ଅପୂଜା, ଉପବାସରେ ପଡି ରହିଛନ୍ତି ପ୍ରଭୁ ଶ୍ରୀରାମ
ଭୁବନେଶ୍ୱର,: ରାଜଧାନୀର ଭି.ଏ-୨୯/୧ ଜନପଥରେ ଗଢି ଉଠିଥିଲା କେଶରୀୟା ହିନ୍ଦୁ ବାହିନୀ ସଂଗଠନର କାର୍ଯ୍ୟାଳୟ । ଏହି କାର୍ଯ୍ୟାଳୟକୁ ସାଧୁ, ସନ୍ଥ ମାନଙ୍କର ଯାତାୟତ ଲାଗି ରହୁଥିଲା । ହଜିଯାଉଥିବାହିନ୍ଦୁ ସଂସ୍କୃତିକୁ ପୁନରୁଦ୍ଧାର ରଖିବା, ହିନ୍ଦୁ ଦେବାଦେବୀଙ୍କ ତିଥି ଅନୁସାରେ ପୂଜାପାଠ,…