ଓବିସି ସଂରକ୍ଷଣକୁ ନେଇ ଧର୍ମଗଡ଼ ଠାରେ ବିଜେପିର ସାମ୍ବାଦିକ ସମ୍ମିଳନୀ

ଧର୍ମଗଡ଼ : ମୋହନ ସରକାର ସାମାଜିକ ଆର୍ଥିକ ପଛୁଆ ବର୍ଗ ପିଲାଙ୍କୁ ଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରି ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ଏହା ଏକ ଐତିହାସିକ ପଦକ୍ଷେପ ବୋଲି ଧର୍ମଗଡ଼ ଠାରେ ଆୟୋଜିତ ଏକ…

ଗ୍ରାମ୍ୟ ଉନ୍ନୟନ ବିଭାଗର ଭୁଲ ଡିଜାଇନ ଯୋଗୁଁ ବନ୍ଦ ହୋଇଗଲା ଗୋଲାଗଡ ସେତୁ ନିର୍ମାଣ,

ଧର୍ମଗଡ଼ : ବହୁମୁଖୀ ଇନ୍ଦ୍ରାବତୀ ପ୍ରକଳ୍ପ ଦ୍ବାରା କଳାହାଣ୍ଡି ଜିଲ୍ଲାର ଜୟପାଟଣା, କୋକସରା, ଜୁନାଗଡ଼ ଓ ଧର୍ମଗଡ଼ ବ୍ଳକର ଚାଷୀମାନେ ବ୍ୟାପକ ଜଳସେଚନ ସୁବିଧା ପାଇ ପାରୁଛନ୍ତି | ଜଳବିଦ୍ୟୁତ ପ୍ରକଳ୍ପ ଯୋଗୁଁ ୧୧୦୦ ମେଗାଓ୍ବାଟର ବିଜୁଳି ଉତ୍ପାଦନ ସହିତ ଓଏପିସି ହଜାର ହଜାର କୋଟି ଟଙ୍କା…

ଏଭଳି ଭୁଲ ବରଦାସ୍ତ କରାଯିବନି: ପ୍ରୀତି ଜିଣ୍ଟା

ନୂଆଦିଲ୍ଲୀ, : ରାଗରେ ନିଆଁବାଣ ହେଲେ ପଞ୍ଜାବ କିଙ୍ଗ୍ସ ମାଲିକାଣୀ ତଥା ଅଭିନେତ୍ରୀ ପ୍ରୀତି ଜିଣ୍ଟା । ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ ସମୟରେ ହୋଇଥିବା ଏକ ବଡ଼ ଭୁଲ ଯୋଗୁ ସେ ଚିହିଁକି ଉଠିଥିଲେ । ଏହା ପଛରେ ଦଳର ପରାଜୟ ଥିବା କୁହାଯାଉଥିଲେ ହେଁ ତାହା ଠିକ୍‌ ନୁହେଁ । ପଞ୍ଜାବ ଇନିଂସର ୧୫ତମ…

ପୁଣିଥରେ ମା\’ ହେବାକୁଯାଉଛନ୍ତି ଆଲିଆ

ମୁମ୍ବାଇ,: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ନିକଟରେ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୫ରେ ଡେବ୍ୟୁ କରିଥିଲେ । ଏହି ସମୟରେ ତାଙ୍କର ଷ୍ଟାଇଲିସ ଷ୍ଟାଇଲ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପ୍ରଥମେ ସେ ଏକ ସିଆପାରେଲି ଗାଉନ ପିନ୍ଧିଥିଲେ, ତା\'ପରେ ଲୋରିଆଲ ପ୍ୟାରିସ \"ଲାଇଟ୍ସ ଅନ ୱିମେନ୍ସ…

ଅଣ୍ଡରଗ୍ରାଉଣ୍ଡରେ ଦୌଡ଼ିବ ଭୁବନେଶ୍ୱର ମେଟ୍ରୋ ଟ୍ରେନ୍‌: ପୂର୍ତ୍ତମନ୍ତ୍ରୀ

ଭୁବନେଶ୍ୱର, : ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ନେଇ ନୂଆଁ ଅପଡେଟ୍ ଆସିଛି । ରାଜ୍ୟ ସରକାର ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ୍ ବ୍ରିଜ୍ ଉପର ବଦଳରେ ମାଟି ଭିତର ଦେଇ ଚଳାଚଳ କରିବାକୁ ଯୋଜନା କରୁଛନ୍ତି । ଏଥିପାଇଁ ପ୍ରାୟତଃ ପ୍ରସ୍ତୁତି ସଂପର୍କିତ ଆଲୋଚନା ମଧ୍ୟ ହୋଇସାରିଛି ।…

ବିଧାନସଭା ପରିସରରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର, : ଉତ୍କଳମାତାର ସୁଯୋଗ୍ୟ ସନ୍ତାନ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଥିଲେ ଏକାଧାରରେ ଆଦର୍ଶ ସୁଶାସକ, ପ୍ରଜାବତ୍ସଳ ଓ ଦୂରଦ୍ରଷ୍ଟା ରାଜା, ବିଚକ୍ଷଣ ରାଜନୀତିଜ୍ଞ, ଦେଶଭକ୍ତ, ଶିକ୍ଷାନୁରାଗୀ ଏବଂ ସାହିତ୍ୟାନୁରାଗୀ । ଓଡ଼ିଆଭାଷୀ ଅଞ୍ଚଳର ଏକତ୍ରୀକରଣ ଓ…

ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ଦେବ ୨.୬୯ ଲକ୍ଷ କୋଟ

ନୂଆଦିଲ୍ଲୀ,: ୨୦୨୪- ୨୫ ଆର୍ଥିକବର୍ଷ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ୨.୬୯ ଲକ୍ଷ କୋଟିର ଲାଭାଂଶ ବାବଦ ପାଣ୍ଠି ପ୍ରଦାନ କରିବ । ଏହା ସର୍ବକାଳୀନ ରେକର୍ଡ ଏବଂ ପୂର୍ବବର୍ଷ ତୁଳନାରେ ୨୮ ପ୍ରତିଶତ ଅଧିକ । ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ନିର୍ଦ୍ଦେଶକ ବୋର୍ଡର ୬୧୬ତମ…

ଆହୁରି ୭ ଦିନ ଜାରି ରହିପାରେ ବର୍ଷା, ମେ\’ ୨୭ରେ ଲଘୁଚାପ କ୍ଷେତ୍ର ସମ୍ଭାବନା’

ଭୁବନେଶ୍ୱର, : ଦେଶର ଅନେକ ରାଜ୍ୟରେ ବର୍ଷା ଜାରି ରହିଛି । ଏଥିରୁ ଓଡ଼ିଶା ମଧ୍ୟ ବାଦ୍ ପଡ଼ିନାହିଁ । ରାଜ୍ୟରେ ବିଗତ କିଛି ଦିନ ହେଲା କାଳବେଶାଖୀ ସହିତ ବର୍ଷା ଜାରି ରହିଛି । ଗ୍ରୀଷ୍ମଦିନରେ ନିଦାଘ ଖରା ନାହିଁ । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ଆଗାମୀ ୭ ଦିନ ପର୍ଯ୍ୟନ୍ତ…

କେବେ ଆରମ୍ଭ ହେବ ବାଂଲାଦେଶୀ ଅନୁପ୍ରବେଶକାରୀ ମାନଙ୍କ ଚିହ୍ନଟ ପକ୍ରିୟା

ପାରାଦୀପ , :-କେବେ ଆରମ୍ଭ ହେବ ବାଂଲାଦେଶୀ ଅନୁପ୍ରବେଶକାରୀ ମାନଙ୍କ ଚିହ୍ନଟ ପକ୍ରୀୟା। ରେଡ୍ ଜୋନ ରେ ସମୁଦ୍ର ଉପକୂଳର୍ବୀ ଅଞ୍ଚଳ ।ଆକ୍ସନ୍ ମୁଡ୍ ରେ ରାଜ୍ୟ ସରକାର ଙ୍କ ସ୍ପେଶଲ୍ ଟ୍ରାନ୍ ଫୋର୍ସ ।ଭୋଟର ତାଲିକା ଶହ ରାସନ୍ କାର୍ଡ ରେ ଅନ୍ତର୍ଭୁକ୍ତ ଶହ ଶହ ବାଂଲାଦେଶୀ ଅନୁପ୍ରବେଶକାରୀ ।ଭାରତ…

ବିକ୍ଷିପ୍ତା ସାହିତ୍ୟ ଅନୁଷ୍ଠାନର ଆବାହନି ସଙ୍ଗୀତ ଲୋକାର୍ପଣ ଓ ସାହିତ୍ୟ ସଭା ଅନୁଷ୍ଟିତ

ବୁଗୁଡ଼ା : ବିକ୍ଷିପ୍ତା ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଆବାହନୀ ସଂଗୀତ ଲୋକାର୍ପଣ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠାନ ର ସାଧାରଣ ସମ୍ପାଦକ ଡ.ଶ୍ୟାମା ପ୍ରସାଦ ମିଶ୍ର ତତ୍ୱାବଧାନରେ ଏବଂ ଶ୍ରୀ ସୁପ୍ରଜିତ ସାହୁଙ୍କ ଉଦଘୋଷଣାରେ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ସ୍ଥିତ ଶଶୀ ଭୂଷଣ ରଥ ସରକାରୀ…