୨୪ ମେ\’ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ସତର୍କ ସୂଚନା

ଭୁବନେଶ୍ୱର, : ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ୨୪ ମେ\' ପର୍ଯ୍ୟନ୍ତ ବଜ୍ରପାତ, କୁଆପଥର ବର୍ଷା ଏବଂ ପ୍ରବଳ ପବନ ସହିତ ମଧ୍ୟମରୁ ହାଲୁକା ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ମଙ୍ଗଳବାର…

ଭାରତ ଧର୍ମଶାଳା ନୁହେଁ: ସୁପ୍ରିମକୋଟ

ନୂଆଦିଲ୍ଲୀ, : ଭାରତ ଗୋଟିଏ ଧର୍ମଶାଳ ନୁହେଁ । ଯାହା ବିଶ୍ୱର ବିଭିନ୍ନ ସ୍ଥାନରୁ ଆସୁଥିବା ଶରଣାର୍ଥୀଙ୍କ କଥା ବୁଝିବ । ଏମିତି କିଛି କହି ଜଣେ ଶ୍ରୀଲଙ୍କା ନାଗରିକଙ୍କ ଆବେଦନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି । ଶ୍ରୀଲଙ୍କାର ନାଗରିକ ଜଣଙ୍କ ଭାରତରେ ଶରଣାର୍ଥୀ ଭାବେ ରହିବାକୁ…

ଚକ ଅଖ ଡେରା ନୀତି ସମ୍ପନ

ପୁରୀ, : ପରମ୍ପରା ଅନୁଯାୟୀ ପବିତ୍ର ଭଉଁରୀ ତିଥିରେ ସମ୍ପନ୍ନ ହୋଇଛି ଚକ ଅଖ ଡେରା ନୀତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ପ୍ରଭୁ ବଳଭଦ୍ର ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପ ଦଳନ ରଥର ଦୁଇଟି ଲେଖାଏଁ ନାହାକଚକ ଅଖରେ ସଂଯୋଗ କରାଯାଇଛି । ଚକ ଡେରା ନୀତି ପାଇଁ ସୋମବାର…

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଭୁଟାନ ଗସ୍ତ

ଭୁବନେଶ୍ୱର, : ବିଶ୍ୱବ୍ୟାଙ୍କ ଦ୍ୱାରା ଆୟୋଜିତ ଦକ୍ଷିଣ ଏସିଆ ଲେବର୍ ମୋବିଲିଟି କନଫରେନ୍ସରେ ଯୋଗଦେବାକୁ ଭୁଟାନ ଗସ୍ତରେ ଗଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଆସନ୍ତା ୨୦ ଓ ୨୧ ତାରିଖରେ ଦୁଇଦିନ ଧରି ଦକ୍ଷିଣ ଏସିଆ ଲେବର୍ ମୋବିଲିଟି କନଫରେନ୍ସ ଭୁଟାନର ଥିମ୍ପୁ ଠାରେ…

ପୋଲାଭରମ୍ ପ୍ରକଳ୍ପର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, : ଖୁବ୍‌ଶୀଘ୍ର ତୁଟିବ ପୋଲାଭରମ୍ ବିବାଦ । ମେ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ସାମିଲ ହେବେ ଓଡ଼ିଶା, ଛଡ଼ିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ଆଭାସୀ ମାଧ୍ୟମରେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ…

ହତ୍ୟା ନାଁ ଷଡ଼ଯନ୍ତ୍ର, ଶବକୁ ଖୋଯୁଛି ପୋଲିସ୍

ପାରାଦୀପ , :- ବିହାର ଶ୍ରମିକ ହତ୍ୟା ଘଟଣା। ସାଥି ଶ୍ରମିକର ମୁଣ୍ଡକୁ ତାଓ୍ବାରେ ପିଟି ହତ୍ୟା କରିଥିଲା ଅଭିଯୁକ୍ତ। ଦୋଛକି ନିକଟ ବିଏସ୍ ହେବି ଇଣ୍ଡଷ୍ଟ୍ରିସ୍ କମ୍ପାନୀ ପଛ ପଟେ ଜେସିବି ଲଗାଇ ମୃତ ଦେହକୁ ଖୋଜୁଛି ବିହାର ଓ ପାରାଦ୍ଵୀପ ପୋଲିସ।ଗତ ଫେବୃଆରୀ ମାସରେ ବିହାର ର ଗୋରଖ କୁମାର…

ବିଜୁ ଏକ୍ସପ୍ରେସ ୱେ ରେ ଅଜଣା ଗାଡି ଧକ୍କା ରେ ବୃଦ୍ଧା ମୃତ୍ୟୁ,ପୁଲିସ ର ତଦନ୍ତ ଜାରି

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ରୁ ଧର୍ମଗଡ଼ ବ୍ଲକ କୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ରାସ୍ତା ର ଭୁର୍ଷାଗୁଡା ଛକ ନିକଟରେ ସୋମବାର ମଧ୍ୟାହ୍ନ ରେ ସ୍ଥାନୀୟ ଗ୍ରାମ ର ଜଣେ ବିଧବା ବୃଦ୍ଧା ମହିଳା ହାରାବତୀ ଧଙ୍ଗଡା ମାଝୀ ରାସ୍ତା ପାର ହେଉଥିବା ବେଳେ ଦ୍ରୁତ ଗତି ରେ…

କୋହଲିଙ୍କ ରେକର୍ଡ ଭାଙ୍ଗିବାର ନିକଟତର କେଏଲ ରାହୁଲ

ନୂଆଦିଲ୍ଲୀ, : ଦିଲ୍ଲୀ କ୍ୟାପିଟାଲ୍ସର ୱିକେଟକିପର ବ୍ୟାଟସମ୍ୟାନ୍ କେଏଲ ରାହୁଲଙ୍କୁ ତାଙ୍କ ଟି-୨୦ କ୍ୟାରିୟରରେ ୮୦୦୦ ରନ ପୂରଣ କରିବା ପାଇଁ ମାତ୍ର ୩୩ ରନ ଆବଶ୍ୟକ, ସେ ଏହା କରିବା ମାତ୍ରେ ବିରାଟ କୋହଲିଙ୍କ ଏକ ବଡ଼ ରେକର୍ଡ ଭାଙ୍ଗିବେ । ରାହୁଲ ଏହି ସିଜିନରେ ବହୁତ ଭଲ ଫର୍ମରେ ଅଛନ୍ତି ।…

ମାଡାମ ତୁସାଦରେ ଅଭିନେତାଙ୍କ ସହ ପୋଷା କୁକୁରର ମହମ ପ୍ରତିମୂର୍ତ୍ତି ଉନ୍ମୋଚିତ

ନୂଆଦିଲ୍ଲୀ, : ଫିଲ୍ମ \"ଆର୍‌ଆର୍‌ଆର୍‌\'ର ସଫଳତା ପରେ ଗ୍ଲୋବାଲ୍ ଷ୍ଟାର୍‌ ପାଲଟି ଯାଇଛନ୍ତି ସାଉଥ୍‌ ସୁପରଷ୍ଟାର୍ ରାମଚରଣ । ଏବେ ତାଙ୍କ ସଫଳ କ୍ୟାରିୟରରେ ଆଉ ଏକ ଉପଲବ୍ଧି ଯୋଡି ହୋଇଛି । ଲଣ୍ଡନର ଫେମସ୍ ୱାକ୍ସ ମ୍ୟୁଜିୟମ୍‌ ମାଡାମ ତୁସାଦରେ ପୋଷା କୁକୁର ରାଇମ ସହିତ ରାମଚରଣଙ୍କ ଏକ ମହମ…

ମିଥୁନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା ବିଏମସ

ମୁମ୍ବାଇ, : ବିଏମସି ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି । ତେବେ ଅଭିନେତାଙ୍କୁ ଏହି ନୋଟିସ ବେଆଇନ ନିର୍ମାଣ ଅଭିଯୋଗରେ ଜାରି କରାଯାଇଛି । ବେଆଇନ ନିର୍ମାଣ ସମ୍ପର୍କରେ ବିଏମସି ଦ୍ୱାରା ପଠାଯାଇଥିବା ନୋଟିସରେ ଜବାବ ପାଇଁ ମାତ୍ର ୭ ଦିନର ସମୟ ଦିଆଯାଇଛି ।…