୩୧ ଦିନ ପୂର୍ବରୁ ଶୀତ ଅଧିବେଶନ ବନ୍ଦ

ଭୁବନେଶ୍ୱର : ୩୧ ଦିନ ପୂର୍ବରୁ ଶୀତ ଅଧିବେଶନ ବନ୍ଦ । “ ଶାସକ ଦଳ ମୁଖ୍ୟ ସଚେତକ ଆଣିଲେ ପ୍ରସ୍ତାବ । ଗୃହ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ । କୋଭିଡ କଟକଣା ଭିତରେ ୧୦ ଦିନରେ ସରିଲା ଶୀତ ଅଧିବେଶନ । ଗୃହକୁ ଅନିର୍ଦିଷ୍ଟ କାଳ ପାଇ ଗୃହକୁ ମୁଲତବୀ ରଖିରେ ବାଚସ୍ପତି । ଆଜି ବିଧାନସଭାରେ…

କୃଷକ ସଂଗଠନଗୁଡ଼ିକ ସରକାରଙ୍କ ସର୍ତ୍ତମୂଳକ ଆଲୋଚନା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରନ୍ତି

ନୂଆଦିଲ୍ଲୀ: କେନ୍ଦ୍ରର ନୂତନ ଚାଷ ଆଇନକୁ ବିରୋଧ କରିବା ପାଇଁ ଦିନସାରା ଅଧିକ ଯୋଗଦେବା ସହ ହଜାର ହଜାର କୃଷକ ଦିଲ୍ଲୀ ସୀମାରେ ଏକତ୍ର ହୋଇଛନ୍ତି। ରାସ୍ତାରେ ଆଉ ଏକ ରାତି ସ୍ଥିର ହୋଇ କିଛି ଲୋକ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସ୍ଥିର କରିବାକୁ ରବିବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର…

ବିପୁଳ ମାତ୍ରାର ଗୁଟୁକା ଜବତ

ରାୟଗଡ଼ା : ରାୟଗଡ଼ା ପୋଲିସ ପକ୍ଷରୁ ବିପୁଳ ମାତ୍ରାର ଗୁଟୁକା ଜବତ। ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଂ କରୁଥିବା ସମୟରେ ଟାଉନ ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ବିଶେଷ ସୂତ୍ରରୁ ଖବର ପାଇଁ ଏସ ଆଇ ଶିବ ଶଙ୍କର ସାହୁ, ମାନସ ରଞ୍ଜନ ସାହୁ ଓ ଜୟସ୍ମିତା ବେହେରା…

କାର୍ତ୍ତିକ ପୁର୍ଣିମାରେ ଗଙ୍ଗା ବୁଡ଼ ମନା: ସିଲ ହେଲା ସୀମା

ହରିଦ୍ୱାର: କାର୍ତ୍ତିକ ପୁର୍ଣିମାରେ ହରିଦ୍ୱାରରେ ଗଙ୍ଗା ବୁଡ଼କୁ ଉତ୍ତରାଖଣ୍ଡ ସରକାର ମନା କରିଛନ୍ତି। କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରୀ ମାର୍ଗଦର୍ଶିକା ଅନୁସାରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ ନଭେମ୍ବର ୩୦ ପର୍ଯ୍ୟନ୍ତ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ କଡା…

ମନର କଥା: ପରିଶ୍ରମୀ କୃଷକଙ୍କ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି

ନୂଆଦିଲ୍ଲୀ: ହରିୟାଣା ଏବଂ ଉତ୍ତରପ୍ରଦେଶ ସହିତ ଦିଲ୍ଲୀ ଆନ୍ତଃରାଜ୍ୟ ସୀମାରେ ହଜାର ହଜାର କୃଷକ ଏକତ୍ରିତ ହୋଇ ନୂତନ କୃଷି ଆଇନ ବିରୁଦ୍ଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ କହିଛନ୍ତି ଯେ ଏହି କୃଷି ସଂସ୍କାର କେବଳ କୃଷକମାନଙ୍କୁ ବିଭିନ୍ନ ଶିକୁଳିରୁ ମୁକ୍ତ କରିନାହିଁ ବରଂ…

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀ ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ

ଢେଙ୍କାନାଳ: ବହୁଚର୍ଚ୍ଚିତ ନୟାଗଡ଼ ଜିଲ୍ଲା ପରୀ ହତ୍ୟାକାଣ୍ଡ ଘଟଣାକୁ ନେଇ ବିଜେପି ମହିଳା ମୋର୍ଚ୍ଚାର ଜିଲ୍ଲା ସଭାପତି ନିରୋଜ ନଳିନୀ ମହାଳିକଙ୍କ ନେତୃତ୍ୱରେ ଗଣେଶ ବଜାର ଛକ ଠାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ତାଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି। ଏଥିରେ ଅନ୍ୟମାନଙ୍କ…

ବିଜେଡିରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀ ବହିଷ୍କୃତ

ଭୁବନେଶ୍ୱର : ବିଜୁ ଜନତା ଦଳର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଏକ ପ୍ରେସ ବାର୍ତ୍ତା ଯୋଗେ ଦଳ ତରଫରୁ ଏହି ସୂଚନା ଦିଆଯାଇଛି । ପ୍ରଦୀପ ପାଣିଗ୍ରାହୀ ହେଉଛନ୍ତି ଗୋପାଳପୁରର ଦୁଇ ଥରର ବିଧାୟକ । ସେ ପୂର୍ବତନ ମନ୍ତ୍ରୀ ମଧ୍ୟ । ଦଳ ପକ୍ଷରୁ ରବିବାର ଏକ…

କଙ୍ଗନାଙ୍କ ମୁମ୍ବାଇ ଅଫିସ ଭଙ୍ଗାରୁଜା ଘଟଣା: ବିଏମ୍‌ସିକୁ ଭର୍ତ୍ସନା କଲେ ହାଇକୋର୍ଟ

ମୁମ୍ବାଇ: କଙ୍ଗନା ରାଣାଓ୍ୱତଙ୍କ ମୁମ୍ବାଇ ଅଫିସ ଭଙ୍ଗାରୁଜା ଘଟଣାକୁ ନେଇ ବିଏମ୍‌ସିକୁ କଡ଼ା ସମାଲୋଚନା କରିଛନ୍ତି ବମ୍ବେ ହାଇକୋର୍ଟ । କଙ୍ଗନାଙ୍କ ଘର ଭାଙ୍ଗିବା ବିଏମ୍‌ସିର ପ୍ରତିଶୋଧ ଛଡ଼ା ଅନ୍ୟ କିଛି ନୁହେଁ । ପାଲହିଲ ସ୍ଥିତ କଙ୍ଗନାଙ୍କ ଅଫିସକୁ ବିଏମ୍‌ସି ଯେଉଁପରି ଭାବେ ଭାଙ୍ଗିଛି…