Browsing Tag

#ayodhya mandir

ଦିଆସିଲି କାଠିରେ ଅଯୋଧ୍ୟା ମନ୍ଦିରର ଗାଥା

ଡୁମାଣୀ ଟିଭି,୧୦/୪:ଆଜି ପବିତ୍ର ଶ୍ରୀରାମ ନବମୀ। ଏହି ଅବସରରେ ପୁରୀ କୁମ୍ଭାରପଡ଼ା ଅଞ୍ଚଳର ଯୁବ କଳାକାର ଶାଶ୍ଵତ ରଞ୍ଜନ ସାହୁ ଦିଆସିଲି କାଠିରେ ଅଯୋଧ୍ୟା ମନ୍ଦିର ତିଆରି କରିଛନ୍ତି। ୧୪୨୩ ଟି ଦିଆସିଲି କାଠିରେ ୧୪ ଦିନରେ ଶାଶ୍ବତ ଏହି କଳାକୃତି ଟି ତିଆରି କରିଛନ୍ତି। ଏହି କଳାକୃତିର…