ଭୁବନେଶ୍ୱରରେ ସେକ୍ସ ର‍୍ୟାକେଟ ଠାବ

195

ଭୁବନେଶ୍ୱର : ବାହାରେ ଏନଜିଓ, ଭିତରେ ସେକ୍ସ ରାକେଟ । ପୁଣି ରାଜଧାନୀ ଭୁବନେଶ୍ୱରରୁ ଏକ ସେକ୍ସ ରାକେଟ ଠାବ କଲା ଲିଙ୍ଗରାଜ ଥାନା ପୋଲିସ । ଏହି ଏନଜିଓଟି ଦୀର୍ଘ ଦିନ ହେବ ଚଳାଇଥିଲା ଦେହ ବେପାର । ଯାହାର ସୂଚନା ପାଇଁ ଆଜି ରେଡ୍‌ କରିଛି ଲିଙ୍ଗରାଜ ଥାନା ପୋଲିସ । ଓଲଡ୍‌ ଟାଉନର ନାଗେଶ୍ୱର ଟାଙ୍ଗୀରେ ସାଇ ସେବା ନାଁରେ ·ଲିଥିଲା ଏହି ସେକ୍ସ ର‍୍ୟାକେଟ । ଯାହା ଉପରେ ଆଜି ରେଡ କରିଛି ଲିଙ୍ଗରାଜ ଥାନା ପୋଲିସ୍‌ । ଏହି ସେକ୍ସ ରାକେଟର ମାଷ୍ଟର ମାଇଣ୍ଡ ନରେଶ କୁମାର ରଣା ସହିତ ଜଣେ ଦେହଜୀବୀ ଏବଂ ଜଣେ ଗ୍ରାହକଙ୍କ ମଧ୍ୟ ଗିରଫ କରିଛି ପୋଲିସ ।

Leave A Reply

Your email address will not be published.