Browsing Tag

#CRIME NEWS

ପ୍ରଥମ ଥର ଲିଥିୟମ ଓ ଗ୍ରାଫାଇଟ୍‌ ଭଳି ଖଣିଜର ହେବ ନିଲାମ

ନୂଆଦିଲ୍ଲୀ: ପ୍ରଥମ ଥର ଖଣି ମନ୍ତ୍ରାଳୟ, ଭାରତରେ ଲିଥିୟମ, ଗ୍ରାଫାଇଟ ଭଳି ମହତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ନିଲାମୀ କରିବାକୁ ଯାଉଛି । ନଭେମ୍ବର ୨୯ ତାରିଖରେ ଏହାର ପ୍ରଥମ ପର୍ଯ୍ୟାୟ ୨୦ ଗୁରୁତ୍ୱପୂର୍ଣ୍ଣ ଖଣି ପାଇଁ ନିଲାମ ଡକାଯିବ । ଏନେଇ ଖଣି ମନ୍ତ୍ରାଳୟ ତରଫରୁ ଏକ ବିବୃତ୍ତିରେ ସୂଚନା…

କାଳୁଚୁଆ ପାହାଡ଼ରେ ବେଆଇନ ବ୍ଲାଷ୍ଟିଂ!

ଖୋର୍ଦ୍ଧା, : ବେଗୁନିଆ ତହସିଲ ଅଧିନସ୍ଥ ଡ଼ଙ୍ଗରପଡା ଗ୍ରାମର କାଳୁ ଚୁଆ ପାହାଡ଼ରେ ବେଆଇନ ଭାବରେ ବ୍ଲାଷ୍ଟିଂ ନେଇ ଗ୍ରାମବାସୀ ମାନେ ଲିଖିତ ଭାବରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟ ଏବଂ ଖୋର୍ଦ୍ଧା ଼ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ପୁରୀ ଶ୍ରୀମନ୍ଦିର ପ୍ରଶାସନର…

ଡିପ୍‌ଫେକ୍‌ : ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ

ଡିପ୍‌ଫେକ୍‌ : ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀନୂଆଦିଲ୍ଲୀ,୧୭ା୧୧: ସମ୍ପ୍ରତି ଦେଶରେ "ଡିପ୍‌ଫେକ୍‌' ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି । କୃତ୍ରିମ ବୁଦ୍ଧିମତା ବା ଏଆଇ ଜରିଆରେ ଏବେ ବିଭିନ୍ନ ସେଲିବ୍ରେଟିଙ୍କ ଡିପଫେକ୍‌ ଫଟୋ ଏବଂ ଭିଡିଓ ପ୍ରସ୍ତୁତ କରାଯାଉଛି । ପ୍ରତିଷ୍ଠ ଲୋକଙ୍କ ଫଟୋ…

ରାଜଧାନୀରେ ପୁଣି ଆତରଙ୍କରାଜ ଦୋକାନ ବନ୍ଦ କରି ଫେରୁଥିବା ବେଳେ ଆକ୍ରମଣ

ଡୁମାଣୀ ଟିଭି,୧୨/୪:ରାଜଧାନୀରେ ପୁଣି ଆତରଙ୍କରାଜ । ବ୍ୟବସାୟୀଙ୍କୁ ମାରଣାନ୍ତକ ଆକ୍ରମଣ କରି ଲୁଟି ନେଲେ ଟଙ୍କା । ଭୁବନେଶ୍ୱରର ସୁନ୍ଦରପଦାରେ ଅଞ୍ଚଳରେ ଘଟିଛି ଏହି ଘଟଣା । ଏଥିରେ ଆହତ ବ୍ୟକ୍ତି ହେଲେ ଉଦ୍ୟାନ ଫ୍ରେସର ମ୍ୟାନେଜର ନିରଞ୍ଜନ ସାହୁ । ଏନେଇ ଏୟାରଫିଲଡ ଥାନାରେ ଅଭିଯୋଗ ପରେ…

କୋର୍ଟରେ ହାଜର ହେଲେ ଡିବ୍ରଦର୍ସ

ଡୁମାଣୀ ଟିଭି,୧୨/୪:କୋର୍ଟରେ ହାଜର ହେଲେ ଡିବ୍ରଦର୍ସ । କଟକ ଜିଲ୍ଲା କୋର୍ଟରେ ହାଜର ହେଲେ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ । ଦୀପୁ ମଲ୍ଲିକ ଏବଂ ଓମ୍ ସ୍ବାଇଁ ହତ୍ୟା ଘଟଣାରେ ସାକ୍ଷ୍ୟ ଗ୍ରହଣ ପାଇଁ ଦୁଇ ଭାଇଙ୍କୁ କୋର୍ଟ ହାଜର କରିଛି ପୋଲିସ । ଖବର ଅନୁଯାୟୀ, ୨୦୧୩ମସିହା ନଭେମ୍ବର ମାସରେ…

ବୁଚା ନରସଂହାର ପରେ ମହିଳାଙ୍କୁ ଦୁଷ୍କର୍ମ କରୁଛି ରୁଷ୍‌ ସେନା

ଡୁମାଣୀ ଟିଭି,୮/୪:ୟୁକ୍ରେନ୍‌ ଓ ରୁଷ୍‌ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନି। ଦୀର୍ଘ ଦେଢ଼ ମାସ ହେଲାଣି ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଏବେ ବିଭୀଷିକାର ରୂପ ନେଇଛି। କୁହାଯାଉଛି ଯେ ରୁଷ ସେନା ଏବେ ୟୁକ୍ରେନ୍‌ ନାଗରିକଙ୍କ ନରସଂହାର କରୁଛି। ବୁଚା ନରସଂହାରର ଫଟୋ ଓ ଭିଡିଓ ଏବେ ସମସ୍ତଙ୍କୁ…

ସାମ୍ବାଦିକଙ୍କ ଗୋଡରେ ବେଢି ପକାଇ ବଦଳିଲେ ନୀଳଗିରି ଥାନା ଆଇଆଇସି ଦୌପଦୀ ଦାସ

ଡୁମାଣୀ ଟିଭି,୮/୪:ସାମ୍ବାଦିକ ଗୋଡ଼ରେ ଶିକୁଳି ପକାଇବା ଘଟଣାରେ ବଦଳିଲେ ନୀଳଗିରି ଆଇଆଇସି ଦୌପଦୀ ଦାସଙ୍କୁ ବଦଳି ଓ ଏହି ମାମଲାର ତଦନ୍ତ ଅଧିକାରୀ ସୁବର୍ଣ୍ଣା ବେହେରାଙ୍କୁ ମଧ୍ୟ ବଦଳି କରାଯାଇଛି। ତଦନ୍ତ ସରିବା ପର୍ଯ୍ୟନ୍ତ ଉଭୟଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରଯାଇଛି ।…

ନୀଳଗିରି ପୋଲିସର ଦାଦାଗିରି

ଡୁମାଣୀ ଟିଭି,୭/୪ :ସୀମା ଟପିଗଲେ ଆଇ.ଆଇ.ସି ଦୌପଦୀ ଦାସ । ନିଜ କଳା କାରାନାମାକୁ ଲୁଚାଇବାକୁ ଯାଇ ସାମ୍ବାଦିକଙ୍କୁ ବେଡି ପକାଇ ମାଡ ମାରିବାକୁ କିଏ ଦେଲା ଅଧିକାର । ଏଠାରେ ସୂଚନା ଯୋଗ୍ୟ , ବିଇନିୟୁଜର ସମ୍ପାଦକ ଲୋକନାଥ ଦଳାଇ ପୂର୍ବରୁ କନକ ନ୍ୟୁଜ ଓ ସମ୍ବାଦର ସାମ୍ବଦିକ ଭାବେ ବାଲେଶ୍ୱର…

ସରିଲା ଶର୍ମିଷ୍ଠା ଓ ଝୁନାଙ୍କ ରିମାଣ୍ଡ ଅବଧି କିନ୍ତୁ ମିଳୁନି ମେମୋରି ଚିଫ

ଡୁମାଣୀ ଟିଭି ,୬/୪: କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆଜି ସରୁଛି ଶର୍ମିଷ୍ଠା ଓ ଝୁନାଙ୍କ ରିମାଣ୍ଡ ଅବଧି । ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଶର୍ମିଷ୍ଠା ଓ ଝୁନାଙ୍କୁ ମାରାଥନ୍‌ ଜେରା କରିଛି କ୍ରାଇମବ୍ରାଞ୍ଚ । ରିମାଣ୍ଡ ଅବଧି ଆଜି ଶେଷ ହେଉଥିବାବେଳେ ମେମୋରି ଚିପ୍‌ ରହସ୍ୟ…

କଟକର ଏକ ଶିକ୍ଷାନୁଷ୍ଠାନର ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ଡୁମାଣୀ ଟିଭି ,୫/୪ :କଟକର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। ହଷ୍ଟେଲରୁ ଛାତ୍ରୀଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଆତ୍ମହତ୍ୟା କରିଥିବା ଅନୁମାନ କରାଯାଥିବାବେଳେ, ଏଯାଏ କାରଣ ଅସ୍ପଷ୍ଟ ରହିଛି। ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ…