ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ଗ୍ରୀନ କ୍ଳିନ ଅଭିଯାନ ରେ ପୁଣି ୬୦ ଏକର ଜମିରେ ୭ କୋଟି ରୁ ଉର୍ଦ୍ଧ ଟଙ୍କା ର ଗଞ୍ଜେଇ ଗଛ ନଷ୍ଟ କଲା ପ୍ରଶାସନ, କିଛି ଦିନ ତଳେ ବୈପାରିଗୁଡା ଥାନା ମାଝୀଗୁଡା ଅଞ୍ଚଳ ରେ ଗଂଜେଇ ଗଛ କୁ ମୂଳ ଉପାଡିବା ସହ ନଷ୍ଟ କରିଥିଲେ, ପୁଣି ଆଜି ସହକାରୀ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ଖରା ଓ ଉପଖଣ୍ଡିୟ ଅରକ୍ଷୀ ଅଧିକ୍ଷକ ଅରୂପ ଅଭିଶେଖ ବେହେରା ଙ୍କ ନେତୃତ୍ୱ ରେ ପୋଲିସ ଓ ଅବକାରୀ ବିଭାଗ ର ଏକ ଟିମ ଆଜି ବୈପାରୀଗୁଡା ଥାନା ଅନ୍ତର୍ଗତ ରାମଗିରି ଫାଣ୍ଡି ଅଧିନସ୍ଥ ଦଳେଇ ମାଳିଗୁଡା ଓ ଚାମିଲକୁଣ୍ଡ ଦୁଇ ଗ୍ରାମ ରେ ଗଞ୍ଜେଇ ଚାଷ ହୋଇଥିବା ୬୦ ଏକର ଜମିରେ ଚାଷ ହୋଇଥିବା ସମସ୍ତ ଗଛ କୁ ମୂଳରୁ ଉପାଡିବା ସହ ପୋଡି ନଷ୍ଟ କରିଦେଇଥିଲେ,ଗଞ୍ଜେଇ ର ଆନୁମାନିକ ମୂଲ୍ୟ ପ୍ରାୟ ୭ କୋଟିରୁ ଉର୍ଦ୍ଧ ହେବ ବୋଲି ସୂଚନା ଦେଇଛନ୍ତି ବୈପାରିଗୁଡା ଥାନା ଅଧିକାରୀ ରଘୁନାଥ ମାଝୀ ।
Sign in
Sign in
Recover your password.
A password will be e-mailed to you.