Browsing Tag

#covid positive

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୩୭ଜଣ କୋଭିଡ ପଜିଟିଭ

ଡୁମାଣୀ ଟିଭି ,୨୯/୩ : ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ସଂକ୍ରମଣ ହଠାତ୍…

କୋଭିଡରେ ଚାଇନାର ସ୍ଥିତି ହାହାକାର ପୁଣି ଫେରିଛି ତାଲାବନ୍ଦ

ଡୁମାଣୀ ଟିଭି ,୨୮/୩ : ବିଶ୍ୱ ଏବେବି ମହାମାରୀ କରୋନା ସଂକ୍ରମଣରେ ଫସିରହିଛି । କରୋନା ସଂକ୍ରମଣର ବିପଦ ଏପର‌୍ୟ୍ୟନ୍ତ ଶେଷ ହୋଇନାହିଁ । କୋଭିଡ ପୁଣି ଥରେ ଚାଇନାରେ ହାହାକାର ସ୍ଥିତି ସୃଷ୍ଟି କରିବା ଆରମ୍ଭ କରିଛି । ଫଳରେ ଚାଇନାର ସବୁଠୁ ବଡ ସହର ସାଂଘାଇରେ ପୁଣିଥରେ ଫେରିଛି ତାଲାବନ୍ଦ ।…

ସଙ୍କଟରେ ଚୀନ କାମ ଦେଉନି କୋଭିଡ ଟୀକା

ଡୁମାଣୀ ଟିଭି ,୨୬/୩ : କରୋନା ଭୁତାଣୁ ସଂକ୍ରମଣ ବର୍ତ୍ତମାନ ଅଧିକାଂଶ ଦେଶରେ ନିୟନ୍ତ୍ରଣାଧୀନ ରହିଛି। ଚୀନରେ କିନ୍ତୁ ଏହି ସଂକ୍ରମଣ କମିବା ବଦଳରେ ବଢ଼ିବାରେ ଲାଗିଛି । ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସେଠାରେ ପ୍ରଶାସନକୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ପ୍ରତ୍ୟକ ଦିନ…

ରାଜ୍ୟରେ କମୁଛି ସଂକ୍ରମଣ

ଡୁମାଣୀ ଟିଭି ,୨୬/୩ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୪୨୧ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ…

ରାଜ୍ୟରେ ପୁଣି ବାହାରିଲେଣି କରୋନା ପଜିଟିଭ୍ ଗତ ୨୪ଘଣ୍ଟା ମଧ୍ୟରେ ୫୫ ଜଣ ଚିହ୍ନଟ

ଡୁମାଣୀ ଟିଭି ,୨୫/୩ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୩୭୮ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ…

ରାଜ୍ୟରେ ପୁଣି ବଢିଲାଣି କରୋନା ସଂକ୍ରମଣ

ଡୁମାଣୀ ଟିଭି ,୨୩/୩ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୨୮୫ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ…