କରୋନାରେ ବିଶ୍ୱବ୍ୟାପୀ ୧୦.୮୨ କୋଟି ଆକ୍ରାନ୍ତ

157

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ କରୋନାରେ  ଆଜି ପର୍ଯ୍ୟନ୍ତ ୧୦ କୋଟି ୮୨ ଲକ୍ଷ ୭୩ ହଜାର ୯୯୪ ଲୋକ ସଂକ୍ରମିତ ହୋଇସାରିଛନ୍ତି । ସେହିପରି  ଏଥିରେ ଲକ୍ଷ ୭୭ ହଜାର ୧୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ସଂକ୍ରମିତ  ୮ କୋଟି ୪୫ ଲକ୍ଷ ୭ ହଜାର ୬୧୪ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୪ ଲକ୍ଷ ୩୯ ହଜାର ୩୬୮ ଜଣ ଲୋକ ସକ୍ରିୟ ଅଛନ୍ତି ।

Leave A Reply

Your email address will not be published.