Browsing Tag

#crimebranch team

ଡାଏରୀ ଖୋଲିବ ମାନସ ସ୍ବାଇଁ ହତ୍ୟାର ଗୁମର

ଡୁମାଣୀ ଟିଭି ୪/୪ :କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା । ଡାଏରୀ ଖୋଲିବ ଗୁମର । ଶର୍ମିଷ୍ଠାଙ୍କ ଘରୁ ଜବତ ହୋଇଥିବା ଡାଏରୀରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିପାରେ । ଏହି ଡାଏରୀରେ ରହିଛି ଏକାଧିକ ବ୍ୟକ୍ତିଙ୍କ ନାମ । ସମସ୍ତଙ୍କୁ ମୁଖ୍ୟାଳୟ ଡାକି ଜେରା କରିପାରେ…

୨ୟ ଦିନ ରିମାଣ୍ଡରେ ପୋଲିସକୁ ନିଜ ପ୍ରଶ୍ନ ଉତ୍ତର ଜାଲରେ ବାଟବଣା କରୁଛି ଶର୍ମିଷ୍ଠା

ଡୁମାଣୀ ଟିଭି ,୩୧/୩ : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ତଦନ୍ତ ପ୍ରକ୍ରିୟା ଯେତେ ଆଗକୁ ବଢୁଛି ସେତେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ପ୍ରଥମେ ଏହି ଘଟଣାର ତଦନ୍ତ ଦାୟିତ୍ୱ କ୍ରାଇମ୍ବ୍ରାଞ୍ଚ ଉପରେ ନ୍ୟସ୍ତ ରହିଛି । କ୍ରାଇମ୍ବ୍ରାଞ୍ଚ ମୁଖ୍ୟ…

ଚାଲିଛି କ୍ରାଇମବ୍ରାଞ୍ଚର ୩ୟ ଦିନ ଜେରା ମାନସ ହତ୍ୟାର ଆଜି ହୋଇପାରେ ସିନ୍ ରିକ୍ରିଏସନ୍‌

ଡୁମାଣୀ ଟିଭି ,୩୧/୩ : କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଚାଲିଛି ମାରାଥନ୍ ଜେରା। ଆଜି ଅଭିଯୁକ୍ତ ମାନଙ୍କୁ ଘଟଣାସ୍ଥଳକୁ ନେଇ କ୍ରାଇମସିନ୍ ରିକ୍ରିଏସନ୍ କରିପାରେ କ୍ରାଇମବ୍ରାଞ୍ଚ। ଡେମୋ ଦେଖାଇବେ ଶର୍ମିଷ୍ଠା। ଭୁବନେଶ୍ୱର ସୁନ୍ଦରପଦା ଦୟାଲ ଆଶ୍ରମ ପରେ…

ରିମାଣ୍ଡରେ ଗଲେ ଶର୍ମିଷ୍ଠାଙ୍କ ସମେତ ୪ଜଣ ମୁଖ୍ୟ ଅଭିଯୁକ୍ତ

ଡୁମାଣୀ ଟିଭି ,୨୯/୩ : ଭଦ୍ରକ ସ୍ୱତନ୍ତ୍ର ଉପକାରଗାରରେ ପହଞ୍ଚିଲା କ୍ରାଇମ୍ବ୍ରାଞ୍ଚ ଟିମ୍ । ଶର୍ମିଷ୍ଠାଙ୍କ ସମେତ ୪ଜଣଙ୍କ ଆଜିଠୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ମାନସ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା, ଝୁନା , ନିରଞ୍ଜୀନ ସେଠୀ, ରଞ୍ଜନ ନାୟକଙ୍କର ମଙ୍ଗଳବାର ଠାରୁ…