ଦେଶକୁ ରାହୁଲ ଗାନ୍ଧୀ ଦରକାର କହି ୭୮ ବର୍ଷୀୟା ବୟସ୍କା ମହିଳା ରାହୁଲଙ୍କ ନାଁରେ ଲେଖିଦେଲେ ସବୁ ସମ୍ପତ୍ତି
ଡୁମାଣୀ ଟିଭି ୪/୪ : କଂଗ୍ରେସନେତା ରାହୁଲ ଗାନ୍ଧୀଙ୍କ ପ୍ରତି ୭୮ ବର୍ଷୀୟା ବୃଦ୍ଧା ମହିଳାଙ୍କ ଦୃଢ଼ ଭରସା। ଦେଶକୁ ରାହୁଲ ଦରକାର। ତାଙ୍କର ଆଇଡିଆ ହିଁ ଦେଶକୁ ଆଗକୁ ନେବ ବୋଲି କହୁଛନ୍ତି ଉତ୍ତରାଖଣ୍ଡ ଦେହରାଦୁନର ଡାଲନବାଲା ନେହରୁ ରୋଡ୍ର ୭୮ ବର୍ଷୀୟା ମହିଳା ପୁଷ୍ପା ମୁଞ୍ଜିଲାଲ୍। କେବଳ…