ମାଲକାନଗିରି ଗସ୍ତରେ 5T ସଚିବ, ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା
ମାଲକାନଗିରି : ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ମାଲକାନଗିରି ଗସ୍ତରେ ଅଛନ୍ତି । ମାଥିଲିରେ ପହଞ୍ଚିବା ପରେ ଶିବସାଗର ଯାଇ ଉନ୍ନତିକରଣ ସମୀକ୍ଷା କରିଛନ୍ତି 5T ସଚିବ । ପରେ ପ୍ରସ୍ତାବିତ ରେଳ ଲାଇନ ଓ ସପ୍ତଧରା ଜଳସେଚନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଏହାପରେ ଲୋକଙ୍କ…