Browsing Tag

#bhubaneswar

୪୭ ସଂସ୍ଥା ପାଇଲେ ରାଜ୍ୟ ରପ୍ତାନୀ ପୁରସ୍କାର

ଭୁବନେଶ୍ୱର, : ରାଜ୍ୟ ରପ୍ତାନୀ ଓ ବାଣିଜ୍ୟ ନିର୍ଦ୍ଦେଶାଳୟ ଦ୍ୱାରା ୨୦୨୦- ୨୧ ଏବଂ ୨୦୨୧-୨୨ ପାଇଁ ପୁରସ୍କାର ପ୍ରଦାନ ସମାରୋହ ସଂପାଦିତ ହୋଇଯାଇଛି । ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଭାଗୀୟ ମନ୍ତ୍ରୀ ପ୍ରତାପ କେଶରୀ ଦେବ ରପ୍ତାନୀକାରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।…

ଜାମୁଝରି ପରିସରରେ ଆଇନ ସହାୟତା ପ୍ରକୋଷ୍ଠ ଉଦ୍‌ଘାଟିତ

ଭୁବନେଶ୍ୱର,: ଜାମୁଝରୀସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମ ପରିସରରେ ଅନ୍ତେବାସୀମାନଙ୍କ ପାଇଁ ଆଇନ ସହାୟତା ପ୍ରକୋଷ୍ଠ ଏବଂ ଗାଡ଼ି •ଳନା ପ୍ରଶିକ୍ଷଣ କେନ୍ଦ୍ର ଶୁଭାରମ୍ଭ ହୋଇଛି । ଏହାକୁ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବି•ରପତି-ତଥା- ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର…

ରାସ୍ତା ନାହିଁ: ଖଟିଆରେ ବୁହା ହେଲେ ପ୍ରସୂତି

ଜୟପାଟଣା, : ପାହାଡ଼ ଉପରେ ଶହ ଶହ ବର୍ଷ ଧରି ଅବସ୍ଥାନ ସାଙ୍ଗକୁ ଏକ ନିର୍ବା ସୀତ ଜୀବନ ବଞ୍ଚି ଆସୁଥିବା ଆଦିବାସୀଙ୍କ ପାଇଁ ନିରାପଦ ମାତୃତ୍ୱ ଏବେ ବି ସ୍ୱପ୍ନ ପାଲଟିଛି । ଗତ ସୋମବାର ଦିନ ଏକ ଆସନ୍ନ ପ୍ରସବାର ଗର୍ଭ ଯନ୍ତ୍ରଣା ହେବା ପରେ ପାହାଡ଼ ଉପରୁ ପାଞ୍ଚ କି ମି ଖଟିଆରେ ବୁହା ହୋଇ…

ନାଟମଣ୍ଡପ ମରାମତି ପ୍ରସଙ୍ଗରେ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ

କଟକ, : ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପ୍ରସଙ୍ଗରେ ଅବହେଳାକୁ ନେଇ ଭାରତୀୟ ପ୍ରତ୍ନତତ୍ତ୍ୱବ ସର୍ବେକ୍ଷଣ ସ୍ଥସ୍ଥା (ଏଏସ୍‌ଆଇ) ଉପରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ମଙ୍ଗଳବାର ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ୨୦୧୭ରୁ ଏଏସ୍‌ଆଇ କ’ଣ କରୁଛି ବୋଲି ହାଇକୋର୍ଟ ପ୍ରଶ୍ନ…

ରାତି ୧୦ରୁ ସକାଳ ୬ ଯାଏ ବାଣଫୁଟା ବନ୍ଦ

ଭୁବନେଶ୍ୱର, : ପରିବେଶ ପ୍ରଦୂଷଣ ଏବେ ମୁଖ୍ୟ ଚିନ୍ତାର ବିଷୟ ହୋଇଛି । କେବଳ ସହର ନୁହେଁ, ଗାଁ ଗଣ୍ଡା ମଧ୍ୟ ପ୍ରଦୂଷଣ ଜ୍ୱାଳାରେ ଛଟପଟ ହେଲାଣି । କେଉଁଠି ଜଳ ପ୍ରଦୂଷଣ ତ କେଉଁଠି ବାୟୁ ପ୍ରଦୂଷଣ ପରିବେଶକୁ ବିଷଜ୍ୱାଳାରେ ଭରି ଦେଲାଣି । ରାଜଧାନୀ ଦିଲ୍ଲୀ ପ୍ରଦୂଷଣରେ ଅଣନିଃଶ୍ୱାସୀ ହେଉଛି ।…

ରାଜଧାନୀରେ ବଧୂହତ୍ୟା ଅଭିଯୋଗ: ଥାନାରେ ସ୍ୱାମୀ ଅଟକ

ଭୁବନେଶ୍ୱର,: ରାଜଧାନୀ ଭୁବନେଶ୍ୱରରେ ବଧୂହତ୍ୟା ଅଭିଯୋଗ ହୋଇଛି । ଝିଅକୁ ଶାଶୁଘରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ବାପଘର ଲୋକେ । ଏୟାରଫିଲ୍ଡ ଥାନା ଅରବିନ୍ଦ ନଗରରେ ପ୍ରିୟଙ୍କା ମିଶ୍ରଙ୍କୁ ହତ୍ୟା କରି ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି । ଅଢେଇ ବର୍ଷ ପୂର୍ବରୁ କେନ୍ଦ୍ରାପଡ଼ାର…

ଓଡ଼ିଶାର ସଫଳ ବିପର୍ଯ୍ୟୟ ପରି·ଳନାକୁ ବିଶ୍ୱବ୍ୟାଙ୍କର ପ୍ରଶଂସା

ଭୁବନେଶ୍ୱର,: ୧୯୯୯ ମସିହାର ଓଡ଼ିଶା ଓ ବର୍ତ୍ତମାନର ଓଡ଼ିଶା ମଧ୍ୟରେ ଅନେକ ପରିବର୍ତ୍ତନ । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଘଟିଥିବା ରୂପାନ୍ତରଣ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇଛି । ବିପର୍ଯ୍ୟୟ ମୁକାବିଲା ପାଇଁ ବିଭିନ୍ନ ଦେଶକୁ ସହଯୋଗ ପ୍ରଦାନ କରୁଥିବା ବିଶ୍ୱବ୍ୟାଙ୍କ ଓଡ଼ିଶାର…

ପୁରୀ ଖଜାକୁ ଜିଆଇ ଟ୍ୟାଗ୍‌ କେବେ?

ପୁରୀ,: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଛପନ ଭୋଗର ଅଂଶବିଶେଷ ହେଉଛି ଖଜା । ଖଜାର ରୂପ, ସ୍ୱାଦ ଓ ପ୍ରସ୍ତୁତି ପ୍ରଣାଳୀ ନିମନ୍ତେ ରହିଛି ସ୍ୱତନ୍ତ୍ର ଲୋକପ୍ରିୟତା । ଆଉ ଖଜା ବ୍ୟବସାୟକୁ କ୍ଷୁଦ୍ରଶିଳ୍ପ ବା ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିବା ନିହାତି ଆବଶ୍ୟକ ବୋଲି ଭକ୍ତ, ସେବାୟତ, ଗବେଷକ ଓ…

ଆଗକୁ ଗଡୁଛି ଗାଁ ବିକାଶ ରଥ

ଭୁବନେଶ୍ୱର,: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ୱକାଂକ୍ଷୀ ଯୋଜନା "ଆମ ଓଡିଶା ନବୀନ ଓଡିଶା' ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ । ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଆଜି ଭୁବନେଶ୍ୱରରୁ…

ଉତ୍କଳ ଆଲୁମିନା ଓ ରାୟଗଡ଼ା ଜିଲ୍ଲା ପ୍ରଶାସନର “ସିକଲ୍ ସେଲ୍ ସଚେତନତା କାର୍ଯ୍ୟକ୍ରମ’

ଭୁବନେଶ୍ୱର/ରାୟଗଡ଼ା, : ରାୟଗଡ଼ା ଜିଲ୍ଲାରେ ସିକଲ୍ ସେଲ୍ ରୋଗ ଜନିତ ଆହ୍ୱାନର ମୁକାବିଲା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଜିଲ୍ଲା ପ୍ରଶାସନ ଓ ଆଦିତ୍ୟ ବିର୍ଲା ଗ୍ରୁପର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ସହାୟକ ସଂସ୍ଥା ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ୍ ଲିମିଟେଡ ମିଳିତ…