କଙଋଶିଳ୍ପୀ ଦେବେଶ ପତି ଗିରଫ

ଭୁବନେଶ୍ୱର, (ଡିକେ ନୁ୍ୟଜ୍): ନାମୀ ଦାମୀ ଓଡ଼ିଆ ସିଙ୍ଗରଦେବେଶ ପତି ଗିରଫ । ଲଭ ସେକ୍ସ ଧୋକ୍କା ଅଭିଯୋଗରେ ଗିରଫ କରିଛି ନୟାପଲି ଥାନା ପୋଲିସ । ଲଚକ୍ ମଣି ବେବି ଲୋ ବୟଫ୍ରେଣ୍ଡ ତୋରା ହେବି ଲୋ ବୁଲେଟ୍ ଗାଡ଼ିରେ ବଜାର ବୁଲାଇ ନେବି ଏହି ଚର୍ଚ୍ଚିତ ଗୀତର ଗାୟକ ଦେବେଶ ପତି ଏବେ ଜେଲର ହାୱା…

ସୋଲାର ବିଶ୍ୱ କଂଗ୍ରେସରେ ଅଚୁ୍ୟତ ସାମନ୍ତ ସମ୍ମାନ୍ନିତ

ଭୁବନେଶ୍ୱର, (ଡିକେ ନୁ୍ୟଜ୍):ନୂଆଦିଲ୍ଲୀଠାରେ ଚାଲିଥିବା ସୋଲାର ବିଶ୍ୱ କଂଗ୍ରେସ ୨୦୨୩ରେ ଶୁକ୍ରବାର କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତଙ୍କୁ ସୋଲାର ଏନର୍ଜୀସୋସାଇଟି ଅଫ୍ ଇଣ୍ଡିଆ (ଏସ୍ଇଏସ୍ଆଇ) ପକ୍ଷରୁ ସମ୍ମାନୀତକରାଯାଇଛି । କିଟ୍ ଓ କିସ୍ ମାଧ୍ୟମରେ ସବୁଜ ଶକ୍ତିକୁ ବ୍ୟାପକ…

ବିବାଦରେ ପ୍ରଯୋଜକ ଟୁଟୁ ନାୟକ, ମହିଳା ସାମ୍ୱାଦିକଙ୍କୁ ମାଡ ଅଭିଯୋଗ

ଭୁବନେଶ୍ୱର, (ଡିକେ ନୁ୍ୟଜ୍): କଳାକାରଙ୍କ କଳିରେ ବିବଦୀୟ ହୋଇଥିବା ଟୁଟୁ ନାୟକ ପୁଣି ଥରେ ସୀମା ଟପିଛନ୍ତି । ସର୍ବସମ୍ମୁଖରେ ସାମ୍ବାଦିକାଙ୍କ ସହ ଦୁର୍ବ୍ୟବହାର କରିଥିବା ଦେଖାଯାଇଛି । ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଜଣେ ମହିଳା ସାମ୍ବାଦିକାଙ୍କୁ ଟୁଟୁ ନାୟକ ·ପୁଡା ମାରିଥିବା…

କେସିଙ୍ଗାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

କେସିଙ୍ଗା, (ଡି କେ ନୁ୍ୟଜ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ମିନି ଷ୍ଟାଡିୟମରେ ପରିସରରେ ହଜାର ହଜାର ସଂଖ୍ୟାରେ ମିଶନ ଶକ୍ତି ମା’ ଭଉଣୀ ଓ ଜନସାଧାରଣଙ୍କ ଉପସ୍ଥିତିରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଠାରେ ପ୍ରକାଶ ଥାଉ କି ଚଳିତ ୩ ତାରିଖରୁ ସମଗ୍ର…

ନବୀନ ଓଡ଼ିଶାରେ ଗାଁ ହେବ ରୂପାନ୍ତରର ପ୍ରକୃତ କେନ୍ଦ

ଭୁବନେଶ୍ୱର,୩ା୧୧(ଡିକେ ନୁ୍ୟଜ): ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ୱକାଂକ୍ଷୀ ଯୋଜନା "ଆମ ଓଡ଼ିଶା ନବୀନ ଓଡ଼ିଶା' ମାଧ୍ୟମରେ ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ । ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁୟ…

୯ମାସ ଶିଶୁର ବିରଳ ଚକ୍ଷୁ ଅସ୍ତ୍ରୋପଚାର

ଭୁବନେଶ୍ୱର, (ଡିକେ ନୁ୍ୟଜ୍): କନ୍ଜେନିଟାଲ୍ ଗ୍ଲୁକୋମା ଥିବା ଜଣେ ୯ମାସ ଶିଶୁର ଚକ୍ଷୁ ଅସ୍ତ୍ରୋପଚାର କରି କିମ୍ସ ଡାକ୍ତରମାନେ ସଫଳତା ପାଇଛନ୍ତି । ଏଭଳି ବିରଳ ଅସ୍ତ୍ରୋପଚାର ପରେ ଶିଶୁଟି ଏବେ ସମ୍ପୂର୍ଣ୍ଣ ଦେଖିପାରୁଛି । ଟ୍ରାବେକୁ୍ୟଲୋଟୋମି ଓ ଟ୍ରାବେକୁ୍ୟଲେକ୍ଟୋମି ଭଳି ଅତ୍ୟାଧୁନିକ…

ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ଭୁବନେଶ୍ୱର: ପୂର୍ବତନ ବାଚସ୍ପତି ତଥାପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତିଗୁରୁତର ଅବସ୍ଥାରେ ଭୁବନେଶ୍ୱରରକେୟାର ହସ୍ପିଟାଲରେ ଚିକିତ୍ସାଧୀନଅଛନ୍ତି । ମହେଶ୍ୱର ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ହସ୍ପିଟାଲ ପକ୍ଷରୁ ସୂଚନାମିଳିଛି । ସେ ଏବେ ଆଇସିୟୁରେଚିକିତ୍ସିତ ହେଉଥିବା ବେଳେ…

ଲାଞ୍ଚ ନେଇ ଧରାପଡ଼ିଲେ ଇଡି ଅଧିକାରୀ

ନୂଆଦିଲ୍ଲୀ: ଇଡି ଅଧିକାରୀନେଉଥିଲେ ଲାଞ୍ଚ । ଗିରଫ କଲାଏସିବି । ରାଜସ୍ଥାନ ଏସିବି, ଇଡିରଦୁଇ ଅଧିକାରୀଙ୍କୁ ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି । ଉଭୟ ଏକ ମାମଲାର ରଫାଦଫା କରିବା ପାଇଁ ୧୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ । ଗିରଫ ଇଡି ଅଧିକାରୀଙ୍କ ନାଁ ନବଲକିଶୋର ମୀନା ଏବଂ ତାଙ୍କର ସହଯୋଗୀ…

ତଥ୍ୟ ଲିକ୍ ନେଇ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ନୋଟିସ୍

ନୂଆଦିଲ୍ଲ୍ୀ: ସବୁଠୁ ସୁରକ୍ଷିତକୁହାଯାଉଥିବା ଆପଲ ଫୋନ କିପରିହ୍ୟାକ ହେବ? ଆପଲ ଫୋନ ହ୍ୟାକଆଶଂକା ପଛରେ ସରକାରଙ୍କ ହାତରହିଛି ବୋଲି କିପରି ନିଷ୍କର୍ସରେ ପହଞ୍ଚିଲ? କେଉଁ ଆଧାରରେ ଏପରିପରିଣାମ ନେଇ ନିଶ୍ଚିତ ହେଲ?ଅଜଣା ଜାଗାରୁ ରହି କିପରି ଏହାକୁଆକ୍ସେସ କରାଯାଇପାରିବ ବୋଲିନିଶ୍ଚିତ ହେଲ?…

ଗ୍ରାହକଙ୍କ ଉତ୍ତମ ସେବାରେ “ରିଲାଏନ୍ସ ଏସବିଆଇ କାର୍ଡ’

ଭୁବନେଶ୍ୱର,(ଡିକେ ନୁ୍ୟଜ୍):ରିଲାଏନ୍ସ ରିଟେଲ ଏବଂଏସବିଆଇ କାର୍ଡ ପକ୍ଷରୁ ମିଳିତ ଭାବେ "ରିଲାଏନ୍ସ ଏସ୍ବିଆଇକାର୍ଡ' କ୍ରେଡିଟ୍ କାର୍ଡ ଲଞ୍ଚ ହେବାକୁ ଯାଉଛି । ଏହି କାର୍ଡଧାରୀମାନେ ଫ୍ୟାଶନ୍, ଲାଇଫ୍ ଷ୍ଟାଇଲ୍, ଗ୍ରୋସେରୀ, ଫାର୍ମା, ଫର୍ନିଚର,ଗହଣା ଆଦି କିଣାକିଣି ଠାରୁ ଆରମ୍ଭ କରି…