‘ୱାର ୨\’ର ଗୀତ ‘ଜନାବେ ଆଲି\’ ଟିଜର ଆଉଟ୍‌

ମୁମ୍ବାଇ,: ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘ୱାର ୨\' । ଯାହାକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଏହାରି ମଧ୍ୟରେ ବର୍ତ୍ତମାନ ଗୁରୁବାର ନିର୍ମାତା ଫିଲ୍ମର ଗୀତ ‘ଜନାବେ ଆଲି\' ଟିଜର ରିଲିଜ କରିଛନ୍ତି । ଯେଉଁଥିରେ ହ୍ରିତିକ ରୋଶନ ଓ ଜୁନିଅର…

ସ୍ତନ୍ୟପାନ ସମର୍ଥନରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ

ଭୁବନେଶ୍ୱର, : ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ଗୁରୁବାର ବିଶ୍ୱ ସ୍ତନ୍ୟପାନ ସପ୍ତାହ ୨୦୨୫ ର ଶେଷ ଦିନରେ ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ସମାରୋହ ଉତ୍ସବ ପାଳନ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର , ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ…

ରାଜ୍ୟରେ ଜୈବ-ଅର୍ଥନୀତିର ବିକାଶ ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର, : ରାଜ୍ୟରେ ଜୈବ-ପ୍ରଯୁକ୍ତି ଓ ଜୈବସମ୍ବଳକୁ ଆଧାର କରି ଜୈବ- ଅର୍ଥନୀତି ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରେ ଜୈବ-ପ୍ରଯୁକ୍ତି ବିଦ୍ୟା ଏକ ଉଦୀୟମାନ କ୍ଷେତ୍ର ହୋଇଥିବାରୁ ଜୈବ-ଅର୍ଥନୀତି ରାଜ୍ୟର ବିକାଶ ଧାରାରେ ପ୍ରମୁକ ଯୋଗଦାନ କରିବାର…

ମହିଳା ପରିଚାଳିତ ଏମ୍‌ଏସ୍‌ଏମ୍‌ଇ: ତ୍ରୟୋଦଶ ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର, : ତ୍ତଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) କ୍ଷେତ୍ରରେ ମହିଳାଙ୍କ ନେତୃତ୍ୱରେ ପରିଚାଳିତ ହେଉଥିବା ସଂସ୍ଥାଗୁଡ଼ିକର ସଂଖ୍ୟା ଏତେଟା ଉତ୍ସାହଜନକ ନାହିଁ । ଏହି କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ତ୍ରୟୋଦଶ ସ୍ଥାନରେ ରହିଛିୟ । ତେଣୁ ରାଜ୍ୟରେ ଅଧିକ ମହିଳା ଉଦ୍ୟୋଗୀ…

ଖାଇକୁ ଖସିଲା ସୁରକ୍ଷାକର୍ମୀଙ୍କ ଗାଡି, ୩ ଯବାନ ଶହୀଦ

ଜମ୍ମୁକାଶ୍ମୀର, : ଅପରେସନ ସାରି ଫେରିବା ବେଳେ ଅଘଟଣ । ୨୦୦ ଫୁଟ ଖାଇକୁ ଖସିଲା ସିଆରପିଏଫର ବଙ୍କର ଗାଡି । ୩ ସିଆରିଏଫ୍ ଯବାନ ଶହୀଦ, ୧୫ ଆହତ । ଜମ୍ମୁ କାଶ୍ମୀର ଉଧମପୁର ଜିଲ୍ଲା କଣ୍ଡୱା-ବସନ୍ତଗଡ଼ ମାର୍ଗରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି…

ହସ୍ତତନ୍ତ ମେଳା ଏକତା ଉଦଘାଟିତ

ଭୁବନେଶ୍ୱର, : ଜାତୀୟ ହସ୍ତତନ୍ତ ଦିବସ ଅବସରରେ ସ୍ଥାନୀୟ ଜନତା ମୈଦାନଠାରେ ଆୟୋଜିତ ହସ୍ତତନ୍ତ ମେଳା ଏକତାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ହସ୍ତତନ୍ତ ହେଉଛି ଓଡ଼ିଆ ଅସ୍ମିତାର ଏକ ପ୍ରମୁଖ ସ୍ତମ୍ଭ । ଆମର ‘ହସ୍ତତନ୍ତ…

ବାଞ୍ଜିବାହାଲ-ମହାଜଗୁଡା ଆରଡ଼ି ରାସ୍ତା,ନିର୍ମାଣ ର ୨ ମାସ ମଧ୍ୟରେ ଫାଟି ଆ,ଠିକା ସଂସ୍ଥାର ଲାଇସେନ୍ସ ବାତିଲ ଦାବି କଲେ…

ଧର୍ମଗଡ : ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ନିର୍ମାଣ ହୋଇଥିବା କୋକସରା ବ୍ଲକ ବାଞ୍ଜିବାହାଲ- ମହାଜଗୁଡା ରାସ୍ତା ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି। ଏଣେ ଗତ ଦୁଇ ମାସତଳେ ନିର୍ମାଣ ହୋଇଥିବା ରାସ୍ତା ଫାଲ ଫାଲ ହୋଇ ସତେକି ଭୂମିକମ୍ପ ରେ ଧସିଲା ଭଳି ମନେ…

ଓଭାଲ ମ୍ୟାଜିକ ପରେ କ୍ୟାରିୟରର ଶ୍ରେଷ୍ଠ ସ୍ଥାନରେ ମହମ୍ମଦ ସିରାଜ

ଦୁବାଇ, : ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଭାରତୀୟ ଟିମର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ମିଳିଛି ବଡ଼ ସଫଳତା । ଆଣ୍ଡରସନ-ତେନ୍ଦୁକର ଟେଷ୍ଟ ସିରିଜରେ ସିରାଜ ନିଜ ଯାଦୁ ଦେଖାଇଥିଲେ । ବିଶେଷ କରି ସିରିଜର ଶେଷ ମ୍ୟାଚ୍ ଅର୍ଥାତ ଦ ଓଭାଲରେ ସିରାଜଙ୍କ ମ୍ୟାଜିକ ଦେଖିବାକୁ ମିଳିଥିଲା । ମିଆଁ…

କିଶୋର କୁମାରଙ୍କ ବାୟୋପିକ୍ ଛାଡିଲେ ରଣବୀର

ନୂଆଦିଲ୍ଲୀ, : ବଲିଉଡର ଚକଲେଟ୍ ବଏ ରଣବୀର କପୁର ଏବେ ନୀତେଶ ତିୱାରୀଙ୍କ \"ରାମାୟଣ\' ପାଇଁ ଚର୍ଚ୍ଚାରେ । ୪୦୦୦ କୋଟି ବଜେଟର ଏହି ଫିଲ୍ମରେ ସେ ଭଗବାନ ଶ୍ରୀରାମଙ୍କ ଭୂମିକାରେ ନଜର ଆସିବେ । ଏହି ଫିଲ୍ମର ପ୍ରଥମ ପାର୍ଟ ୨୦୨୬ ଦୀପାବଳି ଓ ଦ୍ୱିତୀୟ ପାର୍ଟ ୨୦୨୭ ଦୀପାବଳୀ ଅବସରରେ ଆସିବ ।…

ଫରହାନ ଖାନଙ୍କ ଆଗାମୀ ଫିଲ୍ମ ‘୧୨୦ ବାହାଦୂର\’ର ଟିଜର ଆଉଟ

ମୁମ୍ବାଇ, : ଖୁବଶୀଘ୍ର ପରଦାରେ ଦେଖିବାକୁ ମିଳିବ ୧୨୦ ସୈନିକଙ୍କ ବୀରତ୍ୱର କାହାଣୀ । ଫରହାନ ଅଖତରଙ୍କ ଅଭିନୀତ ‘୧୨୦ ବାହାଦୂର\' ସିନେମା ହଲରେ ଦମଦାର ପ୍ରଦର୍ଶନ କରିବାକୁ ପ୍ରସ୍ତୁତ । ଆଉ ଏହାରି ମଧ୍ୟରେ ମଙ୍ଗଳବାର ‘୧୨୦ ବାହାଦୂର\'ର ଟିଜର ରିଲିଜ ହୋଇଯାଇଛି । ଏହି ଫିଲ୍ମ ୨୦୨୫…