ପାରଳାଖେମୁଣ୍ଡି ଏସିଏଫଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା

138

-ଖଇରାରେ ପୋଲିସ ଟିମ୍ ର ତଦନ୍ତ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁର ତଦନ୍ତ ପାଇଁ ବାଲେଶ୍ୱର ଖଇରାରେ ପହଂଚିଛି ପୋଲିସ ଟିମ୍ । ତଦନ୍ତକାରୀ ଟିମ୍ ସେଠାରେ ପହଂଚି ସୌମ୍ୟଙ୍କ ମା ଓ ମାମୁଁ ମାଇଁଙ୍କୁ ପଚରାଉଚରା କରିଛି ।
ସେହିପରି ସୌମ୍ୟଙ୍କ ଘରେ ପାରଳାଖେମୁଣ୍ଡିରେ ପୋଲିସର ଅନ୍ୟ ଏକ ସ୍ୱତନ୍ତ୍ର ଟିମ୍ ପହଂଚି ତଦନ୍ତ ଚଳାଇଛନ୍ତି ।

ପ୍ରକାଶ ଥାଉ କି, ନିଆଁରେ ପୋଡ଼ି ହୋଇ ସେ ଗୁରୁତର ହୋଇପଡିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଗତ ୧୩ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ ମୃତ୍ୟୁ ସନ୍ଦେହଜନକ ରହିଥିଲା ।

Leave A Reply

Your email address will not be published.