ୍ରଧାନ ଓ ସୁନ୍ଦିରଗଡ ବିଶ୍ରା ରେଂଜର ଫରେଷ୍ଟର ଭରତ କୁମାର ଘଡେଇଙ୍କୁ ଦୁର୍ନୀତି , ଆୟ ବର୍ହିଭୂତ ସମ୍ପତି ଠୁଳ, କର୍ତବ୍ୟରେ ଅବହେଳା ଆଦି କାରଣରୁ ଚାକିରିରୁ ବାଧ୍ୟତାମୂଳକ ଅବସର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.