Browsing Tag

#china

ଚୀନ୍‌ ପରିଚାଳିତ ୧୦୦ରୁ ଅଧିକ ୱେବସାଇଟ୍‌କୁ ନିଷିଦ୍ଧ କରିବ ଭାରତ

ନୂଆଦିଲ୍ଲୀ: ପୁଞ୍ଜିନିବେଶ ସମ୍ବନ୍ଧୀୟ ଦୁର୍ନୀତି ପାଇଁ ଭାରତୀୟମାନଙ୍କୁ ଟାର୍ଗେଟ କରୁଥିବା ୧୦୦ରୁ ଅଧିକ ଚୀନ୍‌ ୱେବସାଇଟ୍‌କୁ ନିଷିଦ୍ଧ କରିବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଚୀନ୍‌ ଦ୍ୱାରା ପରିଚାଳିତ ଆର୍ଥିକ ଠକେଇ ଉପରେ ସଦ୍ୟତମ ପର୍ଦ୍ଦାଫାସ ପରେ ଭାରତ ସରକାରଙ୍କ ପକ୍ଷରୁ…

ଚୀନ୍‌ରେ ବ୍ୟାପୁଛି ନିମୋନିଆ : ଭାରତରେ ଆଲର୍ଟ

ନୂଆଦିଲ୍ଲୀ ,୨୬ା୧୧: ଚୀନ୍‌ରେ ବଢ଼ୁଥିବା ନିମୋନିଆ ଓ ଶ୍ୱାସ ରୋଗ ଭାରତ ପାଇଁ ଚିନ୍ତା ବଢାଇ ଦେଇଛି । ଚୀନରେ ଆତଙ୍କ ଖେଳାଇଥିବା ଏଚ୍‌୯ଏନ୍‌୨ ଏବଂ ଶିଶୁମାନଙ୍କଠାରେ ଶ୍ୱାସକ୍ରିୟାଜନିତ ରୋଗ ନେଇ ସତର୍କ ହୋଇଛନ୍ତି ଭାରତ ସରକାର । ପୂର୍ବରୁ ରାମ ମନୋହର ଲୋହିଆ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର…

ଚୀନ୍‌ରେ ପୁଣି ବ୍ୟାପିଲା ଅଜଣା ରୋଗ

ବେଜିଂ: ଚାଇନାରେ ପୁଣି ଏକ ଅଜଣା ରୋଗ ବ୍ୟାପିଛି । ସ୍ୱାଇନ ଫ୍ଲୁ ଭଳି ରୋଗ ଅଧିକାଂଶ ପିଲାଙ୍କ ମଧ୍ୟରେ ବ୍ୟାପୁଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଏହି ରହସ୍ୟମୟ ରୋଗ ବିଷୟରେ ଅଧିକ ସୂଚନା ପାଇଁ ବେଜିଂକୁ କହିଛି । ଖବର ଅନୁଯାୟୀ, ଚାଇନାର ଡାକ୍ତରଖାନାଗୁଡ଼ିକରେ ଏହି ଅଜଣା ରୋଗରେ…

ଋଷ୍‌କୁ ଧୋକା ଦେଲା ଚୀନ୍‌

ୟୁକ୍ରେନ୍‌ ଉପରେ ଆକ୍ରମଣ ପରେ ଋଷ୍‌ ଉପରେ ଖପ୍ପା ହୋଇଛନ୍ତି ବିଶ୍ୱର ବିଭିନ୍ନ ରାଷ୍ଟ୍ର । ଏଥି ସହିତ ମସ୍କୋ ସହିତ ସଂପର୍କ ମଧ୍ୟ ଖରାପ ହେବାରେ ଲାଗିଛି । ଚୀନ୍ ଭିଳି ଦେଶ ବର୍ତ୍ତମାନ ପର୍ଯ୍ୟନ୍ତ ଋଷ୍‌ ସହିତ ରହିଥିବା ଦେଖିବାକୁ ମିଳିଥିବା ବେଳେ ଇକୋନୋମିକ୍‌ ଟାଇମ୍ସର ଏକ ରିପୋର୍ଟ…

ଯଦି ଭାରତକୁ କ୍ଷତି ପହଞ୍ଚାଇବ, ତ ଆମେ କାହାକୁ ଛାଡ଼ିବୁ ନାହିଁ’…ଚୀନକୁ ଏମିତି ଚେତାବନୀ ଦେଲେ ରାଜନାଥ ସିଂ

ଡୁମାଣୀ ଟିଭି,୧୬/୪:ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚୀନକୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ‘ଯଦି ଭାରତକୁ କ୍ଷତି ପହଞ୍ଚାଇବ, ତ ଆମେ କାହାକୁ ଛାଡ଼ିବୁ ନାହିଁ’। ସାନ୍‌ ଫ୍ରାନ୍ସିସ୍କୋରେ ଭାରତୀୟ ବାଣିଜ୍ୟ ଦୂତାବାସ ଦ୍ୱାରା ଆୟୋଜିତ ଏକ ସ୍ୱାଗତ ସମାରୋହରେ ଯୋଗଦେଇ ରାଜନାଥ…

ସାଂଘାଇ ସ୍ଥିତି ସାଂଘାତିକ ସଂକ୍ରମଣ ବଢିବାରୁ ସମଗ୍ର ସହର ସିଲ୍‌

ସାଂଘାଇ ସ୍ଥିତି ସାଂଘାତିକ। ସଂକ୍ରମଣ ବଢିବାରୁ ସମଗ୍ର ସହରକୁ ସିଲ୍‌ କରାଯାଇଛି। କଡା ଲକ୍‌ଡାଉନ୍‌ ଯୋଗୁଁ ଲୋକଙ୍କ ପାଖରେ ଏବେ ଅତ୍ୟାବଶ୍ୟକ ସାମଗ୍ରୀ ନାହିଁ। ଏଭଳି ସ୍ଥିତିରେ ଖାଦ୍ୟ ପାଇଁ ଲୋକଙ୍କୁ ହନ୍ତସନ୍ତ ହେବାକୁ ପଡୁଛି। ସାଂଘାଇରେ ୨୬ ନିୟୁତ ଲୋକ ଏବେ ସଂପୂର୍ଣ୍ଣ ଲକ୍‌ଡାଉନ୍‌ରେ…

କରୋନାଭାଇରସ୍ ର XE ଭାରିଆଣ୍ଟର ଲକ୍ଷଣ ..!

ବର୍ତ୍ତମାନ ବିଶ୍ବରେ କରୋନାର ପ୍ରକୋପ କମୁଥିବା ବେଳେ କେବଳ ଚୀନରେ ହିଁ ଏହା ଏବେ ଅଧିକ ବ୍ୟାପିବାରେ ଲାଗିଛି। ଚୀନକୁ ଛାଡ଼ି ଅନ୍ୟ ଦେଶ ଗୁଡିକରେ କିଛି ମାତ୍ରାରେ ଏହି ମହାମାରୀର ସଂକ୍ରମଣ କମିଛି। କିନ୍ତୁ ମୁମ୍ବାଇରେ ଦେଖା ଯାଇଥିବା ଆଉ ଏକ କରୋନା ଭାରିଆଣ୍ଟ ହେଉଛି XE ଭାରିଆଣ୍ଟ। ଅନେକ…

ଚୀନରେ ବେକାବୁ କରୋନା ପ୍ରଶାସନ ତରଫରୁ ବିଭିନ୍ନ କଟକଣା

ଡୁମାଣୀ ଟିଭି,୮/୪:କରୋନା ଭାଇରସ ଚୀନର ପିଛା ଛାଡ଼ୁନାହିଁ । ପୁଣିଥରେ ଏଠାରେ କରୋନା ଲୋକଙ୍କ ଉପରେ ଭାରି ପଡ଼ିବାରେ ଲାଗିଛି । ହଜାର ହଜାର ସଂଖ୍ୟାରେ ଲୋକ ସଂକ୍ରମିତ ହେଉଛନ୍ତି । କରୋନାର ନୂଆ ଲହରରେ ସବୁଠୁ ଅଧିକ ସାଙ୍ଘାଇରେ ଦେଖିବାକୁ ମିଳିଛି । ଏଠାରେ ପୁଣି ଥରେ ଲକଡାଉନ ଲଗାଯାଇଛି ।…

ସଙ୍କଟରେ ଚୀନ କାମ ଦେଉନି କୋଭିଡ ଟୀକା

ଡୁମାଣୀ ଟିଭି ,୨୬/୩ : କରୋନା ଭୁତାଣୁ ସଂକ୍ରମଣ ବର୍ତ୍ତମାନ ଅଧିକାଂଶ ଦେଶରେ ନିୟନ୍ତ୍ରଣାଧୀନ ରହିଛି। ଚୀନରେ କିନ୍ତୁ ଏହି ସଂକ୍ରମଣ କମିବା ବଦଳରେ ବଢ଼ିବାରେ ଲାଗିଛି । ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସେଠାରେ ପ୍ରଶାସନକୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ପ୍ରତ୍ୟକ ଦିନ…

ଚୀନରେ ବଢୁଛି କରୋନାର ୪ର୍ଥ ପ୍ରକୋପ

ଡୁମାଣୀଟିଭି.୨୧/୩ : ଚୀନ ଓ ହଂକଂ ସହ କିଛି ୟୁରୋପୀୟ ଦେଶରେ କରୋନାର ପ୍ରକୋପ ବଢିବାରେ ଲାଗିଛି । କିନ୍ତୁ ଭାରତରେ କିଛି ପ୍ରଭାବ ପଡିବ ନାହିଁ । କରୋନାର ମହାମାରୀର ଚତୁର୍ଥ ଲହରୀ ଆସିଲେ ମଧ୍ୟ କିଛି ପ୍ରଭାବ ପଡିବ ନାହିଁ । ଏନେଇ ଦେଶର ଅନେକ ଚିକିତ୍ସା ବିଶେଷଜ୍ଞ ଦାବି କରିଛନ୍ତି ।