ତେଜିଲା ‘ଜୟ ଶ୍ରୀରାମ’ ଓ ରିଜୱାନଙ୍କ ‘ନମାଜ ପାଠ’ ବିବାଦ

144

ନୂଆଦିଲ୍ଲୀ, ୧୫ା୧୦ (ଡିକେନୁ୍ୟଜ୍): ବିଶ୍ୱକପରେ ଧାର୍ମିକଭାବନାକୁ ନେଇ ଉଠିଛି ବିବାଦ ।ଶନିବାର ଖେଳାଯାଇଥିବା ଇଣ୍ଡିଆ-ପାକିସ୍ତାନ ମ୍ୟାଚରେ ଜୟ ଶ୍ରୀରାମନାରା ଓ ରିଜୱାନଙ୍କ ନମାଜ ପାଠକୁନେଇ ତୀବ୍ର ହେଉଛି ବିବାଦ । ଏଥିସହ·ମ୍ପିଅନ୍ସ ଟ୍ରଫିରେ ଭାରତୀୟ କ୍ରିକେଟଟିମର ପରାଜୟ ପରେ ପାକିସ୍ତାନପ୍ରଶଂସକଙ୍କ ବ୍ୟବହାରକୁ ମନେପକାଇଛନ୍ତି ନେଟିଜେନ୍ସ । ଶନିବାରରମ୍ୟାଚରେ ପାକିସ୍ତାନର ୱିକେଟ କିପର୍ତଥା ବ୍ୟାଟର ମହମ୍ମଦ ରିଜୱାନ୪୯(୬୯) ରନ୍ କରି ପାଭିଲିଅନ୍ଫେରିଥିଲେ । ରିଜୱାନ୍ ଯଶପ୍ରୀତବୁମରାଙ୍କ ବଲରେ ବୋଲ୍ଡ ହୋଇପାଭିଲିଅନ୍ ଫେରିବା ସମୟରେଦର୍ଶକ ‘ଜୟ ଶ୍ରୀରାମ’ ‘ଜୟଶ୍ରୀରାମ’ ନାରା ଦେଇଥିଲେ ।ସୋଶାଲ ମିଡିଆରେ ଏହି ସମୟରଭିଡିଓ ଭାଇରାଲ୍ ହେଉଛି । ଏହାକୁକେହି କେହି ସମର୍ଥନ କରିଥିବାବେଳେ ପୂର୍ବରୁ ହିନ୍ଦୁ ଧର୍ମକୁ ନେଇବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେଥିବା ଡିଏକେ ନେତା ଉଦୟନିଧିଷ୍ଟାଲିନ ଦର୍ଶକଙ୍କ ଏପରି ବ୍ୟବହାର‘ଅଗ୍ରାହ୍ୟ’ ବୋଲି କହିଛନ୍ତି । ଟ୍ୱିଟର୍(ଏକ୍ସ)ରେ ଏକ ପୋଷ୍ଟ୍ କରି ଷ୍ଟାଲିନକହିଛନ୍ତି, ଭାରତ କ୍ରୀଡା କ୍ଷେତ୍ରରେଆୟୋଜକ ତଥା ଆତିଥ୍ୟ ପାଇଁପ୍ରଶଂସା ସାଉଁଟିଛି । ତଥାପିଅହମ୍ମଦାବାଦର ନରେନ୍ଦ୍ର ମୋଦୀଷ୍ଟାଡିୟମରେ ପାକିସ୍ତାନ ଖେଳାଳିଙ୍କୁଦିଆଯାଇଥିବା ଆତିଥ୍ୟ ଗ୍ରହଣୀୟନୁହେଁ ଏବଂ ଏକ ନିମ୍ନସ୍ତରୟ କ୍ରୀଡାଦୁଇ ଦେଶ ମଧ୍ୟରେ ଏକୀକରଣକାରୀଶକ୍ତି ହେବା ଉଚିତ ଏବଂ ପ୍ରକୃତଭାଇ·ରାକୁ ବୃଦ୍ଧି କରିବା ଉଚିତ୍ ଘୃଣାସୃଷ୍ଟି କରିବା ପାଇଁ ଏହାକୁ ଏକଉପକରଣ ଭାବେ ବ୍ୟବହାର କରିବାନିନ୍ଦନୀୟ । ଏପରି ବିବାଦରେ ନିଜରପ୍ରତିକ୍ରିୟା ରଖିଛନ୍ତି ବିସିସିଆଇସମ୍ପାଦକ ଜୟ ଶାହ । ଶାହ ସୋଶାଲମିଡିଆରେ ଗୋଟିଏ ଫଟୋ ଏବଂଭିଡିଓ ପୋଷ୍ଟ କରି ବିବାଦ ଉପରେସଫା ଟିପ୍ପଣୀ ଦେଇଛନ୍ତି । ଶାହଙ୍କପୋଷ୍ଟର ଗୋଟିଏ ପଟେ ରିଜୱାନଷ୍ଟାଡିୟମରେ ନମାଜ ପଢୁଥିବା ବେଳେଅନ୍ୟପଟେ ଦର୍ଶକ ଜୟ ଶ୍ରୀରାମନାରା ଦେଉଛନ୍ତି । ଶାହ କହିଛନ୍ତି,ଯଦି ଜଣେ ଖେଳାଳି ଜନ ଗହଳିରେସର୍ବ ସମ୍ମୁଖରେ ନମାଜ ପାଠକରିପାରୁଛନ୍ତି ତେବେ ଦର୍ଶକମାନେକାହିଁକି ଏକା ସାଙ୍ଗରେ ଜୟ ଶ୍ରୀରାମଜପ କରିପାରିବେ ନାହିଁ? ଯଦି ସେଧାର୍ମିକ ତେବେ ଜନତାମାନେ କାହିଁକିନୁହଁନ୍ତି? ପ୍ରକାଶ ଥାଉ କି, ଜୟ ଶାହପୋଷ୍ଟ କରିଥିବା ରିଜୱାନଙ୍କ ନମାଜପାଠ ଫଟୋ ୨୦୧୭ ·ମ୍ପିଅନ୍ସ ଟ୍ରଫିସମୟର । ଅନ୍ୟପଟେ ସୋଶାଲମିଡିଆରେ ଏହି ଭିଡିଓକୁ ନେଇ ବେଶ୍ତର୍କ ବିତର୍କ ·ଲିଛି । ୨୦୧୭ମସିହା ·ମ୍ପିଅନ୍ସ ଟ୍ରଫିରେ ଭାରତରପରାଜୟ ପରେ ପାକିସ୍ତାନ ଦର୍ଶକ,ଭାରତୀୟ କ୍ରିକେଟରଙ୍କୁ ଟ୍ରୋଲ୍କରିଥିଲେ ତା’ର ଭିଡିଓ ଭାଇରାଲ୍ହେଉଛି । ୨୦୧୭ ବ୍ୟବହାରରଜବାବ ୨୦୨୩ରେ ଦିଆଯାଇଛିବୋଲି ସୋଶାଲ୍ ମିଡିଆ ୟୁଜର୍ପୋaଷ୍ଟ କରି କହିଛନ୍ତି ।

Leave A Reply

Your email address will not be published.