Browsing Tag

#congress

କଂଗ୍ରେସରେ ପରିବର୍ତ୍ତନ

ତିନି ରାଜ୍ୟରେ ପରାଜୟ ପରେ କଂଗ୍ରେସରେ ବଡ ପରିବର୍ତ୍ତନ ଶନିବାର ଦିନ କଂଗ୍ରେସ ତାର ସାଂଗଠନିକ ପରିବର୍ତ୍ତନ କରିଛି। ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ନିଜ ଟିମର ଘୋଷଣା କରିଛନ୍ତି । ଏହି କ୍ରମରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଉତ୍ତର ପ୍ରଦେଶ ପ୍ରଭାରୀ ପଦରୁ ବିଦା କରାଯାଇଛି ।…

ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବିରେ କଂଗ୍ରେସର ସତ୍ୟାଗ୍ରହ

ପୁରୀ,: ଭକ୍ତଙ୍କ ପ୍ରବେଶ ଲାଗି ଶ୍ରୀମନ୍ଦିର •ରିଦ୍ୱାର ଖୋଲିବା ଦାବିରେ କଂଗ୍ରେସ ପକ୍ଷରୁ କରାଯାଇଛି ସଂକୀର୍ତ୍ତନ ସତ୍ୟାଗ୍ରହ । ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ଶ୍ରୀମନ୍ଦିର ସମ୍ମୁଖରେ ଦଳର ବହୁ…

କଂଗ୍ରେସ ତାର ନିଜ ଘର ସମ୍ଭାଳିପାରୁନି ଆମ ପ୍ରତି ଦୟା ଦେଖାଉଛି ମୟାବତୀ

ଡୁମାଣୀ ଟିଭି,୧୦/୪ :ଉତ୍ତରପ୍ରଦେଶ ବିଧାନସଭର ନିର୍ବାଚନ ପରେ ପ୍ରଥମଥର କରି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୁହଁ ଖୋଲିଥିଲେ । ବସପା ମୁଖ୍ୟ ମାୟାବାତୀଙ୍କୁ ଟାର୍ଗେଟ କରି ସେ ବଡ଼ ବୟାନ ଦେଇଥିଲେ । ତେବେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳ ତାଙ୍କୁ…

ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମିଳିପାରେ ବଡ଼…

ଡୁମାଣୀ ଟିଭି,୯/୪:ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ଭେଟିଛନ୍ତି । କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହି ସଭାରେ ଉପସ୍ଥିତ ଥିଲେ । ସୂତ୍ରରୁ ଜଣାପଡିଛି ସଚିନ…

ସଂସଦର ଶେଷ ବଜେଟ ଦିନରେ ଏମିତି କିଛି ଥିଲା ସୋନିଆ ଗାନ୍ଧୀ ଓ ମୋଦୀଙ୍କ ଦୃଶ୍ୟ ଯାହା ଏବେ ଭାଇରାଲ ହେବାରେ ଲାଗିଛି

ଡୁମାଣୀ ଟିଭି,୮/୪:ଗୁରୁବାର ଶେଷ ହୋଇଛି ସଂସଦର ବଜେଟ୍ ଅଧିବେଶନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସମେତ ବହୁ ବିରୋଧୀଦଳର ନେତାଙ୍କୁ ଭେଟିଛନ୍ତି । ବିରୋଧୀ ଦଳର ନେତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକରେ…

କେରଳ କଂଗ୍ରେସରେ ବଡ ବିଦ୍ରୋହ, ହାଇକମାଣ୍ଡଙ୍କ ଆଦେଶ ଭାଙ୍ଗିବାକୁ ଥମାସଙ୍କ ଘୋଷଣା

ଡୁମାଣୀ ଟିଭି,୭/୪: ନିକଟରେ ସଂପନ୍ନ ୫ଟି ରାଜ୍ୟରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ବଢିବାରେ ଲାଗିଛି। ନିକଟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଥିଲେ ପାର୍ଟି ପାଇଁ ଏହି ସମୟ ବହୁତ ଆହ୍ଵାନପୂର୍ଣ୍ଣ ଏବଂ ଏହାର ମୁକାବିଲା ପାଇଁ ଏକଜୁଟତା ଜରୁରୀ। ମାତ୍ର ଦଳରେ…

ଦଳରେ ବିଦ୍ରୋହୀଙ୍କୁ ସୋନିଆଙ୍କ ବାର୍ତ୍ତା

ଡୁମାଣୀ ଟିଭି ,୫/୪ : କଂଗ୍ରେସ ସଂସଦୀୟ ଦଳର ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୂଲ୍ୟବୃଦ୍ଧିକୁ ପ୍ରସଙ୍ଗ କରିଥିବା ବେଳେ ସରକାର ଦେଶର ଶ୍ରମ ଆଇନକୁ ଦୁର୍ବଳ କରୁଥିବାର ଅଭିଯୋଗ କରିଛନ୍ତି। ଦେଶର ସୁକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ…

ଆଜି ପୌର ଗଣତି ଆଗରେ ବିଜେଡି

ଡୁମାଣୀ ଟିଭି ,୨୬/୩ : ଆଜି ଚାଲିଛି ପୌର ଭୋଟ ଗଣତି । ସକାଳ ଆରମ୍ଭ ହୋଇଥିବା ଗଣତିରେ ବିଜେଡି ଆଗୁଆ ରହିଛି । ରାଜ୍ୟର ଅଧିକାଂଶ ଏନ୍ଏସି, ପୌରାଅଞ୍ଚଳରେ ଆଗରେ ରହିଛି ବିଜେଡି । ତେବେ ଏବେ ସୁଦ୍ଧା ୧୦୮ ପୌରଧ୍ୟକ୍ଷ ଆସନ ମଧ୍ୟରୁ ୭୩ଟିରେ ବିଜେଡି ଆଗୁଆ ଥିବା ବେଳେ ବିଜେପି ୧୭ଟିରେ ଏବଂ…

ଆଜି ପୌର ଭୋଟ୍ ସକାଳ ୮ରୁ ଚାଲିଛି ମତଦାନ ପ୍ରକ୍ରିୟା

ଡୁମାଣୀ ଟିଭି ,୨୪/୩ : ଆଜି ପୌର ଭୋଟ୍ । ରାଜ୍ୟର ୪୭ଟି ମ୍ୟୁନିସପାଲଟି, ୫୯ଟି ଏନ୍ ଏସି ଏବଂ ୩ଟି ମହାନଗର ନିଗମ ପାଇଁ ହେବ ଭୋଟ୍ ଗ୍ରହଣ ଚାଲିଛି । କାଉନସିଲର/କର୍ପୋରେଟର ଏବଂ ପୌରାଧ୍ୟକ୍ଷ/ମେୟର ପଦବୀ ପାଇଁ ସକାଳ ୮ଟାରୁ ଅପରାହ୍ନ ୫ଟା ପର‌୍ୟ୍ୟନ୍ତ ଭୋଟିଂ ହେବ । ତେବେ ଚଳିତ ନିର୍ବାଚନ…

ପୌରନିର୍ବାଚନ କଣ ? କେଉଁଠି ଓ କେବେ ଆରମ୍ଭ ହେବ ? କିଏ କରିବ ବାଜିମାତ ?

ପୌରନିର୍ବାଚନ କଣ ? କେଉଁଠି ଓ କେବେ ଆରମ୍ଭ ହେବ ? କିଏ କରିବ ବାଜିମାତ ? ଡୁମାଣୀ ଟିଭି,୧୮/୩ : ଏହି ପୌରନିର୍ବାଚନ ପୌରାଞ୍ଚଳର ଲୋକମାନେ ସିଧାସଳଖ ଭାବେନିଜ ଲୋକ ପ୍ରତିନିଧି ବାଛିଥାନ୍ତି । ମହାନଗର ନିଗମ ,ପୌରପାଳିକା,ବିଜ୍ଞାପିତ ଅଞ୍ଚଳ ପରିଷଦକୁ ନେଇ ସହରାଞ୍ଚଳରେ ପରିଷଦ ଗଠନ ହୋଇଥାଏ