ଭୁବନେଶ୍ୱରରେ ସେକ୍ସ ର୍ୟାକେଟ ଠାବ
ଭୁବନେଶ୍ୱର : ବାହାରେ ଏନଜିଓ, ଭିତରେ ସେକ୍ସ ରାକେଟ । ପୁଣି ରାଜଧାନୀ ଭୁବନେଶ୍ୱରରୁ ଏକ ସେକ୍ସ ରାକେଟ ଠାବ କଲା ଲିଙ୍ଗରାଜ ଥାନା ପୋଲିସ । ଏହି ଏନଜିଓଟି ଦୀର୍ଘ ଦିନ ହେବ ଚଳାଇଥିଲା ଦେହ ବେପାର । ଯାହାର ସୂଚନା ପାଇଁ ଆଜି ରେଡ୍ କରିଛି ଲିଙ୍ଗରାଜ ଥାନା ପୋଲିସ । ଓଲଡ୍ ଟାଉନର ନାଗେଶ୍ୱର…