ଆସନ୍ତା ମାସରୁ ବଦଳିଯିବ କେନ୍ଦ୍ର ସରକାରଙ୍କର ବିଭିନ୍ନ ନିୟମ ଆସନ୍ତୁ ଜାଣିବା କଣ କଣ ?
ଡୁମାଣୀ ଟିଭି ,୨୯/୩ : ଆସନ୍ତା ଏପ୍ରିଲ ୧ ତାରିଖରୁ କେନ୍ଦ୍ର ସରକାରଙ୍କର ବିଭିନ୍ନ ନିୟମ ବଦଳିବାକୁ ଯାଉଛି । ଏହାର ସିଧାସଳଖ ପ୍ରଭାବ ଆପଣଙ୍କର ଦୈନନ୍ଦିନ ଜୀବନରେ ପଡ଼ିପାରେ । ଉଭୟ ଗରିବ ଓ ଧନୀ ଏଥିରେ ପ୍ରଭାବିତ ହୋଇପାରନ୍ତି । ତେଣୁ ଏନେଇ ଧ୍ୟାନ ଦେବା ନିହାତି ଜରୁରୀ ।
୧- ମାର୍ଚ୍ଚ ୩୧ରେ…