ଅଚ୍ୟୁତ ସାମନ୍ତଙ୍କ ନାମରେ ନାମିତ ହେଲା ଆମେରିକାର ଗବେଷଣା ପ୍ରତିଷ୍ଠାନ

ଭୁବନେଶ୍ୱର, : ଆମେରିକାର ନ୍ୟୁୟର୍କସ୍ଥିତ ସିଟି ୟୁନିଭର୍‌ସିଟିରେ ଶିକ୍ଷାବିତ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ନାମରେ ଏକ ଗବେଷଣା ପ୍ରତିଷ୍ଠାନ ନାମିତ କରାଯାଇଛି । ପ୍ରତିଷ୍ଠାନର ନାମ ରହିଛି ‘ଅଚ୍ୟୁତ ସାମନ୍ତ ଇଣ୍ଡିଆ ଇନିସିଏଟିଭ୍ କ୍ୟୁନି କ୍ରେଷ୍ଟ ଇନଷ୍ଟିଚ୍ୟୁଟ’ (ଏଏସଆଇଆଇସିସିଆଇ) ।…

ଆର୍ସେଲର ମିତ୍ତଲ ପକ୍ଷରୁ ଏଏମ୍‌/ଏନଏସ୍‌ ଇଣ୍ଡିଆକୁ ସ୍ୱଚ୍ଛ ବିଦ୍ୟୁତ୍ ଶକ୍ତି ଯୋଗାଣ ଆରମ୍ଭ

ଭୁବନେଶ୍ୱର,: ଆନ୍ଧ୍ରପ୍ରଦେଶରେ ଅବସ୍ଥିତ ଆର୍ସଲରମିତ୍ତଲର ସର୍ବବୃହତ ନବୀକରଣୀୟ ଶକ୍ତି ଉଦ୍ୟୋଗ ଏକ ୧ଗିଗାୱାଟ ସୌର ଓ ପବନ ପ୍ରକଳ୍ପ ନିକଟରେ ଏଏମ୍‌/ଏନଏସ ଇଣ୍ଡିଆକୁ ସ୍ୱଚ୍ଛ ବିଦ୍ୟୁତ ଶକ୍ତି ପ୍ରଦାନ ଆରମ୍ଭ କରିଛି । ଏଏମ୍‌/ଏନଏସ ଇଣ୍ଡିଆ ହେଉଛି ନିପ୍ପନ ଷ୍ଟିଲ ସହ ଆର୍ସଲରମିତଲର ୬୦/୪୦…

‘ଆମେ ପଢିବା ଆମ ଭାଷାରେ’ ଏବଂ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର, ୨୧ା୫ : ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ରାଜ୍ୟର ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ କାର୍ଯ୍ୟକାରୀ ହେଉଥିବା ‘ଆମେ ପଢିବା ଆମ ଭାଷାରେ’ ଏବଂ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେବାକୁ ଥିବା ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ…

ବଡ଼ ଧରଣର ଏନକାଉଣ୍ଟର; ୨୭ରୁ ଅଧିକ ନକ୍ସଲ ସଫା

ଛତିଶଗଡ଼,: ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨୭ରୁ ଅଧିକ ନକ୍ସଲଙ୍କ ମୃତ୍ୟୁ ଘଟିଛି । ଏହି ଏନକାଉଣ୍ଟର ବେଳେ ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି । ଆହତ ଯବାନ ବିପଦମୁକ୍ତ ଅଛନ୍ତି । ଅବୁଝମାଡ଼ ଜଙ୍ଗଲରେ…

+୨ ବିଜ୍ଞାନ / ବାଣିଜ୍ୟ ପରୀକ୍ଷାରେ ସରସତୀ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନୀଳକଣ୍ଠ ନଗରର ରେକର୍ଡ ୧୦୦%…

୨୧-୦୫-୨୦୨୫ରିଖ ଦିନ ପ୍ରକାଶିତ ହୋଇଥିବା +୨ ବିଜ୍ଞାନ ଓ ବାଣିଜ୍ୟ ବୋର୍ଡ ପରୀକ୍ଷା ଫଳରେ ସରସତୀ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନୀଳକଣ୍ଠ ନଗରର ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ଅଭୂତପୂର୍ବ ଉଲ୍ଲେଖନୀୟ ସଫଳତା ହାସଲ କରି ମହାବିଦ୍ୟାଳୟର ପୂର୍ବ ୧୬ବର୍ଷର ରେକର୍ଡକୁ ବଜାୟ…

ପ୍ରଶଂସକଙ୍କୁ ନିଜର ଲାମ୍ବୋର୍ଗିନୀ ଦେଲେ ରୋହିତ ଶର୍ମା

ମୁମ୍ବାଇ,: ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ଖେଳାଳି ରୋହିତ ଶର୍ମା ଏକ ହୃଦୟସ୍ପର୍ଶୀ ଅଙ୍ଗଭଙ୍ଗୀରେ ସମସ୍ତଙ୍କ ମନ ଜିଣିଛନ୍ତି । ସେ ନିଜର ଆଇକନିକ ନୀଳ ଲାମ୍ବୋର୍ଗିନୀ ଉରୁସ, ଯାହାର ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା, ଡ୍ରିମ୍ ୧୧ ଫ୍ୟାଣ୍ଟାସି କ୍ରିକେଟ…

ଫେରିଲା କରୋନା: ପଜିଟିଭ୍ ଚିହ୍ନଟ ହେଲେ ଶିଳ୍ପା ସିରୋଦକର

ନୂଆଦିଲ୍ଲୀ, : ମସିହାରେ ସାରା ବିଶ୍ୱରେ କରୋନା ତାଣ୍ଡବ ସୃଷ୍ଟି କରିଥିଲା । ଏସିଆରେ ଏବେ ପୁଣି ଥରେ କରୋନା ଫେରିବାରେ ଲାଗିଛି । ଦେଶରେ ଅନେକ ଲୋକ କରୋନାରେ ଆକ୍ରାନ୍ତ ହେବାର ଖବର ହସ୍ତଗତ ହେବାରେ ଲାଗିଲାଣି । ଏବେ ଏହି ଭୟଙ୍କର ଆକ୍ରମଣର ଶିକାର ହୋଇଛନ୍ତି ଅଭିନେତ୍ରୀ ଶିଳ୍ପା ସିରୋଦକର୍ ।…

ଖୁବ୍ଶୀଘ୍ର ରିଲିଜ୍ ହେବ “ଦି ଗର୍ଲଫ୍ରେଣ୍ଡ

ହାଇଦ୍ରାବାଦ, : ଅଭିନେତ୍ରୀ ରଶ୍ମିକା ମନ୍ଦାନା ସମ୍ପ୍ରତି ନିଜର ଆଗାମୀ ରୋମାଣ୍ଟିକ ଡ୍ରାମା ଫିଲ୍ମ "ଦି ଗର୍ଲଫ୍ରେଣ୍ଡ'କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମକୁ ନେଇ ରଶ୍ମିକାଙ୍କ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି । ଫିଲ୍ମକୁ ଯଥାଶୀଘ୍ର ରିଲିଜ୍ କରିବା ପାଇଁ ସେମାନେ…

ଅନୁଗୁଳ, : ଅନୁଗୁଳ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଦୁଇ ଦୁଇଟି ପୃଥକ ବିଭତ୍ସ ହତ୍ୟାକାଣ୍ଡ ସୁଭଦ୍ରା ଓ ବିଶ୍ୱଜିତର ହତ୍ୟାକାରୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏ ଦୁଇଟି ଘଟଣାରେ ଆସାମୀକୁ ଗିରଫ କରିବା ଅନୁଗୁଳ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ଥିଲା । ପୋଲିସ ସୁଭଦ୍ରା…

ଗ୍ୟାଙ୍ଗମ୍ୟାନ୍ ରୁ ଆଇପିଏସ

ବରଗଡ, : ରେଳ ଧାରଣାରେ କାମ କରୁଥିଲେ । ମୁଣ୍ଡ ଉପରେ ଥିଲା ପରିବାରର ବୋଝ । ତା\' ସତ୍ତ୍ୱେ ସ୍ୱପ୍ନ ଦେଖିବା ଛାଡ଼ିନଥିଲେ । ଗୋଟିଏ ପରେ ଗୋଟିଏ ଚାକିରି କରି ନିଜ ଲକ୍ଷ୍ୟ ପଛରେ ଧାଇଁଥିଲେ । ଶେଷରେ ୨୦୧୬ରେ ୟୁପିଏସସି ପରୀକ୍ଷାରେ ସଫଳତା ହାସଲ କରି ୨୦୧୭ ବ୍ୟାଚ୍ ଆଇପିଏସ୍‌ ହୋଇଥିଲେ ବରଗଡ଼…