ଖୋର୍ଦ୍ଧା ବାଣ ବିସ୍ଫୋରଣ ଘଟଣା, ଗଲାଣି ୫ ଜଣଙ୍କ ଜୀବନ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଭୁଷଣ୍ଡପୁରରେ ଭୟଙ୍କର ବାଣ ବିସ୍ଫୋରଣ ଘଟଣା । ଭୟଙ୍କର ବିସ୍ଫୋରଣରେ ଗଲାଣି ୫ ଜଣଙ୍କ ଜୀବନ । ପ୍ରଥମେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଦୋଳଗୋବିନ୍ଦ ବେହେରା । ପୂର୍ବରୁ ନିରଞ୍ଜନ…