କରୋନାରେ ସମଗ୍ର ବିଶ୍ବରେ ୧୦ କୋଟି ୯୩ ଲକ୍ଷ ଆକ୍ରାନ୍ତ

155

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ଆଜି ପର୍ଯ୍ୟନ୍ତ ୧୦ କୋଟି ୯୩ ଲକ୍ଷ ୮୦ ହଜାର ୨୩୯ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୨୪ ଲକ୍ଷ ୧୦ ହଜାର ୯୦୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା  ସଂକ୍ରମିତ  ୮ କୋଟି ୧୬ ଲକ୍ଷ ୧୨ ହଜାର ୩୭ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୩ ଲକ୍ଷ ୫୭ ହଜାର ୨୯୮ ଜଣ ଲୋକ ସକ୍ରିୟ ଅଛନ୍ତି । 

Leave A Reply

Your email address will not be published.