Browsing Tag

#bjd

ଡିସେମ୍ବର ୧୫ ସୁଦ୍ଧା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ନବୀନ ଓଡ଼ିଶା ଓ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍‌ ଆଜି ବଡ଼ିଭୋରରୁ ପୁରୀ ଯାଇ ସାଢେ଼ ୪ଟାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ପରିକ୍ରମା ପ୍ରକଳ୍ପ କାମ ତ୍ୱରାନ୍ୱିତ କରି ୨୦୨୩ ଡିସେମ୍ବର ୧୫ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ…

‘ନବୀନ ଓଡ଼ିଶା’ ଗ୍ରାମ୍ୟ ବିକାଶ କ୍ଷେତ୍ରରେ ପଥ ପ୍ରଦର୍ଶକ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ୱକାଂକ୍ଷୀ ଯୋଜନା "ଆମ ଓଡିଶା ନବୀନ ଓଡିଶା' ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ । ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଆଜି ଭୁବନେଶ୍ୱରରୁ…

ପୁନର୍ଗଠିତ ହେଲା ବିଜେଡି ଆଇନ ସାମ୍ମୁଖ୍ୟ, ରାଜ୍ୟ ସଭାପତି ହେଲେ ମିଲନ କାନୁନଗୋ

ଭୁବନେଶ୍ୱର: ପୁନର୍ଗଠିତ ହେଲା ବିଜେଡି ଆଇନ ସାମ୍ମୁଖ୍ୟ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଲିଗାଲ ଫ୍ରଣ୍ଟ ଗଠିତ ହୋଇଛି । ବିଜେଡି ଆଇନ ସାମ୍ମୁଖ୍ୟ ରାଜ୍ୟ ସଭାପତି ହୋଇଛନ୍ତି ମିଲନ କାନୁନଗୋ । ସେହିପରି ଶୁଭ୍ରାଂଶୁ ଶେଖର ମହାନ୍ତି ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି । ମନୋଜ…

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ

ଡୁମାଣୀ ଟିଭି,17/4:ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦେ୍ଧାତ୍ସବ। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦେ୍ଧାତ୍ସବ ଉପଲକ୍ଷେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସୂଚନା ଓ ଲୋକ ସମ୍ପର୍କ ବିଭାଗ…

ବିଏମସି ମେୟର ଭାବେ ଶପଥ ନେଲେ ସୁଲୋଚନା କହିଲେ ଭୁବନେଶ୍ୱର ବାସୀଙ୍କ ସ୍ବପ୍ନକୁ ସାକାର କରିବି

ଡୁମାଣୀ ଟିଭି,୯/୪: ଭୁବନେଶ୍ୱର ମହାନଗର ନିଗମର ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ । ଏହାପରେ ସେ ମଧ୍ୟ ମେୟର ଭାବେ ଦାୟିତ୍ୱ ମଧ୍ୟ ନେଇଛନ୍ତି । ବିଏମ୍‌ସିର ପ୍ରଥମ ମହିଳା ମେୟର ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ତେବେ ଏହି ଅବସରରେ ସେ କହିଛନ୍ତି ଯେ, “ସାଢେ ୧୧ ଲକ୍ଷ ଲୋକ ଆମ…

ରାଜ୍ୟରେ ଖାଲି ହେବ ୪ ରାଜ୍ୟସଭା ସିଟ୍ ତାକୁ ନେଇ ଚର୍ଚ୍ଚା

ଡୁମାଣୀ ଟିଭି ୩/୪:ରାଜ୍ୟରେ ଖାଲି ହେବ ୪ ରାଜ୍ୟସଭା ସିଟ୍। ସସ୍ମିତ ପାତ୍ର, ପ୍ରସନ୍ନ ଆଚାର୍ଯ୍ୟ ଓ ଏନ ଭାସ୍କର ରାଓଙ୍କ କାର୍ଯ୍ୟକାଳ ଜୁଲାଇରେ ସରୁଛି। ଏହା ସହ ରାଜ୍ୟସଭା ସାଂସଦ ସୁବାସ ସିଂହ କଟକ ମେୟର ନିର୍ବାଚିତ ହୋଇଛନ୍ତି, ତେଣୁ ସେ ମଧ୍ୟ ରାଜ୍ୟସଭାରୁ ଇସ୍ତଫା ଦେବେ। ଏହି ୪ ସିଟରେ କିଏ…

ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ଫଳାଫଳ ମାତ୍ରାଧିକ ଭୋଟ ହାସଲ କରିଛି ବିଜେଡି

ଡୁମାଣୀ ଟିଭି ,୨୭/୩ : ଯାହା ଆଶାନୁରୂପ ଫଳ ପ୍ରତିଫଳିତ ହୋଇଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସଫଳତାକୁ ପୌର ନିର୍ବାଚନରେ ଦୋହରାଇଛି ଶାସକ ବିଜୁ ଜନତା ଦଳ। ଆଉ ବହୁ ପଛରେ ରହି ଯାଇଛନ୍ତି ଦୁଇ ବିରୋଧୀ ଦଳ ବିଜେପି ଏବଂ କଂଗ୍ରେସ। ରାଜ୍ୟର ୩ ମହାନଗର ନିଗମରେ ବିଜେଡି ବାଜିମାତ୍ କରିଛି।…

ଚୌଦ୍ୱାର ପୌରନିର୍ବାଚନ ବାଜି ମାରିଲା ବିଜେଡି

ଡୁମାଣୀ ଟିଭି ,୨୬/୩ : ଚୌଦ୍ବାର ପୌରନିର୍ବାଚନ ଫଳାଫଳ ଆସିବା ପରେ ବିଜେଡ଼ି ଶିବିରରେ ଖୁସିର ମାହୋଲ୍ ଦେଖିବାକୁ ମିଳିଛି । ଚୌଦ୍ବାର ପୌର ଅଧ୍ୟକ୍ଷା ପଦ ବିଜେଡ଼ି ପ୍ରାର୍ଥିନୀ ମାନସୀ ସ୍ୱର୍ଣ୍ଣପ୍ରଭାଙ୍କ ହାତକୁ ଯାଇଥିବା ବେଳେ ମୋଟ ୧୯ଟି ୱାର୍ଡରୁ ୧୩ଟି ୱାର୍ଡରେ ବିଜେଡ଼ି କାଉନସିଲର…

ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ବିଜୟ ଅଭିମୁଖେ ବିଜେଡି ମେୟର ପ୍ରାର୍ଥୀନୀ ସୁଲୋଚନା ଦାସ

ଡୁମାଣୀ ଟିଭି ,୨୬/୩ : ଭୁବନେଶ୍ବର ମହାନଗର ନିଗମରେ କର୍ପୋରେଟର ଓ ମେୟର ପ୍ରାର୍ଥୀ ପାଇଁ ହୋଇଥିବା ନିର୍ବାଚନରେ ବିଜେଡିକୁ ଅଧିକ ଭୋଟ ମିଳିଛି। ରିପୋର୍ଟ ଲେଖାଯିବା ବେଳକୁ ବିଜେଡିର ପ୍ରାର୍ଥିନୀ ସୁଲୋଚନା ଦାସଙ୍କୁ ୭୫,୧୫୨ ଖଣ୍ଡ ଭୋଟ ମିଳିସାରିଛି। ବିଜେପିର ପ୍ରାର୍ଥିନୀ ସୁନୀତି…

ଆଜି ପୌର ଗଣତି ଆଗରେ ବିଜେଡି

ଡୁମାଣୀ ଟିଭି ,୨୬/୩ : ଆଜି ଚାଲିଛି ପୌର ଭୋଟ ଗଣତି । ସକାଳ ଆରମ୍ଭ ହୋଇଥିବା ଗଣତିରେ ବିଜେଡି ଆଗୁଆ ରହିଛି । ରାଜ୍ୟର ଅଧିକାଂଶ ଏନ୍ଏସି, ପୌରାଅଞ୍ଚଳରେ ଆଗରେ ରହିଛି ବିଜେଡି । ତେବେ ଏବେ ସୁଦ୍ଧା ୧୦୮ ପୌରଧ୍ୟକ୍ଷ ଆସନ ମଧ୍ୟରୁ ୭୩ଟିରେ ବିଜେଡି ଆଗୁଆ ଥିବା ବେଳେ ବିଜେପି ୧୭ଟିରେ ଏବଂ…