ପୋଖରୀରୁ ମିଳିଲା ମଣିଷ ଖପୁରୀ
ବାଲେଶ୍ବର: ପୋଖରୀରୁ ମିଳିଲା ନର କଙ୍କାଳ। ଅଖା ବସ୍ତାରେ ବନ୍ଧା ଅବସ୍ଥାରେ ମିଳିଛି ମଣିଷ ଖପୁରୀ ଓ ହାଡ଼। ବାଲେଶ୍ବର ଜିଲ୍ଲା ସିଂଲା ଥାନା ପାଣିଶୁଳିଆ ଦୁରୁଣ୍ଡି କାଳ ପୋଖରୀରୁ ଉଦ୍ଧାର ହୋଇଛି ଏହି ନର କଙ୍କାଳ । ଏଠାରେ କୌଣସି ବ୍ୟକ୍ତିଙ୍କୁ ହତ୍ୟା କରି ଫୋପଡା ଯାଇଥିବା ଅଭିଯୋଗ…