Browsing Tag

#andra hospital

ଡାକ୍ତରଖାନାରେ ଚାଲିଗଲା ବିଜୁଳି ମହମ ଫୋନ ଟର୍ଚ୍ଚ ଲାଇଟରେ ପ୍ରସବ କରାଇଲେ ଡାକ୍ତର

ଆନ୍ଧ୍ରପ୍ରଦେଶ ବିଶାଖାପଟନମରେ ଅନେକ ସମୟରେ ଏବେ ବିଜୁଳିକୁ ନେଇ ସମସ୍ୟା ଦେଖିବାକୁ ମିଳିଛି | ଅନେକ ସମୟରେ ବିଜୁଳି ଚାଲିଯାଇଛି | ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମୁଖହୀନ ହେଉଛନ୍ତି | ତେବେ ବିଜୁଳୀକୁ ନେଇ କେତେକ ହସ୍ପିଟାଲ୍‌ରେ ବି ସମସ୍ୟା ଦେଖିବାକୁ ମିଳେ। ଏମିତି ବି…