Browsing Tag

#bjd

୩୫୪୯ ପିଲା ପାଇଲେ ଓଡିଆ ଭାଷା ବୃତ୍ତି ପୁରସ୍କାର ନିଜ ସାମର୍ଥ୍ୟକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ପାଇଁ ଉଦ୍ୟମ…

ଭୁବନେଶ୍ୱର,୧୬ା୧୧ : ତିନି ଦିନ ଧରି ଚାଲିଥିବା ପିଲାଙ୍କ ମହୋତ୍ସବ ସୁରଭି ଗୁରୁବାର ଉଦ୍‌ଯାପିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ପିଲାମାନଙ୍କୁ ନିଜ ଚିନ୍ତାଧାରାକୁ ଉଚ୍ଚ କରିବାକୁ ପ୍ରେରଣା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ…

୧୨ ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର ୪ ବର୍ଷରେ ଶେଷ ହେବ ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପ

ଭୁବନେଶ୍ୱର,୧୪ା୧୧ : ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କ୍ୟାବିନେଟ୍‌ ବୈଠକରେ ୧୧ଟି ବିଭାଗର ୧୨ଟି ପ୍ରସ୍ତାବ ପାରିତ ହୋଇଛି । କ୍ୟାବିନେଟ୍‌ ବୈଠକର ନିଷ୍ପତ୍ତି…

୫-ଟି ଅଧ୍ୟକ୍ଷଙ୍କୁ ଭେଟିଲେ ୩୦ରୁ ଅଧିକ ସଂଗଠନର କର୍ମକର୍ତ୍ତା

ଭୁବନେଶ୍ୱର,୧୩ା୧୧ : ନବୀନ ନିବାସରେ ୫-ଟି ଓ ନବୀନ ଓଡିଶାର ଅଧକ୍ଷ ଭି.କେ ପାଣ୍ଡିଆନଙ୍କୁ ଭେଟିଛନ୍ତି ରାଜ୍ୟର ଆଉ ୩୦ ସଙ୍ଗଠନ । ସଂଗଠନର କର୍ମକର୍ତ୍ତାମାନେ ରୂପାନ୍ତରଣ ଅଭିଯାନ ପାଇଁ ନିଜର ସମର୍ଥନ ଜ୍ଞାପନ ସହ ଦୀର୍ଘ ବର୍ଷ ପରେ ରାଜ୍ୟର ଦ୍ରୁତ ବିକାଶକୁ ଭୁରିଭୁରି ପ୍ରଶଂସା କରିଛନ୍ତି ।…

ସହର ଓ ଗାଁ ଭିତରେ ରହିବନି ଫରକ

ଭୁବନେଶ୍ୱର, : ବିକାଶ ଯାତ୍ରାରେ ସାମିଲ ହୋଇଛି ରାଜ୍ୟର ସବୁ ପଞ୍ଚାୟତ । ଡିଜିଟାଲ ସଂଯୋଗ ସହିତ ଜଗନ୍ନାଥ ସଂସ୍କୃତିର ସମନ୍ୱୟରେ ସଶକ୍ତ ଓଡ଼ିଶାର ମାର୍ଗକୁ ପ୍ରଶସ୍ତ କରିଛି "ଆମ ଓଡ଼ିଶା ନବୀନ ଓଡ଼ିଶା' । ଗ୍ରାମୀଣ ଭିତ୍ତିଭୂମିର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିନବ…

କିଟ୍‌ ଓ କିସ୍‌ରେ ମୁଖ୍ୟମନ୍ତ୍ରୀ ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମକୁ କଲେ ଉଦ୍‌ଘାଟନ

ଭୁବନେଶ୍ୱର,୧୧ା୧୧: କିଟ୍‌ ଓ କିସ ପକ୍ଷରୁ ଏହାର କର୍ମ•ରୀଙ୍କ ପିଲାମାନଙ୍କ ନିମନ୍ତେ ପ୍ରତିଷ୍ଠା କରାଯାଇଥିବା ସେଫାଳୀ କ୍ରେଚ୍‌, କିଟ୍‌ ପବ୍ଲିକ ସ୍କୁଲ୍‌ ଏବଂ ସର୍ବସାଧାରଣଙ୍କ ନିମନ୍ତେ ଜୟନ୍ତ ମହାପାତ୍ର ପବ୍ଲିକ୍‌ ଲାଇବ୍ରେରୀ, ବାବା ନାରାୟଣ ଦାସ ପ୍ରସାଦ ସେବନ କେନ୍ଦ୍ର, କିଟ୍‌ ସୋଭିନିର…

ଗାଁର ଉନ୍ନତି ସଶକ୍ତ ଓଡ଼ିଶାର ବିକାଶ

ଜୟପୁର,: କୋରାପୁଟ ଜିଲ୍ଲାରେ ଆମ ଓଡିଶା ନବିନ ଓଡ଼ିଶା କାର୍ଯ୍ୟକ୍ରମ ଜୟପୁର ଦଶହରା ପଡିଆ ଠାରେ ପାଳିତ ହୋଇଯାଇଛି । ଜିଲ୍ଲାର ୧୪ ଟି ବ୍ଲକର ପଞ୍ଚାୟତରେ ୩୦୮୭ ଟି ପ୍ରକଳ୍ପ ପାଇଁ ମୋଟ ୧୨୦ ଅନୁଦାନ ଦେଇ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଗାଁର ବିକାଶକୁ ଶସକ୍ତ ଓଡିଶାରେ ବିକାଶର ପ୍ରତିଛବି…

ଖୁବ୍‌ଶୀଘ୍ର ପାଣ୍ଡିଆନଙ୍କୁ ମିଳିବ ବଡ଼ ଦାୟିତ୍ୱ!

ଭୁବନେଶ୍ୱର,୧୦ା୧୧ : ଏବେ କିଛି ଦିନ ହେଲା ନବୀନ ନିବାସରେ ଲାଗୁଛି ଭିଡ଼ । ରାଜନୈତିକ ଦଳର ନେତା ହୁଅନ୍ତୁ କି ଅଣରାଜନୈତିକ ବ୍ୟକ୍ତିବିଶେଷ କିମ୍ବା ସରକାରୀ କର୍ମଚାରୀ ହୁଅନ୍ତୁ କି ବିଭିନ୍ନ ସଂଗଠନର କର୍ମକର୍ତ୍ତା, ଏବେ ସମସ୍ତେ ପହଞ୍ଚୁଛନ୍ତି ନବୀନ ନିବାସରେ । ୫-ଟି ଓ ନବୀନ ଓଡ଼ିଶା…

ଏଣିକି ଓଡ଼ିଶା ହେବ ସେମିକଣ୍ଡକ୍ଟର ହବ୍‌

ଭୁବନେଶ୍ୱର,୧୦ା୧୧: ବିଶ୍ୱର ସୂଚନା ଓ ପ୍ରଯୁକ୍ତି ବିଦ୍ୟାର କେନ୍ଦ୍ରସ୍ଥଳ କୁହାଯାଉଥିବା ସିଲିକନ୍‌ ଭ୍ୟାଲି ଓଡ଼ିଶାରେ ପ୍ରତିବିମ୍ବିତ ହେବ । ସିଲିକନ୍‌ ଭ୍ୟାଲି ଢ଼ାଞ୍ଚାରେ ଓଡ଼ିଶାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାକୁ ବିକଶିତ କରାଯିବ । ଏଥିପାଇଁ ରାଜ୍ୟ ସରକାର ଯେଉଁ ନକ୍ସା ପ୍ରସ୍ତୁତ…

ଗାଁ ଗାଁରେ ବିକାଶର ପଦଧ୍ୱନୀ

ଭୁବନେଶ୍ୱର,୧୦ା୧୧: ସବୁ ପଞ୍ଚାୟତରେ ପହଞ୍ଚିଲା ଆମ ଓଡିଶା ନବୀନ ଓଡିଶା । ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ୱକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ଅକ୍ଟୋବର ୧୦ରୁ ଆରମ୍ଭ ହୋଇ ନଭେମ୍ବର ୧୦ରେ, ଏକ ମାସ ସମୟସୀମା ମଧ୍ୟରେ ମାତ୍ର ୧୩ ଦିନର କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ହୋଇଛି ଏହି…

ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ଶପଥ

ମାହାଙ୍ଗା,: ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଜନ ସାଧାରଣଙ୍କ ଘରେଘରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ବାତ୍ତା ପହଞ୍ଚେଇବା ପାଇଁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କ ନିର୍ଦେଶ କ୍ରମେ ଦ୍‌ୱିତୀୟ ଦିନରେ ଏକ ବିଶାଳ ଜୋନ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…