Browsing Tag

3odisha

କରୋନାଭାଇରସ୍ ର XE ଭାରିଆଣ୍ଟର ଲକ୍ଷଣ ..!

ବର୍ତ୍ତମାନ ବିଶ୍ବରେ କରୋନାର ପ୍ରକୋପ କମୁଥିବା ବେଳେ କେବଳ ଚୀନରେ ହିଁ ଏହା ଏବେ ଅଧିକ ବ୍ୟାପିବାରେ ଲାଗିଛି। ଚୀନକୁ ଛାଡ଼ି ଅନ୍ୟ ଦେଶ ଗୁଡିକରେ କିଛି ମାତ୍ରାରେ ଏହି ମହାମାରୀର ସଂକ୍ରମଣ କମିଛି। କିନ୍ତୁ ମୁମ୍ବାଇରେ ଦେଖା ଯାଇଥିବା ଆଉ ଏକ କରୋନା ଭାରିଆଣ୍ଟ ହେଉଛି XE ଭାରିଆଣ୍ଟ। ଅନେକ…

ଆସନ୍ତାକାଲି ଭାରତ ଗସ୍ତରେ ଆସିବେ ରୁଷ୍ ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାଭରୋଭ

ଆସନ୍ତାକାଲି ଭାରତ ଗସ୍ତରେ ଆସିବେ ରୁଷ୍ ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାଭରୋଭ । ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ । ୟୁକ୍ରେନ୍ ସହ ଯୁଦ୍ଧ ଭିତରେ ରୁଷ୍ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତ ବେଶ ଗୁରୁତ୍ୱ ରଖୁଛି । ଲାଭରୋଭ ଏବେ ଚୀନରେ ଅଛନ୍ତି । ଚୀନ୍ ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ଓ୍ଵିଙ୍କୁ…

ଋଷ-ୟୁକ୍ରେନ ଯୁଦ୍ଧରେ ଧଂସ ହୋଇଗଲାଣି ମାରିୟୁପୁଲ ସହର

ଡୁମାଣୀ ଟିଭି ,୨୮/୩ : ଧ୍ୱସ୍ତ ବିଧ୍ୱସ୍ତ ବନ୍ଦର ସହର ମାରିୟୁପୁଲ । ମାସକରେ ଋଷ ଆକ୍ରମଣରେ ଛାରଖାର ମାରିୟୁପୁଲ। ଋଷର ଘନ ଘନ ଆକ୍ରମଣ ମାରିୟୁପୁଲ୍ରେ ସ୍ଥିତି ଗମ୍ଭୀର ହୋଇପଡିଛି। ଲୋକମାନେ ବିଜୁଳି, ପାଣି, ବିଦ୍ୟୁତ ସଂଯୋଗରୁ ବଞ୍ଚିତ । ରାତି ଆକାଶରେ କେବଳ ବୋମା ବିସ୍ଫୋରଣର ଆଲୁଅ । ଦିନେ…

ରାଜ୍ୟରେ ସୁରୁଖୁରୁରେ ଚାଲିଛି ମତଦାନ

ଡୁମାଣୀ ଟିଭି ,୨୪/୩ : ଜାରି ରହିଛି ପୌର ଭୋଟ । ସମସ୍ତେ ନିଜର ଗଣତାନ୍ତ୍ରକ ଅଧିକାର ସାବ୍ୟସ୍ତ କରିବାକୁ ଭୋଟ ପ୍ରକ୍ରିୟାରେ ସାମିଲ ହେଉଛନ୍ତି । ସକାଳ ୧୧ଟା ସୁଦ୍ଧା ୨୦ ପ୍ରତିଶତ ପୋଲିଂ ହୋଇଛି । ବେଶ୍ ସୁରୁଖୁରୁ ଓ ଶାନ୍ତିଶୃଙ୍ଖଳା ସହ ଭୋଟଦାନ ଜାରି ରହିଛି । ଏନେଇ ରାଜ୍ୟ ନିର୍ବାଚନ…