Browsing Tag

#cricket

ଦିନିକିଆରୁ ଡାଭିଡ୍‌ ୱାର୍ଣ୍ଣରଙ୍କ ଅବସର ଘୋଷଣା

ମେଲବୋର୍ଣ୍ଣ,୧ା୧: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଓପନର୍‌ ଡେଭିଡ ୱାର୍ଣ୍ଣର ନୂଆବର୍ଷ ଅବସରରେ ପ୍ରଶଂସକଙ୍କୁ ଦୁଃଖିତ କରିଛନ୍ତି। ଟେଷ୍ଟ ପରେ ସେ ଏକଦିବସୀୟରୁ ଅବସର ଘୋଷଣା କରିଛନ୍ତି। ତେବେ ୨୦୨୫ମସିହାରେ ଆୟୋଜିତ ହେବାକୁଥିବା ·ମ୍ପିଅନ୍ସ ଟ୍ରଫିରେ ସେ ଖେଳିବେ ବୋଲି ୱାର୍ଣ୍ଣର କହିଛନ୍ତି।…

ପାଣ୍ଡ୍ୟାଙ୍କ ପାଇଁ ୧୦୦ କୋଟି ନେଇଛି ଗୁଜୁରାଟ ଟାଇଟନ୍ସ!

ମୁମ୍ବାଇ, ୨୬ା୧୨: ନିକଟରେ ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ରୋହିତ ଶର୍ମାଙ୍କ ସ୍ଥାନରେ ଆଗାମୀ ଆଇପିଏଲ୍‌ ୨୦୨୪ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ)ର ଅଧିନାୟକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଇପିଏଲ୍‌ ନିଲାମ ୨୦୨୪ ପୂର୍ବରୁ ପ୍ରଥମେ ଗୁଜରାଟ ଟାଇଟାନ୍ସ (ଜିଟି) ଦ୍ୱାରା…

୨୦୨୫ ଚାମ୍ପିଆନ୍ସ ଟ୍ରଫି ଲାଗି ପଠାଇବନି ଖେଳାଳି!

ମୁମ୍ବାଇ, ୨୬ା୧୨: ଏସିଆ କପ୍‌ ପରେ ପୁଣି ଥରେ ପାକିସ୍ତାନକୁ ଲାଗିବ ଝଟକା। ହାତରୁ ଖସିପାରେ ୨୦୨୫ ଚମ୍ପିଆନ୍ସ ଟ୍ରଫିର ଆୟୋଜନ। ଚମ୍ପିଆନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯାଇନପାରେ ଭାରତୀୟ ଟିମ୍‌। ଯାହାକୁ ନେଇ ଏବେଠୁ ଚିନ୍ତାରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ। ଆଗାମୀ ୨୦୨୫ ଚମ୍ପିଆନ୍ସ…

ଭାରତର ଐତିହାସିକ ବିଜୟ: ପ୍ରଥମଥର ଅଷ୍ଟ୍ରେଲିଆକୁ ହରାଇଲା

ମୁମ୍ବାଇ, ୨୪ା୧୨: ଇତିହାସ ରଚିଛି ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌। ଟେଷ୍ଟରେ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି ଦଳ। ମୁମ୍ବାଇର ୱାଙ୍ଖେଡେରେ ଖେଳା ଯାଇଥିବା ଏହି ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭାରତୀୟ ମହିଳା ଟିମ୍‌ ୮ ୱିକେଟରେ ପରାସ୍ତ କରିଛି। ୧୯୭୭ରୁ ୧୧ଟି ପ୍ରୟାସ ପରେ…

ନାଥନ୍‌ ଲାୟନ୍‌ ୫୦୦ ୱିକେଟ୍‌ କ୍ଲବରେ ସାମିଲ

ପର୍ଥ, ୧୮ା୧୨: ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ୍ର ଉଭୟ ପାଳିରୁ ୫ ୱିକେଟ୍‌ ଦଖଲ କରିବା ସହିତ ଅଷ୍ଟ୍ରେଲୀୟ କିଂବଦନ୍ତି ନାଥନ୍‌ ଲାୟନ୍‌ ୫୦୦ ୱିକେଟ୍‌ କ୍ଲବରେ ସାମିଲ ହୋଇଛନ୍ତି। ତାଙ୍କ ମୋଟ ଟେଷ୍ଟ୍‌ ୱିକେଟ୍‌ ଏବେ ୫୦୧ରେ ପହଞ୍ଚିଛି। ଏହି ବିରଳ କ୍ଲବରେ ସାମିଲ ହେବାରେ ଲାୟନ୍‌ ବିଶ୍ୱର…

ଏମ୍‌ଆଇ ଉପରେ ଫ୍ୟାନ୍ସ ଖପ୍ପା; ଜାଳିଦେଲେ ଜର୍ସି

ନୂଆଦିଲ୍ଲୀ,୧୬ା୧୨: ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବାକୁ କ୍ରିକେଟ ପ୍ରେମି ପସନ୍ଦ କରନ୍ତି ନାହିଁ। ବର୍ତ୍ତମାନ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକମାନେ ବିଭିନ୍ନ ଉପାୟରେ ଦଳ ବିରୋଧରେ ନିଜ ନିଜର ବିରୋଧ ଆରମ୍ଭ କରିଛନ୍ତି। ମୁମ୍ବାଇ ଦଳ…

ଭାରତୀୟ ମହିଳା ଦଳର ରେକର୍ଡ ବିଜୟ

ନୂଆଦିଲ୍ଲୀ, ୧୬ା୧୨: ଘରୋଇ ମାଟିରେ ଇଂଲଣ୍ଡକୁ ଧୂଳି ଚଟାଇଛି ଭାରତୀୟ ମହିଳା ଟିମ। ଦୁଇ ଦେଶ ମଧ୍ୟରେ ଖେଳା ଯାଉଥିବା ଏକମାତ୍ର ଟେଷ୍ଟକୁ ମାତ୍ର ଅଢେଇ ଦିନରେ ଶେଷ କରି ଭାରତୀୟ ମହିଳା ଟିମ ନୂଆ ରେକର୍ଡ କରିଛି। ପୁଣେର ଡିୱାଇ ପାଟିଲ ଷ୍ଟାଡିୟମରେ ଇଂଲଣ୍ଡକୁ ୩୪୭ ରନରେ ହରାଇ ହରମନପ୍ରୀତ କୌର…

ଆଇପିଏଲ୍‌ ୨୦୨୪ ଅକ୍ସନ ପାଇଁ ଖେଳାଳିଙ୍କ ତାଲିକା ଜାର

ନୂଆଦିଲ୍ଲୀ, ୧୨ା୧୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୪ ପୂର୍ବରୁ ହେବାକୁଥିବା ମିନି ନିଲାମ ପାଇଁ ଖେଳାଳିଙ୍କ ତାଲିକା ଜାରି ରହିଛି । ତାଲିକାରେ ଥିବା ଖେଳାଳିଙ୍କୁ ନେଇ ଡିସେମ୍ବର ୧୯ରେ ଦୁବାଇରେ ଆଇପିଏଲ ଅକ୍ସନ ହେବାକୁ ଯାଉଛି । ଅଷ୍ଟ୍ରେଲିଆର ଅଧିନାୟକ ପାଟ୍‌ କମିନ୍ସ ଓ…

ଟି-୨୦ ବିଶ୍ୱକପରେ ରୋହିତ ସାମିଲ ନେଇ ଦ୍ୱନ୍ଦ

ନୂଆଦିଲ୍ଲୀ,୧୧ା୧୨: ଆସନ୍ତା ବର୍ଷର ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଅଧିକ ସମୟ ବାକି ନାହିଁ । ଆଇପିଏଲ ୨୦୨୪ ପରେ ଠିକ ଏହି ଟୁର୍ଣ୍ଣାମେଣ୍ଟ ଆମେରିକା ଏବଂ ୱେଷ୍ଟଇଣ୍ଡିଜ ଦ୍ୱାରା ଆୟୋଜିତ ହେବ । ଟିମ ଇଣ୍ଡିଆ ଏହାର ପ୍ରସ୍ତୁତି ଆରମ୍ଭ କରିସାରିଛି । ଟି-୨୦ ବିଶ୍ୱକପରେ ଭାରତର ଟିମ୍‌ ଚୟନ କ'ଣ…

କେବେ ପଡ଼ିଆକୁ ଫେରିବେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ?

ନୂଆଦିଲ୍ଲୀ: ଗତ କିଛି ଦିନ ତଳେ ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଇଛନ୍ତି । ମୁମ୍ବାଇ ଫ୍ରାଞ୍ଚାଇଜି ହାର୍ଦ୍ଦିକଙ୍କୁ ଗୁଜରାଟ୍‌ ଟାଇଟନ୍ସ ସହ ଟ୍ରେଡ କରିଛି । ମାତ୍ର ବଡ଼ ପ୍ରଶ୍ନ କଣ ହାର୍ଦ୍ଦିକ ପାଣ୍ଡ୍ୟ ଆଇପିଏଲ୍‌ ସୁଦ୍ଧା ଫିଟ୍‌ ହୋଇଯିବେ? ଏହାକୁ ନେଇ…