Browsing Tag

#5T

ଗଙ୍ଗୁଆ ଓ ଦୟାର ସଂଯୋଗ ସ୍ଥଳରେ ହେବ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ

ଭୁବନେଶ୍ୱର,୭ା୧୨ : ଦୟା ନଦୀ ପାଣିକୁ ପ୍ରଦୂଷଣମୁକ୍ତ ରଖାଯିବା ଉପରେ ୫-ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଗୁରୁତ୍ୱାରୋପ କରିଛନ୍ତି । ଏ ସମ୍ପର୍କରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ନଗର ଉନ୍ନୟନ ବିଭାଗ ଏବଂ ଭୁବନେଶ୍ୱର ମହାନଗର…

କଳିଙ୍ଗ ରଥ: ବିଜୁଙ୍କ ବୀରତ୍ୱ ଓ ଜନସେବାର ପ୍ରତୀକ

ଭୁବନେଶ୍ୱର,୬ା୧୨ : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଐତିହାସିକ ୱିଲ ଷ୍ଟେସନ ୱାଗନ ଗାଡ଼ିକୁ ନେଇଏବେ ଚର୍ଚ୍ଚା ଜୋର ଧରିଛି । ଏହି ଗାଡ଼ି ସହ ଫଟୋ ଉଠାଇ ବିଜୁଙ୍କ ସ୍ମୃତିକୁ ଉଜ୍ଜୀବିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ ଭାଇରାଲ ହେଉଛି କଳିଙ୍ଗ ରଥ ସହ ନବୀନଙ୍କ ଫଟୋ । ୱିଲ…

ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଉଛି ସାରା ଓଡ଼ିଶା

ଭୁବନେଶ୍ୱର,୫ା୧୨ : ୫- ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ଦ୍ୱିତୀୟ ଇନିଂସ ପାଇଁ ଭିକେଙ୍କୁ ଶୁଭେଚ୍ଛା ଜଣାଉଛି ସାରା ଓଡ଼ିଶା । ପ୍ରତିଦିନ ନବୀନ ନିବାସରେ ପାଣ୍ଡିଆନଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ପାଇଁ ଜମୁଛି ଭିଡ଼ । ରାଜ୍ୟର ସାମଗ୍ରିକ ବିକାଶରେ ସରକାରଙ୍କ…

ଓଡିଶା ପିଏଚ ସ୍ବେସ୍ୱଚ୍ଛାସେବୀଙ୍କର ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ |

ଭୁବନେଶ୍ୱର : ଭୁବନେଶ୍ୱରରେ ଓଡିଶା ପିଏଚ ସ୍ବେଚ୍ଛାସେବୀ କଲ୍ୟାଣ ସଂଘ ଟ୍ରଷ୍ଟର ପ୍ରତିନିଧୀମାନେ ନବୀନ ନିବାସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ୫ଟି ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନଙ୍କ ଉପସ୍ଥିତିରେ ସାକ୍ଷାତ କରି , ଭିନ୍ନକ୍ଷମଙ୍କ ପାଇଁ ଶିକ୍ଷାର ଉପଲବ୍ଧତା ବୃଦ୍ଧି…

ବିଜେଡ଼ିର ମିଶ୍ରଣପର୍ବ ଶଙ୍ଖ ଧରିଲେ ତ୍ରିପୁରାରୀ ଗୋରଡ଼ା

ଭୁବନେଶ୍ୱର,୨୨ା୧୧ : ବିଜେପି ଛାଡି ବିଜେଡିକୁ ଫେରିଛନ୍ତି ଗତ ୨୦୧୯ ନିର୍ବାଚନରେ କୋରାପୁଟର ବିଜେପି ପ୍ରାର୍ଥୀ ହୋଇଥିବା ତ୍ରିପୁରାରୀ ଗୋରଡ଼ା । ବୁଧବାର ଶଙ୍ଖ ଭବନରେ ଆୟୋଜିତ ବିଜେଡିର ଏକ ମିଶ୍ରଣ ପର୍ବରେ ତ୍ରିପୁରାରୀ ଶଙ୍ଖ ଫୁଙ୍କିଛନ୍ତି । ବିଜେଡିର ବରିଷ୍ଠ ନେତା ତଥା ସାଂସଦ ମାନସ…

୫-ଟି ଅଧ୍ୟକ୍ଷଙ୍କ ପ୍ରତି ବଢ଼ୁଛି ସମର୍ଥନ

ଭୁବନେଶ୍ୱର,୧୯ା୧୧ : ଆଇଏଏସ୍‌ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପରେ ବି ରାଜ୍ୟର ବିକାଶରେ ପ୍ରମୁଖ ଭୂମିକା ନେଉଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ବିକାଶ ଧାରାରେ ସାମିଲ ହୋଇଛି ସାରା ରାଜ୍ୟ । ଶିକ୍ଷା, ସ୍ୱାସ୍ଥ୍ୟର ଭିତ୍ତିଭୂମି ହେଉ କି ମମତା, ବିଜୁ…

୫-ଟି ଅଧ୍ୟକ୍ଷଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ଭୁବନେଶ୍ୱର,୧୬ା୧୧ : ରାଜ୍ୟର ସାମଗ୍ରିକ ବିକାଶରେ ସରକାରଙ୍କ ୫-ଟି ନୀତିର ରହିଛି ଗୁରୁତ୍ୱ । ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରର ଭିତ୍ତିଭୂମି ହେଉ କି ମମତା, ବିଜୁ ସ୍ୱାସ୍ଥ୍ୟ ଭଳି ଯୋଜନା କିମ୍ବା ରାସ୍ତା, ସେତୁ ହେଉ କି କ୍ରୀଡ଼ା, ପର୍ଯ୍ୟଟନର ଭିତ୍ତିଭୂମି ଆଦି ଚାଲିଛି ୫-ଟି ଅଧିନରେ । ଏବେ…

୫-ଟି ଅଧ୍ୟକ୍ଷଙ୍କୁ ଭେଟିଲେ ୩୦ରୁ ଅଧିକ ସଂଗଠନର କର୍ମକର୍ତ୍ତା

ଭୁବନେଶ୍ୱର,୧୩ା୧୧ : ନବୀନ ନିବାସରେ ୫-ଟି ଓ ନବୀନ ଓଡିଶାର ଅଧକ୍ଷ ଭି.କେ ପାଣ୍ଡିଆନଙ୍କୁ ଭେଟିଛନ୍ତି ରାଜ୍ୟର ଆଉ ୩୦ ସଙ୍ଗଠନ । ସଂଗଠନର କର୍ମକର୍ତ୍ତାମାନେ ରୂପାନ୍ତରଣ ଅଭିଯାନ ପାଇଁ ନିଜର ସମର୍ଥନ ଜ୍ଞାପନ ସହ ଦୀର୍ଘ ବର୍ଷ ପରେ ରାଜ୍ୟର ଦ୍ରୁତ ବିକାଶକୁ ଭୁରିଭୁରି ପ୍ରଶଂସା କରିଛନ୍ତି ।…

୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ ପ୍ରକଳ୍ପ କାର୍ଯ୍ୟ ଶେଷ କର : ଶୃଙ୍ଖଳିତ ଦର୍ଶନ ଲାଗି ପଦକ୍ଷେପ ନିଅ

ପୁରୀ,୧୧ା୧୧ : ନିର୍ଦ୍ଧାରିତ ସମୟ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ନିର୍ଦ୍ଦେଶ ଦେଇଛନ୍ତି । ଏତଦବ୍ୟତୀତ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଲାଗି ପଦକ୍ଷେପ ନେବାକୁ ସେ ବିଭଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ…

ଖୁବ୍‌ଶୀଘ୍ର ପାଣ୍ଡିଆନଙ୍କୁ ମିଳିବ ବଡ଼ ଦାୟିତ୍ୱ!

ଭୁବନେଶ୍ୱର,୧୦ା୧୧ : ଏବେ କିଛି ଦିନ ହେଲା ନବୀନ ନିବାସରେ ଲାଗୁଛି ଭିଡ଼ । ରାଜନୈତିକ ଦଳର ନେତା ହୁଅନ୍ତୁ କି ଅଣରାଜନୈତିକ ବ୍ୟକ୍ତିବିଶେଷ କିମ୍ବା ସରକାରୀ କର୍ମଚାରୀ ହୁଅନ୍ତୁ କି ବିଭିନ୍ନ ସଂଗଠନର କର୍ମକର୍ତ୍ତା, ଏବେ ସମସ୍ତେ ପହଞ୍ଚୁଛନ୍ତି ନବୀନ ନିବାସରେ । ୫-ଟି ଓ ନବୀନ ଓଡ଼ିଶା…