ବିଜୁବାବୁଙ୍କୁ ଭାରତରତ୍ନ କେବେ ?
ଏ ଯାବତ୍ ଦେଶର ୪୮ ଜଣଙ୍କୁ ଭାରତରତ୍ନ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଓଡିଶାରୁ ଜଣେ ହେଲେ କେହି ଉକ୍ତ ସମ୍ମାନ ପାଇନାହାନ୍ତି। ସେବା ସହିତ କଳା, ବିଜ୍ଞାନ, ଇଞ୍ଜିନିୟରିଂ, କ୍ରୀଡ଼ା, ବାଣିଜ୍ୟ ବ୍ୟବସାୟ ଆଦି ବିବିଧ କ୍ଷେତ୍ରରେ ଉକ୍ରର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଦେଶ…