ମୁମ୍ବାଇ ପୋଲିସ କାର୍ଯ୍ୟକ୍ରମରେ ଅକ୍ଷୟ କୁମାର ଚଳାଇଲେ ସାଇକେଲ
ମୁମ୍ବାଇ, ୧୯/୦୬: ବଲିଉଡ ଖିଲାଡି ଅକ୍ଷୟ କୁମାର କେବଳ ଅଭିନୟ ପାଇଁ ନୁହେଁ ବରଂ ଫିଟନେସ ପାଇଁ ମଧ୍ୟ ଜଣାଶୁଣା । ସେ ପ୍ରାୟତ ଲୋକଙ୍କୁ ଫିଟ୍ ରହିବାକୁ ପରାମର୍ଶ ଦିଅନ୍ତି । ଅକ୍ଷୟ ବଲିଉଡ ପାର୍ଟୀ ଏବଂ ମଦ୍ୟପାନଠାରୁ ଦୂରରେ ରହିଥିବାର ଜଣାଶୁଣା । ସେ ପ୍ରତିଦିନ ସକାଳ ୪.୩୦ ରେ ଉଠନ୍ତି ଏବଂ…