Browsing Tag

#BJD’FamilyRelationsCampaign’Today #dumanikhabar #odisha

ଆଜିଠୁ ବିଜେଡିର ‘ପରିବାର ସମ୍ପର୍କ ଅଭିଯାନ’

ଭୁବନେଶ୍ୱର, ଆସନ୍ତାକାଲି ଅର୍ଥାତ୍‌ ଜାନୁଆରୀ ୨୩ ନେତାଜୀ ଜୟନ୍ତୀରୁ ବିଜୁ ଜନତା ଦଳ "ପରିବାର ସମ୍ପର୍କ ଅଭିଯାନ' ଆରମ୍ଭ କରିବ। ଜାନୁଆରୀ ୨୩ରୁ ଆରମ୍ଭ ହୋଇ ଏହି ପରିବାର ସମ୍ପର୍କ ଅଭିଯାନ ମାର୍ଚ୍ଚ ୫ ବିଜୁ ଜୟନ୍ତୀ ଯାଏ ଚାଲିବ। ଏହି ପରିବାର ସମ୍ପର୍କ ଅଭିଯାନରେ ବଜୁ ଜନତା ଦଳ ପ୍ରତି…