Browsing Tag

#CRIME NEWS

ଖୋଲିଲା ଗୁମର ଆସିଲା ମାନସ ସ୍ୱାଇଁଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଡୁମାଣୀ ଟିଭି ,୩୦/୩ : ଆସିଲା କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ପୋଷ୍ଟମର୍ଟମ ରିପୋର୍ଟ। ମାନସଙ୍କୁ ବହୁ ସମୟ ଧରି ଭୋକିଲା ରଖାଯାଇଥିଲା। ଦିଆଯାଇଥିଲା ଶାରୀରିକ ନିର‌୍ୟାତନା। ଲୁହା ରଡ୍ରେ ମାଡ ମରାଯାଇଥିଲା । ମାନସଙ୍କ ୩ଟି ପିଞ୍ଜରା ହାଡ ଭାଙ୍ଗିଯାଇଥିବା ପୋଷ୍ଟମୋର୍ଟମ ରିପୋର୍ଟରେ…

ମାନସ ହତ୍ୟାକାରୀ ଶର୍ମିଷ୍ଠାଙ୍କୁ ୨ୟ ଦିନରେ କ୍ରାଇମବ୍ରାଞ୍ଚର ଘନ ଘନ ଜେରା

ଡୁମାଣୀ ଟିଭି ,୩୦/୩ : ମାନସ ସ୍ୱାଇଁ ହତ୍ୟା ମାମଲା । ଦ୍ୱିତୀୟ ଦିନ ରିମାଣ୍ଡରେ ଶର୍ମିଷ୍ଠାଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା । ଦ୍ୱିତୀୟ ଦିନରେ ଜେରାରେ ମୋମେରି ଚିପ୍ ଏବଂ ଘଟଣାରେ ଅନ୍ୟ କେଉଁ ବଡ ବଡିଆ ସାମିଲ ହୋଇଛନ୍ତି ସେନେଇ ପଚରାଉଚରା କରାଯିବ । ତେବେ ସିନ୍ ରିକ୍ରିଏସନ ନେଇ…

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ

ଡୁମାଣୀ ଟିଭି ,୨୯/୩ : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ପୁଣି ଅସୁସ୍ଥ । ବିଳମ୍ବିତ ରାତିରେ ବିଧାୟକଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଖୋର୍ଦ୍ଧା ଏସ୍ପି ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଗିରଫ ହୋଇ ବାଣପୁର ସବ୍-ଜେଲ୍ ଥିବା ଚିଲିକା…

ରିମାଣ୍ଡରେ ଗଲେ ଶର୍ମିଷ୍ଠାଙ୍କ ସମେତ ୪ଜଣ ମୁଖ୍ୟ ଅଭିଯୁକ୍ତ

ଡୁମାଣୀ ଟିଭି ,୨୯/୩ : ଭଦ୍ରକ ସ୍ୱତନ୍ତ୍ର ଉପକାରଗାରରେ ପହଞ୍ଚିଲା କ୍ରାଇମ୍ବ୍ରାଞ୍ଚ ଟିମ୍ । ଶର୍ମିଷ୍ଠାଙ୍କ ସମେତ ୪ଜଣଙ୍କ ଆଜିଠୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ମାନସ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା, ଝୁନା , ନିରଞ୍ଜୀନ ସେଠୀ, ରଞ୍ଜନ ନାୟକଙ୍କର ମଙ୍ଗଳବାର ଠାରୁ…

ଶେଷରେ ବନ୍ଧା ହେଲା ଶର୍ମିଷ୍ଠା ରାଉତ୍‌, ନଳାଙ୍ଗରୁ ଗିରଫ କଲା କ୍ରାଇମବ୍ରାଞ୍ଚ ଟିମ୍‌

ଡୁମାଣୀ ଟିଭି ,୨୮/୩ : ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ଶେଷରେ ବନ୍ଧାହେଲେ ଅଭିଯୁକ୍ତ ଶର୍ମିଷ୍ଠା ରାଉତ୍ । ଭଦ୍ରକ ନଳାଙ୍ଗ ଗାଁରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । କେବଳ ଶର୍ମିଷ୍ଠା ନୁହେଁ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ମଧ୍ୟ ଗିରଫ କରିଛି କ୍ରାଇମବ୍ରାଞ୍ଚ…

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ସିଲ୍ ହେଲା ଦୟାଲ ଆଶ୍ରମ

ଡୁମାଣୀ ଟିଭି ,୨୭/୩ : ସିଲ୍ ହେଲା ଭୁବନେଶ୍ୱରର ଦୟାଲ ଆଶ୍ରମ। କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆଶ୍ରମରେ ତଦନ୍ତ କରି କ୍ରାଇମବ୍ରାଞ୍ଚ ଆଶ୍ରମ ସିଲ୍ କରିଛି। ପ୍ରାୟ ୪ଘଣ୍ଟାର ଖୋଳତାଡ଼ ପରେ ଆଶ୍ରମ ସିଲ୍ କରି ଫେରିଛି ତଦନ୍ତକାରୀ ଟିମ୍। ହତ୍ୟାରେ ବ୍ୟବହୃତ ବାଡ଼ି ମିଳିଥିବା…

ନକଲି ଡାକ୍ତରଙ୍କ ଡ୍ରାଇଭର ଏବେ ପୋଲିସ କବଜାରେ

ଡୁମାଣୀ ଟିଭି ,୧୭/୩ : ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଡ୍ରାଇଭର ଏବେ ପୋଲିସ କବଜାରେ ଥିବା ଜଣାପଡିଛି । ନକଲି ଡାକ୍ତରଙ୍କ ଡ୍ରାଇଭର ପପୁକୁ ରଣପୁରରୁ ଉଠାଇଲା ପୋଲିସ । ଡ୍ରାଇଭର ପପୁକୁ ଆଣି ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରାଯାଉଛି । ରମେଶଙ୍କ ଠକେଇ ମାମଲାରେ ଡ୍ରାଇଭରର ସଂପୃକ୍ତି…