କାର୍ତ୍ତିକ ପୁର୍ଣିମାରେ ଗଙ୍ଗା ବୁଡ଼ ମନା: ସିଲ ହେଲା ସୀମା

168

ହରିଦ୍ୱାର: କାର୍ତ୍ତିକ ପୁର୍ଣିମାରେ ହରିଦ୍ୱାରରେ ଗଙ୍ଗା ବୁଡ଼କୁ ଉତ୍ତରାଖଣ୍ଡ ସରକାର ମନା କରିଛନ୍ତି। କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରୀ ମାର୍ଗଦର୍ଶିକା ଅନୁସାରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ ନଭେମ୍ବର ୩୦ ପର୍ଯ୍ୟନ୍ତ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ କଡା ସୁରକ୍ଷା ଵ୍ୟଵସ୍ଥା ଗ୍ରହଣ କରାଯାଇଥିବା ହରିଦ୍ୱାର ଏସପି ସେଣ୍ଟିଲ୍ ଅବୁଦାଇ କୃଷ୍ଣରାଜ ଏସ ରବିବାର ସୂଚନା ଦେଇଛନ୍ତି।

Leave A Reply

Your email address will not be published.