ବିଲେଇକୁ ଉଦ୍ଧାର କରିବାକୁ ଯାଇ ଜଣେ ମୃତ
ଭୁବନେଶ୍ୱର, (ଡିକେ ନୁ୍ୟଜ୍): ଭୁବନେଶ୍ୱରରେଏକ ଅଭାବନୀୟ ଘଟଣା ଘଟିଛି ।ଚନ୍ଦ୍ରଶେଖରପୁର ଥାନା ଅଧିନ ପଟିଆ ଷ୍ଟେସନନିକଟରେ ବିଲେଇକୁ ଉଦ୍ଧାର ପାଇଁ ଜଣେ ପରେଜଣେ ୩ ଜଣ କୂଅକୁ ଡେଇଁଥିଲେ । ଏମାନଙ୍କମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେଶିବଶଙ୍କର ସାହୁ (୫୦) । ତାଙ୍କ ଘର…